Odia News Portal
Browsing Tag

tokyo olympics

ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଟୋକିଓ ଅଲିମ୍ପିକ୍ସ ଉଦଯାପିତ

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ବିଶ୍ଵର କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସର ସମାପନ ଘଟିଛି। ଉଦଯାପନୀ ସମାରୋହରେ ୧୦ ଭାରତୀୟ ଆଥଲେଟ୍ ଓ ଅଧିକାରୀ ଅଂଶଗ୍ରହଣ କରିଛନ୍ତି। ଉଦଘାଟନୀ ସମାରୋହରେ ଖେଳାଳି ଯେଉଁଠି ପାରମ୍ପରିକ ପୋଷାକ ପରିଧାନ କରିଥିଲେ, ସେଠି ଉଦଘାପନୀ ସମାରୋହରେ…

ନଜର ପକାନ୍ତୁ ଟୋକିଓ ଅଲିମ୍ପିକ୍ସରେ କେଉଁ ଦେଶ କୋତୋଟି ପଦକ ଜିତଛନ୍ତି

ଟୋକିଓ: ଅଲିମ୍ପିକ୍ସରେ ପହଞ୍ଚିଛି ଅନ୍ତିମ ପର୍ଯ୍ୟାୟରେ । ସବୁ ଦେଶ ପଦକ ଲାଗି କଡା ଟକ୍କର ଦେଇଛନ୍ତି । ତେବେ ପଦକ ତାଲିକାରେ ଶୀର୍ଷରେ ରହିଛି ଚୀନ । କିନ୍ତୁ ସବୁଠୁ ଅଧିକ ପଦକ ଜିତଛି ଆମେରିକା । ଚିନ ଅଧିକ ସ୍ୱର୍ଣ୍ଣ ପଦକ ଜିତଥିବାରୁ ଶୀର୍ଷରେ ରହିଛି । ତେବେ ଭାରତ ଏହି ପଦକ ତାଲିକାରେ…

ବଜରଙ୍ଗଙ୍କୁ ବ୍ରୋଞ୍ଚ

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ । ବ୍ରୋଞ୍ଜ ବିଜୟୀ ବଜରଙ୍ଗ । ୮-୦ରେ ଖେଳ କଲେ ଖତମ । ଭାରତ ପାଇଁ ଆଉ ଏକ ବ୍ରୋଞ୍ଜ ପଦକ ଆଣିଲେ ବଜରଙ୍ଗ ପୁନିଆ । ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ କାଂସ୍ୟ ପଦକ ଜିତିଛନ୍ତି । କାଜଖସ୍ତାନର ଦୌଲେତ ନିୟାଜବେକୋଭଙ୍କୁ ପୁନିଆ ୮-୦ରେ ମାତ୍…

ଆଜି ବ୍ରୋଞ୍ଚ ପଦକ ଲାଗି ଲଢ଼ିବେ ବଜରଙ୍ଗ ପୁନିଆ

ଟୋକିଓ: ଆଜି ବ୍ରୋଞ୍ଜ ପାଇଁ ଲଢିବେ ବଜରଙ୍ଗ ପୁନିଆ । ୬୫ କେଜି ଫ୍ରିଷ୍ଟାଇଲ ବର୍ଗରେ ବ୍ରୋଞ୍ଜ ପଦକ ପାଇଁ ରେସଲିଂ ରିଙ୍ଗକୁ ଓହ୍ଲାଇବେ । ରୁଷିଆନ୍ ଅଲିମ୍ପିକ୍ କମିଟି (ଆରଓସି)ର ଗାଦଜିମୁରାଦ ରଶିଦୋଭଙ୍କ ସହ ଲଢିବେ ବଜରଙ୍ଗ ପୁନିଆ । ସେମିଫାଇନାଲରେ ବିଶ୍ୱର ଦୁଇ ନମ୍ବର ରେସଲର୍ ନିରାଶ…

ଗଲ୍ଫରେ ଭାରତକୁ ମିଳିପାରେ ପଦକ

ଟୋକିଓ: ଅଲିମ୍ପିକ୍ସରେ ଭାରତ ପ୍ରଦର୍ଶନ ଧିରେ ଧିରେ ସ୍ୱଚ୍ଛଳ ହେବାରେ ଲାଗିଛି । ତେବେ ଚଳିତ ଅଲିମ୍ପିକ୍ସରେ ଭାରତକୁ ଗଲ୍ଫରେ ପଦକ ମିଳିବାର ଆଶା ରହିଛି । ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ତାଲିକାରେ ଯୋଡ଼ି ହୋଇପାରେ ଆଉ ଏକ ସ୍ୱର୍ଣ୍ଣ ପଦକ । ଗଲ୍ଫ ଷ୍ଟାର ଆଦିତି ଅଶୋକ ତାଙ୍କ ପ୍ରଦର୍ଶନ…

ସେମିରେ ବଜରଙ୍ଗ ପୁନିଆ

ଟୋକିଓ: ଆଜି ଟୋକିଓ ଅଲିମ୍ପିକ୍‌ ଷ୍ଟାଡିୟମ୍‌ରେ ଆୟୋଜିତ ୬୫ କେଜି ପୁରୁଷ ଫ୍ରିଷ୍ଟାଇଲ୍‌ କୁସ୍ତି ପ୍ରତିଯୋଗିତାରେ ଭାରତର ନାମଜାଦା କୁସ୍ତିଯୋଦ୍ଧା ବା ପହିଲମାନ୍ ବଜରଙ୍ଗ ପୁନିଆ ଇରାନ୍‌ର ମୋର୍ତେଜା ଗିୟାସିଙ୍କୁ ଚଟାଣରେ ପକାଇବା ସହ ତାଙ୍କ କାନ୍ଧକୁ ମାଡ଼ିବସି ବିଜୟୀ ହୋଇଛନ୍ତି।…

ରୌପ୍ୟ ପଦକ ଜିତିଲେ ରବି ଦାହିୟା

ଟୋକିଓ: ଅଲିମ୍ପିକ୍ସ ଭାରତକୁ ଆଉ ଏକ ପଦକ । ଫାଇନାଲରେ ହାରିଥିଲେ ସୁଦ୍ଧା ଦେଶ ଲାଗି ରୌପ୍ୟ ପଦକ ଜିତିଛନ୍ତି ରେସଲର ରବି ଦାହିୟା । ୫୭ କେଜି ବର୍ଗରେ ସେ ଋୁଷିୟାର ଜୟୁର ଉଗଭେଙ୍କଠାରୁ ପରାସ୍ତ ହୋଇଛନ୍ତି । ଏହି ପଦକ ସହ ଭାରତକୁ ଦ୍ୱିତୀୟ ରୌପ୍ୟ ପଦକ ମିଳିଛି । ଆଜି ଭାରତୀୟ ପୁରୁଷ ହକି ଦଳ…

ଜାଣନ୍ତୁ ଆଜିଯାଏ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ କେତେଥର ପଦକ ଜିତିଛି

ଟୋକିଓ: ଜର୍ମାନୀକୁ ହରାଇ ଭାରତ ଟୋକିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ହାସଲ କରିଛି । ଦୀର୍ଘ ୪୧ ବର୍ଷ ପରେ ଭାରତ ଅଲିମ୍ପିକ୍ସରେ ପଦକ ହାସଲ କରିଛି । ତେବେ ନଜର ପକାନ୍ତୁ ଆଜିଯାଏଁ ଅନୁଷ୍ଠିତ ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନ । ୧୯୨୮ ଆମଷ୍ଟରଡ୍ୟାମ ଅଲିମ୍ପିକ୍ସ- ସ୍ୱର୍ଣ୍ଣ ୧୯୩୨…

ଜବରଦସ୍ତ ବିଜୟ ସହ ଇତିହାସ ରଚିଲା ଭାରତୀୟ ପୁରୁଷ ହକି ଦଳ

ଟୋକିଓ: ଅଲିମ୍ପିକ୍ସ ୨୦୨୦ ପୁରୁଷ ହକିରେ ଭାରତ କାଂସ୍ୟ ପଦକ ହାସଲ କରିଛି। ପ୍ରତିପକ୍ଷ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ଭାରତ ଏହି ଐତିହାସିକ ବିଜୟ ହାସଲ କରିଛି। ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳର ଅଲିମ୍ପିକ୍ସ ପଦକ ବିଜୟୀ ହେବାର ଗୌରବ ଲାଭ କରିଛି। ଶେଷଥର ପାଇଁ ୧୯୮୦ରେ…

ସେମିରେ ହାରିଲା ଭାରତୀୟ ମହିଳା ହକି ଦଳ

ଟୋକିଓ: ଅଲିମ୍ପିକ୍ସରେ ପ୍ରଥମରୁ ଦମଦାର ପ୍ରଦର୍ଶନ କରିଥିଲେ ସୁଦ୍ଧା ୨-୧ରେ ହାରିଛି ମହିଳା ହକି ଦଳ । ଆର୍ଜେଣ୍ଟିନାଠାରୁ ପରାସ୍ତ ହୋଇଛି ଦଳ । ପ୍ରଥମ ଗୋଲ ଭାରତ ଦେଇଥିଲେ ସୁଦ୍ଧା ଶେଷ ସମୟରେ ପରାସ୍ତ ହୋଇଥିଲା । ବ୍ରୋଞ୍ଚ ପଦକ ଲାଗି ଲଢ଼ିବ ମହିଳା ହକି ଦଳ ।