Odia News Portal
Browsing Tag

tokyo olympics

ରେସଲିଂ ଫାଇନାଲରେ ରବି ଦହିଆ

ଟୋକିଓ: ଭାରତର ଆଉ ଏକ ପଦକ ନିଶ୍ଚିତ । ରେସଲିଂରେ ଫାଇନାଲରେ ପ୍ରବେଶ କରିଛନ୍ତି ରବି ଦହିଆ । ସେମିରେ କାଜାଖସ୍ତାନର ନୁରିସ୍ଲାମଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି । ୫୭ କେଜି ଫ୍ରିଷ୍ଟାଇଲ ଫାଇନାଲକୁ ଉନ୍ନିତ ହୋଇଛନ୍ତି । ତେବେ ଫାଇନାଲ ହାରିଲେ ମଧ୍ୟ ରୌପ୍ୟ ପଦକ ସୁନିଶ୍ଚିତ । ତେବେ…

ଲଭଲିନାଙ୍କୁ ବ୍ରୋଞ୍ଜ

ଟୋକିଓ : ସେମିରେ ହାରିଲେ ମହିଳା ବକ୍ସର ଲଭଲିନା । ୬୯ କେଜି ବର୍ଗ ସେମିରେ ତୁର୍କୀ ପ୍ରତିଦ୍ୱନ୍ଦୀଙ୍କ ଠାରୁ ହାରିଲେ । ବ୍ରୋଞ୍ଜ ପଦକରେ ସୀମିତ ରହିଲା ଲଭଲିନାଙ୍କ ସଫଳତା । ବକ୍ସିଂ ସେମିଫାଇନାଲ୍ ରେ ହାରିଯାଇଛନ୍ତି ଲଭଲୀନା । ତୁର୍କି ପ୍ରତିଦ୍ୱନ୍ଦୀ ବୁସେନାଜ୍ ସୁରମେନେଲୀଙ୍କ ସହ…

ସେମିରେ ହାରିଲା ଭାରତ

ଟୋକିଓ: ଏଠାରେ ଚାଲିଥିବା ଅଲିମ୍ପିକ୍ସ କ୍ରୀଡାର ପୁରୁଷ ହକି ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳ ପ୍ରତିପକ୍ଷ ବେଲଜିୟମ ଠାରୁ ୫-୨ ଗୋଲରେ ପରାସ୍ତ ହୋଇଛି। ବେଲଜିୟମ ଫାଇନାଲ ଖେଳିବାକୁ ନିଜର ସ୍ଥାନ ସୁନିଶ୍ଚିତ କରିଥିବାବେଳେ ଭାରତୀୟ ପୁରୁଷ ହକି ଦଳ ଆଗକୁ କାଂସ୍ୟ ପଦକ ପାଇଁ ପ୍ରତିଯୋଗିତା…

ଟୋକିଓ ଅଲିମ୍ପିକ୍ସ: ଭାରତ ପାଇଁ ଆଉ ଏକ ପଦକ ଆଶା

ଟୋକିଓ: ଟୋକିଓ ଅଲିମ୍ପିକ୍ସ ଡିସ୍କସ୍ ଥ୍ରୋରେ ଭାରତର ପଦକ ଆଶା ବଢାଇଲେ କମଲପ୍ରୀତ କୌର। ଡିସ୍କସ୍ ଥ୍ରୋ ଯୋଗ୍ୟତା ଗ୍ରୁପ୍ ବିରେ କମାଲ କରିଛନ୍ତି କମଲପ୍ରୀତ କୌର । ଜବରଦସ୍ତ ପ୍ରଦର୍ଶନ ସହିତ ଫାଇନାଲକୁ ଏଣ୍ଟ୍ରି କରିଛନ୍ତି କମଲ । ପ୍ରଥମ ପ୍ରୟାସରେ ସେ ୬୦.୨୯ ମିଟର ଫିଙ୍ଗିଥିବାବେଳେ…

ଟୋକିଓ ଅଲିମ୍ପିକ୍ସରେ ଜାପାନକୁ ହରାଇଲା ପୁରୁଷ ହକି ଟିମ୍‌

ଟୋକିଓ: ଆୟୋଜନ ଜାପାନାକୁ ହରାଇଲା ଭାରତ । ପୁରୁଷ ହକି ଟିମ୍ ୫-୩ ଗୋଲରେ ବିଜୟୀ ହୋଇଛି । ଦମଦାର ବିଜୟ ସହ ଭାରତର ପଦକ ଆଶା ବଢ଼ିଛି । ତେବେ ଆଗକୁ ବାକିଥିବା ମ୍ୟାଚ ଗୁଡ଼ିକରେ ଦଳ କିଭଳି ପ୍ରଦର୍ଶନ କରୁଛି ତାଉପରେ ରହିଛି ସମସ୍ତଙ୍କ ନଜର ।

ଦୂତୀ ହାରିଲେ

ଟୋକିଓ: ଟୋକିଓରେ ନିରାଶ କଲେ ଦୂତୀ । ମହିଳା ଶହେ ମିଟର ଦୌଡ଼ରେ ନିରାଶ କରିଛନ୍ତି ଦୂତୀ ଚାନ୍ଦ । ପ୍ରଥମ ରାଉଣ୍ଡରୁ ହିଁ ସେ ବିଦାୟ ହୋଇଛନ୍ତି । ୫ମ ହିଟରେ ଥିବା ଦୂତୀ ସପ୍ତମ ସ୍ଥାନରେ ରହିଥିଲେ । ତେବେ ନିଜ ରେକର୍ଡ଼ରେ ମଧ୍ୟ ସେ ଉନ୍ନତି ଆଣି ପାରିନାହାନ୍ତି । ୧୧.୫୪ ସେକେଣ୍ଡରେ ଶହେ ମିଟର…

ବକ୍ସିଂରେ ଭାରତ ଲାଗି ପଦକ ନିଶ୍ଚିତ କଲେ ଲଭ୍‌ଲିନା

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର କମାଲ । ବକ୍ସିରେ ପଦକ ନିଶ୍ଚିତ । ଭାରତକୁ ମିଳିବ ଆଉ ଏକ ପଦକ । ମହିଳା ମୁଷ୍ଟିଯୁଦ୍ଧା ୬୯ କିଲୋ କ୍ବାର୍ଟର ଫାଇନାଲରେ ଚାଇନାର ନିଏନ ଚିନ ଚେନଙ୍କୁ ପରାସ୍ତ କରି ସେମିଫାଇନାଲରେ ଏଣ୍ଟ୍ରି କରିଛନ୍ତି। ଭାରତୀୟ ବକ୍ସର ଲଭଲିନା କ୍ୱାର୍ଟର ଫାଇନାଲରେ ନିଜର…

ନଜର ପକାନ୍ତୁ ଟୋକିଓ ଅଲିମ୍ପିକ୍ସରେ ଏଯାବତ କେଉଁ ଦେଶ କୋତୋଟି ପଦକ ଜିତିଛନ୍ତି

ଟୋକିଓ: ସବୁଠି ଟୋକିଓ ଅଲିମ୍ପିକ୍ସ ଚର୍ଚ୍ଚା । ପଦକ ହାସଲ କରିବା ଲାଗି ସବୁ ଦେଶ ମଧ୍ୟରେ ଚାଲିଛି କଡା ଟକ୍କର । ତେବେ ଜାଣନ୍ତୁ ଏହି ରେସରେ କେଉଁ ଦେଶ ରହିଛି ଆଗରେ । ଏବଂ କେଉଁ ଦେଶ କୋତୋଟି ପଦକ ଜିତିଛନ୍ତି । ଚାଇନା- ୧୪ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ, ୯ଟି ବ୍ରୋଞ୍ଚ ସମୁଦାୟ ୨୯ ପଦକ…

ଟୋକିଓ ଅଲିମ୍ପିକ୍ସ, ପ୍ରିକ୍ୱାଟର୍ସରେ ଭାରତୀୟ ତୀରନ୍ଦାଜ ଅତନୁ ଦାସ

ଟୋକିଓ : ଦୁଇ ଥର ଅଲିମ୍ପିକ୍ସ୍ ସ୍ବର୍ଣ୍ଣପଦକ ପ୍ରାପ୍ତ ଦକ୍ଷିଣ କୋରିଆର ଓହ୍ ଜିନ୍ହିୟେକ୍ଙ୍କୁ ଜଣିକିଆ ପୁରୁଷ ତୀରଚାଳନା ପ୍ରତିଯୋଗିତାରେ ପରାସ୍ତ କରି ଆଜି ଭାରତୀୟ ତୀରନ୍ଦାଜ ଅତନୁ ଦାସ ଟୋକିଓ ଅଲିମ୍ପିକ୍ସ୍ର ପ୍ରି-କ୍ବାର୍ଟର୍ସରେ ପ୍ରବେଶ କରିଛନ୍ତି।‘ୟୁମେନୋଶିମା ରାଙ୍କିଙ୍ଗ୍…

ଟୋକିଓ ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନକୁ ନେଇ ଏମିତି କହିଲେ ବିରାଟ

ନୂଆଦିଲ୍ଲୀ: ଅଲମ୍ପିକ୍ସର ପ୍ରଥମ ଚାରି ଦିନରେ ଭାରତକୁ ମିଳିଛି ମାତ୍ର ଗୋଟିଏ ପଦକ । ଯାହା ପ୍ରଥମ ଦିନରୁ ହିଁ ଭାରୋଉୋଳନକାରୀ ମିରାବାଇ ଚାନୁ ଆଣିଥିଲେ । କିନ୍ତୁ ଏହା ପରେ ଆଉ ଗୋଟିଏ ବି ପଦକ ଜିତି ପାରି ନାହିଁ ଭାରତ । ଅଲମ୍ପିକ୍ସରେ ଦ୍ୱିତୀୟ ପଦକ ହାସଲ କରିବା ପାଇଁ ପ୍ରାଣ ପ୍ରଣେ ଉଦ୍ୟମ…