Odia News Portal
Browsing Tag

vigilance

ଭିଜିଲାନ୍ସ ଜାଲରେ ତମାଣ୍ଡୋ ଥାନା ଏସଆଇ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନା ଏସଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର ଓ ନୟାଗଡ଼ର ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ରାଜଧାନୀର ପାଇକନଗରରେ ଥିବା ଏସଆଇଙ୍କ ଚାରି ମହଲା କୋଠା, ନୟାଗଡ଼ ଜିଲ୍ଲା ରଣପୁର ଥାନା ନଛିପୁରରେ ଥିବା…

ଗିରଫ ହେଲେ କୋଟିପତି ଡାକ୍ତର

ଭିଜିଲାନ୍ସ ଇତିହାସରେ ରେକର୍ଡ । ଡାକ୍ତରଙ୍କ ସମ୍ପତ୍ତି ଦେଖି ଜଳକା ହେଇଗଲେ ଭିଜିଲାନ୍ସ ଅଧିକାରୀ । ଗିରଫ ହୋଇଛନ୍ତି କାକଟପୁର ଚାରିଛକରେ କାର୍ୟ୍ୟରତ ଡାକ୍ତର ସୁକାନ୍ତ ଜେନା । ସାରା ରାତି ଡାକ୍ତରଙ୍କ ଘରେ ଚାଲିଥିଲା ଟଙ୍କା ଗଣା । ଲାଞ୍ଚ ନେବା ବେଳେ ଧରାପଡ଼ିବା ପରେ ଖୋଲିଛି ଡାକ୍ତର…

ଭିଜିଲାନ୍ସକୁ ଚ୍ୟାଲେଞ୍ଜ ଦେଲେ ପତ୍ନୀ

ପୁଳାପୁଳା ଟଙ୍କା । ଗଣ୍ଡାଗଣ୍ଡା ଗାଡି ।ଚାରି ଚାରିଟା ଘର ଠାବ ହେବା ପରେ ଆଜି ଗିରଫ ହୋଇଛନ୍ତି କୋଟିପତି ଅତିରିକ୍ତ ଏସପି । ପୋଲିସ କମ୍ୟୁନିକେସନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ…

ଭିଜିଲାନ୍ସ ଜାଲରେ ପୋଲିସ ବାବୁ

ଭିଜିଲାନ୍ସ ଜାଲରେ ପଡିଛନ୍ତି ପୋଲିସ ବାବୁ । ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କ ଘର ଓ ଅଫିସ ସମେତ ୧୧ଟି ସ୍ଥାନରେ ଚଢାଉ କରାଯାଉଛି । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରୁଛି ଭିଜିଲାନ୍ସ ଟିମ୍ । ଭୁବନେଶ୍ୱର ମନୋରମା ଇଷ୍ଟେଟ୍ରେ ଥିବା ଫ୍ଲାଟ,…

ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ

ଆୟ ବର୍ହିିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ କୁମାର ଦାସଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଜୟନ୍ତଙ୍କ ବାସଭବନ ଓ ଅଫିସ ସହ ୬ ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ରେଡ କରାଯାଇଛି । ଚଢ଼ାଉ ବେଳେ ତାଙ୍କ ଘରୁ ନଗଦ ୨ ଲକ୍ଷ ୭୪…

ଭିଜିଲାନ୍ସ ଜାଲରେ କନଷ୍ଟେବଳ

ଭିଜିଲାନ୍ସ ଜାଲରେ କନଷ୍ଟେବଳ । ବ୍ରହ୍ମପୁର ପୋଲିସରେ କନଷ୍ଟେବଳ ନଂ ୭୪୨ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି ।ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢଉ କରାଯାଉଛି । ଏକକାଳୀନ ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢଉ କରିଛି । ବ୍ରହ୍ମପୁରସ୍ଥିତ ୩ ମହଲା କୋଠା,…

କୁବେର ଜେଇଙ୍କ ଘରୁ ପୁଳାପୁଳା ଟଙ୍କା ଜବତ

ସ୍ୱାଧିକାର ନ୍ୟୁଜ : କୁବେର କନିଷ୍ଠ ଯନ୍ତ୍ରୀଙ୍କ ପାଖରୁ ପୁଳା ପୁଳା ଟଙ୍କା ଜବତ ହୋଇଛି । ଅମାପ ସମ୍ପତିର ଅଧିକାରୀ ହେଉଛନ୍ତି ଆଇଟିଡିଏର ଜେଇ ସନ୍ତୋଷ ଦାସ । ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କ ଘରୁ ମୋଟ ୪୧ଲକ୍ଷ ୭୭ ହଜାର ଟଙ୍କା ସହ ୬୫୯ ଗ୍ରାମ ସୁନା ଜବତ କରାଯାଇଛି । ଭୁବନେଶ୍ୱର ବଡଗଡ…

ଆଇଟିଡିଏ ଆସିଷ୍ଟାଣ୍ଡ ଇଂଜିନିୟରଙ୍କ ଘରେ ଚଢାଉ

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାରିପଦା ଆଇଟିଡିଏ ଆସିଷ୍ଟାଣ୍ଡ ଇଂଜିନିୟର ସନ୍ତୋଷ କୁମାର ଦାସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୧୧ଟି ବଡ଼ ଧରଣର ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଚଢ଼ାଉରେ ୧୦ ଜଣ ଡିଏସପି, ୪ଜଣ ଇନିସ୍ପେକ୍ଟର ଓ ୩୦ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । …

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବାରିପଦା ITDAର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଆଜି ସକାଳୁ ହେଉଛି ଭିଜିଲାନ୍ସ ଚଢ଼ାଉ । ITDA କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଆଜି ସକାଳୁ ଭିଜିଲାନ୍ସ ଟିମ ଚଢ଼ାଉ କରିଛି  । ବହୁତ ଦିନ ପୂର୍ବରୁ ସନ୍ତୋଷ ଭିଜିଲାନ୍ସ ସ୍କାନରରେ ରହିଥିଲେ।…

ଭିଜିଲାନ୍ସ ଜାଲରେ ସୋନପୁର ଉପଜିଲ୍ଲାପାଳ

ଭିଜିଲାନ୍ସ ଜାଲରେ ସୋନପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ କିରାଣୀ ରମେଶ ପ୍ରସାଦ ନାଗ । ଗୁରୁବାର ସକାଳୁ ସକାଳୁ ରମେଶଙ୍କ ବଲାଙ୍ଗୀର ଶାନ୍ତିପଡା ଓ ତାଲପାଲିପଡା ଘରେ ଚଢାଉ କରିଛି ଭିଜିଲାନ୍ସ । ସେହିପରି ସୋନପୁର ଅଫିସରେ ମଧ୍ୟ ଚଢାଉ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ…