ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ପରିମାଣର ବର୍ଷା ହୋଇଛି
ଭୁବନେଶ୍ୱର: ବଙ୍ଗୋପସାରରେ ଲଘୁଚାଷ ସୃଷ୍ଟି ହେବାରୁ ରାଜ୍ୟରେ ଲାଗି ରହିଛି ବର୍ଷା । ଆଜି ଏବେ ବର୍ଷା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ଏସଆରସି । ପ୍ରବଳ ବର୍ଷା ଜନିତ ଦୁର୍ବିପାକରେ ଏଯାବତ ୪ଜଣଙ୍କ ମୃତୁ୍ୟ ହୋଇଛି । ରାଜ୍ୟର ମୋଟ୍ ୬ଟି ବ୍ଲକରେ ୪ ଶହ ମକ୍ଟମକ୍ଟ ବର୍ଷା ହୋଇଛି । କାକଟପୁରରେ!-->…