Odia News Portal
Browsing Tag

wife

ସ୍ତ୍ରୀର ତଣ୍ଟି କାଟି ହତ୍ୟା କଲା ସ୍ୱାମୀ

ଜଟଣୀ: ସାତ ଜନ୍ମଲାଗି ସାଥୀ ହୋଇ ରହିବାକୁ ଅଗ୍ନୀକୁ ସାକ୍ଷୀ ରଖି ବାହା ହୋଇଥିଲେ । ମାତ୍ର ଗୋଟିଏ ଜନ୍ମ ଅଧା ନହେଉଣୁ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ସାମାନ୍ୟ କଥାକଟିରୁ ହତ୍ୟା ଅଭିଯୋଗ । ଋଣ କିସ୍ତି ଶରଗ୍ଦଗ୍ଦକ୍ଟ ନପାରିବାକ କଥାରୁ ସ୍ତ୍ରୀକୁ ଧରୁଆ ଅସ୍ତ୍ରରେ କାଟିଦେଲା ସ୍ୱାମୀ ।…

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଗରମ ପିଠା ପାତିଆରେ ଚେଙ୍କ ଦେଲା ସ୍ୱାମୀ

ଗଞ୍ଜାମ: ପ୍ରେମ ବିବାହ କରିଥିଲେ । ତଥାପି ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରିଛି ସ୍ୱାମୀ । ଗାଁର ଜଣେ ଯବୁକଙ୍କ ସହ କଥା ହେଉଥିବାରୁ ଗରମ ପିଠା ପାତିଆରେ ଚେଙ୍କ ଦେଲା ସ୍ୱାମୀ । ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଲମ୍ବେଇ ଗାଁରୁ ଆସିଛି ଏଭଳି ଅଶୋଭନୀୟ ଘଟଣା । ଅଭିଯୁକ୍ତ ସ୍ୱାମୀ ସନ୍ତୋଷ…

ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

କଣ୍ଟାବାଞ୍ଜି: ସାତ ଜନ୍ମ ଲାଗି ସାଥୀ ହୋଇ ରହିବାକୁ ଅଗ୍ନିକୁ ସାକ୍ଷୀ ରଖି କଥା ଦେଇଥିଲା ସ୍ୱାମୀ । ହେଲେ ଗୋଟିଏ ଜନ୍ମ ପୁରା ନହେବା ପୂର୍ବରୁ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । କଣ୍ଟାବାଞ୍ଜି ଥାନା ଧାମନଡ଼ଙ୍ଗା ଗାଁରୁ ଆସିଛି ଏଭଳି ଖବର । ମୃତ ମହିଳା ହେଲେ ଉର୍ମୀଳା ମାଝୀ । ଅଭିଯୁକ୍ତ…

ସାବିତ୍ରୀରେ ସ୍ୱାମୀକୁ ପଥରରେ ଛେଚିଦେଲା ସ୍ତ୍ରୀ

କେନ୍ଦୁଝର: ଆଜି ହେଉଛି ସାବିତ୍ରୀ ବ୍ରତ । ସ୍ୱାମୀର ଦୀର୍ଘାୟୁ କାମନା କରିବା ସହ ଆରୋଗ୍ୟ ଲାଭ ଲାଗି ବ୍ରତ ରଖିଥାନ୍ତି ସାଧବା ନାରୀମାନେ । ତେବେ ସ୍ୱାମୀ ସ୍ତ୍ରୀଙ୍କ ଲାଗି ଆଜିର ଦିନଟି ବେଶ ମହତ୍ୱପୂର୍ଣ୍ଣ । କିନ୍ତୁ ଆଜିର ଦିନରେ ସ୍ୱାମୀଙ୍କୁ ଇଟାରେ ଛେଚି ଲହୁ ଲୁହାଣ କରିଛି ସ୍ତ୍ରୀ ।…

ସ୍ୱାମୀଙ୍କ ଚିକିତ୍ସା ଲାଗି ସହଯୋଗ ମାଗିଲେ ସ୍ତ୍ରୀ

ଭୁବନେଶ୍ୱର: ମାସେ ହେବ ହୋଇଥିଲା ବାହାଘର । ଏବେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅଛନ୍ତି ସ୍ୱାମୀ । ଆର୍ଥିକ ସହାୟତା ଲେଢ଼ିଲେ ସ୍ତ୍ରୀ । ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ୩୦ ବର୍ଷୀୟ ଯୁବକ ଅଭିଶେକ ମହାପାତ୍ର । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକତ୍ସିତ…