ପୂର୍ବତଟ ରେଳବାଇକୁ ବୁଡାଇଦେବାକୁ କେନ୍ଦ୍ରର ଚକ୍ରାନ୍ତ

ଭୁବନେଶ୍ବର () ପୂର୍ବତଟ ରେଳବାଇର ବିଭାଜନ କରି ବିଶାଖାପାନାରେ ଆଉ ଏକ ରେଳବାଇ ଜୋନ- ଦକ୍ଷୀଣତଟ ରେଳବାଇ ଡିଭିଜନ ପ୍ରତିÂା କରାଯିବା ପୂର୍ବତଟ ରେଳବାଇ ପାଇଁ ମୃତ୍ୟୁଘଣ୍ଟି ଭଳି

Read more

ଦମ୍ପତିଙ୍କ ମଧ୍ୟରେ ଏହି ସବୁ ଝଗଡ଼ା ବଢ଼ାଇଥାଏ ପ୍ରେମ

କଥାରେ ରହିଛି ନା ଯେଉଁଠି ଝଗଡ଼ା ସେଇଠି ପ୍ରେମ। କିନ୍ତୁ ବେଳେବେଳେ ଝଗଡ଼ା ଏତେ ମାତ୍ରାରେ ବଢ଼ିଯାଏ କି ତାହା ବିନାଶର କାରଣ ପାଲଟିଯାଏ। ସେହିପରି ଅଧିକ

Read more

ଅଭିନେତା ପରେଶ୍ଙ୍କ ଜବାବରେ ପାକିସ୍ତାନୀ କଳାକାର ଅଲ୍ଲୀଙ୍କ ମୁହଁ ବନ୍ଦ

ପୁଲଓ୍ଵାମାରେ ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିବା ପରେ ଏହା ସାରା ଦେଶବାସୀଙ୍କୁ ଶୋକରେ ବୁଡ଼ାଇ ଦେଇଥିବା ବେଳେ ପରେଶ ରାଓ୍ଵଲ ଏହାକୁ କଡ଼ା ବିରୋଧ କରିଥିଲେ ।

Read more

ପାଇଲଟଙ୍କୁ ଛାଡିବାକୁ ବାଧ୍ୟ ହେଲା ପାକିସ୍ତାନ

ଭାରତର ଚାପରେ ଚେପା ପାକିସ୍ତାନ ଶେଷରେ ପାଇଲଟ ଅଭିନନ୍ଦନଙ୍କୁ ଛାଡ଼ିବାକୁ ରାଜି ହୋଇଛି। ପାଇଲଟ ଅଭିନନ୍ଦନଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ମୁକ୍ତ କରାଯିବ ବୋଲି ଆଜି ପାକିସ୍ତାନ

Read more

ସ୍ବଚ୍ଛତା ନିମନ୍ତେ ‘କାୟାକଳ୍ପ’ ସମ୍ମାନ

ଭୁବନେଶ୍ବର () ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠି ସହରାଚଂଳର ପ୍ରାୟ ୪୨ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କାୟାକଳ୍ପ ସମ୍ମନରେ ସମ୍ମାନିତ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ

Read more

ପାକିସ୍ତାନ ହାତରେ କେମିତି ଧରାପଡ଼ିଲେ ଅଭିନନ୍ଦନ ? ଜାଣନ୍ତୁ…

ମିଗ୍-୨୧ ଉଡ଼ାଉଥିବା ଭାରତୀୟ ବାୟୁ ସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ କେମିତି ସୁରକ୍ଷିତ ଭାବେ ପାକିସ୍ତାନରୁ ଭାରତ ଫେରିବେ ଏବେ ସେଇ ଚିନ୍ତାରେ ସାରା ଦେଶ ।

Read more

ପାକିସ୍ତାନକୁ ଭାରତର କଡା ଚେତାବନୀ

ଅଟକ ରଖିଥିବା ଭାରତୀୟ କ୍ୟାପଟେନକୁ ପାକିସ୍ତାନ ତୁରନ୍ତ ଖଲାସ କରିବା ପାଇଁ ଭାରତ ପାକିସ୍ତାନକୁ କଡା ଚେତାବନୀ ଦେଇଛି । ଅନ୍ୟ ପକ୍ଷରେ ପାକିସ୍ତାନ ଭାରତୀୟ କ୍ୟାପଟେନ

Read more

ଜନତାଙ୍କ ପାଖରେ ବିଜେପି ନେତ୍ରୀ ଅପରାଜିତା, ଗାଁକୁ ଗାଁ ବୁଲି ଯୋଗାଡ କରିବାରେ ଲାଗିଛନ୍ତି ସମର୍ଥନ

ଭୁବନେଶ୍ବର : ଧୁଡୁଧୁଡିଆ ଦେହ, ପାକଳ କେଶ ଆଉ ପାକୁଆ ପାଟିରେ ଚେନାଏ ହସ । ନିଜ ଜୀବନର ଅପରାହ୍ନରେ ପହଁଚିଥିବା କିଛି ବୁଢ଼ୀ ମାଉସୀ ଓ

Read more

ଅଭିନନ୍ଦନକୁ କିଛି କ୍ଷତି କରିପାରିବ ନାହିଁ ପାକିସ୍ତାନ, ଆସନ୍ତୁ ଜାଣିବା କ’ଣ ପାଇଁ

ପାକିସ୍ତାନ କବଜାରେ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ଜେନିଭା କନଭେନସନର ନିୟମ ଅନୁସାରେ ତାଙ୍କୁ ସୁରକ୍ଷିତ ଫେରାଇବାକୁ କହିଛି ଭାରତ। ଏନେଇ ପାକିସ୍ତାନ ଡେପୁଟୀ ହାଇକମିଶନରଙ୍କୁ

Read more

ଇଣ୍ଡିଆନ ଗ୍ରାଁ ପ୍ରି-୨ : ଦୂତିଙ୍କୁ ସ୍ବର୍ଣ୍ଣ ସହ ଏସୀୟ ଯୋଗ୍ୟତା

ନୂଆଦିଲ୍ଲୀ : ୨୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଓଡ଼ିଆ ଅଲମ୍ପିଅନ ଦୂତି ଚାନ୍ଦ । ନୂଆଦିଲ୍ଲୀରେ ଚାଲିଥିବା ଇଣ୍ଡିଆନ ଗ୍ରାଁ ପ୍ରି-୨ରେ ଦୂତିଙ୍କୁ

Read more