Odia News Portal
Monthly Archives

September 2019

କମ୍ ଉଚ୍ଚତା ସତ୍ତ୍ୱେ ବଲିଉଡରେ ସଫଳତା ପାଇଛନ୍ତି ଏହି ଅଭିନେତ୍ରୀ

ଅଭିନୟ କଥା ଉଠିଲେ ଡେଙ୍ଗା କଳାକାର ହିଁ ନଜରକୁ ଆସୁଛନ୍ତି। ହେଲେ ବଲିଉଡ୍ ରେ କମ୍ ଉଚ୍ଚତାର କଳାକାରମାନେ ମଧ୍ୟ ବେଶ ସଫଳ ଥିଲେ। ହେଲେ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯେ କମ ଉଚ୍ଚତା ଥାଇ ବି ନିଜ କ୍ୟାରିୟରରେ ବେଶ ସଫଳ ଥିଲେ। ବଲିଉଡ୍ ବିଗ୍-ବି ଅମିତାଭଙ୍କ ସହଧର୍ମିଣୀ ଜୟା ବଚ୍ଚନ…

ନୀତି ଆୟୋଗ ରିପୋର୍ଟ ଅନୁସାରେ ଶିକ୍ଷାର ମାନ ବୃଦ୍ଧି ହାରରେ ଓଡିଶା ଚତୁର୍ଥ ନମ୍ବର

ଭୁବନେଶ୍ବର () ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଆଖିଦୃଶିଆ ଉନ୍ନତି ଘଟିଛି । ନୀତି ଆୟୋଗଙ୍କ ବିଦ୍ୟାଳୟ ଶିକ୍ଷା ମାନ ସୂଚଙ୍କାକରେ 2015-16ରେ ଓଡିଶା 13 ନମ୍ବର ସ୍ଥାନରେ ଥିବା ବେଳେ 2016-17ରେ 7 ନମ୍ବର ସ୍ଥାନକୁ ଉନ୍ନିତ ହୋଇଛି । ଓଡିଶା ସହ ହରିଆନା, ଆସାମ, ଉତ୍ତର ପ୍ରଦେଶ ଓ…

ଏହି ଅଭିନେତ୍ରୀଙ୍କୁ ନେଇ ନିଜ ଇଚ୍ଛା ପ୍ରକାଶ କଲେ ବିଗ ବି

ମୁମ୍ବାଇ() ବିଗ୍ ବି ଅମିତାଭ ବଚ୍ଚନ ‘ବଦ୍ଲା’କୁ ନେଇ ଖୁବ୍ ଖୁସି ଅଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ନଜର ଆସିଥିବା ଅଭିନେତ୍ରୀ ତାପ୍ସୀ ପନ୍ନୁଙ୍କ ପ୍ରଶଂସା କରି ଅମିତାଭ ବଚ୍ଚନ ତାଙ୍କୁ ଜଣେ କୁଶଳୀ କଳାକାର ବୋଲି କହିଥିବା ବେଳେ ଆଗକୁ ତାଙ୍କ ସହ ଫିଲ୍ମ କରିବାର ସୁଯୋଗ ପାଇଲେ ସେ ଖୁସି…

ବାୟୁସେନାର ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଭଦୋରିଆ

ନୂଆଦିଲ୍ଲୀ () ନୂଆ ବାୟୁସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ରାକେଶ କୁମାର ସିଂ ଭଦୋରିଆ । ଆଜି ଏୟାର ଚିଫ ମାର୍ଶାଲ ବି.ଏସ. ଧନୱାଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବାୟୁସେନାର ଜଣେ ଦକ୍ଷ ପାଇଲଟ ହେଉଛନ୍ତି ରାକେଶ କୁମାର ସିଂହ ଭଦୋରିଆ । ସେ ରାଫେଲ ସହ ୨୬ ପ୍ରକାରର ଲଢୁଆ ବିମାନ…

୯ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର()  ୯ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ତେବେ ଏହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ନୂଆପଡ଼ା, ନବରଙ୍ଗପୁର, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼ ସମ୍ବଲପୁର ଏବଂ ମୟୂରଭଞ୍ଜ ।

ବନ୍ୟାପାଣିରେ ଫଟୋଶୁଟ କରି ଅଡୁଆରେ ମଡେଲ, ଦେଖନ୍ତୁ ଭିଡିଓ

ବିହାରର ରାଜଧାନୀ ପାଟନାରେ ଲଗାଣବର୍ଷା ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୧୫ଟି ଜିଲାରେ ରେଡ୍ ଆଲର୍ଟ ଜାରିହୋଇଛି। ଏପରିକି ୨୯ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇସାରିଛି। କିନ୍ତୁ ପାଟନାର ଜଣେ ମଡେଲ ବନ୍ୟାପାଣିରେ ଫଟୋଶୁଟ୍ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି। ସେ ହେଉଛନ୍ତି ମଡେଲ ଅଦିତୀ ସିଂହ।…

୨ ନୂଆ କୁଳପତି ନିଯୁକ୍ତ

ଭୁବନେଶ୍ୱର() ରାଜ୍ୟପାଳ ତଥା କୂଳାଧିପତି ଗଣେଶିଲାଲ ଆଜି ରାଜ୍ୟର ଦୁଇଟି ବିଶ୍ୱ ବିଦ୍ୟାଳୟର ନୂଆ କୂଳପତି ନିଯୁକ୍ତ କରିଛନ୍ତି । ପ୍ରଫେସର ହରିହର ହୋତା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୂଳପତି ଓ ପ୍ରଫେସର ଗୋବିନ୍ଦ ଜେ,ଚକ୍ରପାଣି ପ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୂଳପତି ଭାବେ ନିଯୁକ୍ତ…

କାହିଁକି ଗୁଗୁଲରେ ଭିକାରୀ ସର୍ଚ୍ଚ କଲେ ଇମ୍ରାନଙ୍କ ଫଟୋ ଆସୁଛି, ଜାଣିଲେ ଆଶ୍ଚର୍ୟ୍ୟ ହେବେ …

୩୭୦ଧାରା ଉଚ୍ଛେଦ ପରେ ଭାରତ ସହ ପାକିସ୍ତାନର ଶତ୍ରୁତା ଆହୁରି ତୀବ୍ର କରିଛି । ସୋସିଆଲ ମିଡିଆରେ ମଧ୍ୟ ପାକିସ୍ତାନକୁ ବେଜିତ କରିବାର କୌଣସି ମଉକା ହାତଛଡା କରୁନାହାଁନ୍ତି ସାଧାରଣ ଲୋକ । ଏଭଳି ପରିସ୍ତିତିରେ ଗୁଗୁଲରେ ଭିକାରୀ ସର୍ଚ୍ଚ କରିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ…

ବିଜେପୁର ଲଢେଇ ପାଇଁ ନାମାଙ୍କନ ଭରିଲେ ୩ଦଳର ପ୍ରାର୍ଥୀ

ବରଗଡ଼() ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ମୋଟ ୭ ଜଣ ପ୍ରାର୍ଥୀ ବିଜେପୁର ଆସନ ପାଇଁ ନାମାଙ୍କନ ଭରିଛନ୍ତି । ବିଜେଡି ପ୍ରାର୍ଥୀ ରୀତା ସାହୁ ଆଜି ବହୁ ବରିଷ୍ଠ…

ପାକିସ୍ତାନ କୋର୍ଟରେ କାହିଁକି ରଖାଯାଏ ‘ଗଦା’ ଜାଣିଲେ ଆଶ୍ଚର୍ଯ୍ୟ ହେବେ …

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି । ଏହି ଫଟୋ ପାକିସ୍ତାନର ବୋଲି ଜଣାପଡିଛି । ସୂଚନାଅନୁସାରେ, ହିନ୍ଦୁ ଧର୍ମ ଭଳି ପାକିସ୍ତାନରେ ମଧ୍ୟ ଗଦାକୁ ପୂଜାକରାଯାଏ । ହେଲେ କୋର୍ଟରେ ବିଚାରପତିଙ୍କ ସାମ୍ନାରେ ପୂଜା ପାଇଁ ନୁହେଁ ଅନ୍ୟ କାରଣ ପାଇଁ ଗଦା ରଖାଯାଇଥାଏ । ଆସନ୍ତୁ ଜାଣିବା ...…