Odia News Portal
Monthly Archives

February 2020

ମହାପ୍ରଭୁ ଲିଙ୍ଗରାଜ ରହିଲେ ଉପାସ, ଦର୍ଶନ ନ ପାଇ ଫେରିଲେ ଶ୍ରଧାଳୁ

ଭୁବନେଶ୍ୱର : ତୁଟିଲାନି ସେବାୟତ ବିବାଦ । ଲିଙ୍ଗରାଜଙ୍କ ବନ୍ଦ ହୋଇଛି ସମସ୍ତ ନିତି କାନ୍ତି । ପ୍ରଶାସନ ଲିଖିତ ଆକାରରେ ନଦେଲେ ମଙ୍ଗଳ ଆଳତିରୁ ସେବା ଦନ୍ଦର ଧମକ ଦେଇଥିଲା ସେବାୟତ ନିଯୋଗ ।ଏ ପଟେ ୧୫ ଦିନର ମହଲତ ମାଗିଥିଲା  ମନ୍ଦିର ପ୍ରଶାସନ । ଦିର୍ଘ ୫ ବର୍ଷ ହେବ ଲିଙ୍ଗରାଜ ଙ୍କର ହାଣ୍ଡି…

ମୋ ସରକାରରେ ସାମିଲ ହେଲା ଆଉ ୫ ବିଭାଗ, କଣ କଣ ଆସନ୍ତୁ ଜାଣିବା

ଭୁବନେଶ୍ୱର : ମୋ ସରକାରରେ ସାମିଲ ହେଲା ଆଉ ୫ ବିଭାଗ । କ୍ରୀଡ଼ା ଓ ଯୁବ ବ୍ୟାପାର, ସଂସ୍କୃତି ଓ ପର୍ଯ୍ୟଟନ, ସୂଚନା ଏବଂ ଲୋକସମ୍ପର୍କ, ଜଙ୍ଗଲ ଓ ପରିବେଶ, ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ସାମିଲ ହୋଇଛି । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସାମିଲ…

ବିପଦରେ କୋଣାର୍କ ସୂର୍ଯ୍ୟ ମନ୍ଦିର

ବିପଦରେ କୋଣାର୍କ ସୂର୍ଯ୍ୟ ମନ୍ଦିର । ବିଶେଷଜ୍ଞଙ୍କ ମତ ନିଆଯାଇ ଗର୍ଭ ଗୃହର ବାଲି କଢାଯିବ । କୋଣାର୍କ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ଗତ ୨ ଦିନ ଧରି ଚାଲିଥିବା କୋଣାର୍କ ମନ୍ଦିର ସଂରକ୍ଷଣ ନେଇ ଜାତୀୟ ସ୍ତରର ଆଲୋଚନା ହୋଇଛି । ପୂର୍ବରୁ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ନେଇ ବହୁବାର ଆଲୋଚନା…

କାଲି ଠାରୁ ଗାଡ଼ି ଚାଳକଙ୍କୁ ଆଉ ନିସ୍ତାର ନାହିଁ

ଭୁବନେଶ୍ୱର : ଆଜି ଫେବୃଆରୀ ୨୯ ତାରିଖ। ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ଟ୍ରାଫିକ କଟକଣା। ସରକାରଙ୍କ ପ୍ରଦତ୍ତ ସମୟ ଆସନ୍ତାକାଲି ଶେଷ ହେଉଛି । ତେଣୁ କାଲିଠାରୁ ଜୋରଦାର ହେବ ଚେକିଂ। ଏ ନେଇ ସାରା ରାଜ୍ୟରେ ଲୋକଙ୍କ ଭିତରେ ଉଦବେଗ। ସମସ୍ତେ ନିଜର କାଗଜପତ୍ର ଠିକ କରିବାରେ ଲାଗି ପଡିଛନ୍ତି ।…

ୱାର୍ଡ଼ ନଂ-୭ ରେ ସାମୂହିକ ସଫେଇ

ଭୁବନେଶ୍ୱର : ଆଜି ସରିଛି ଦ୍ୱିତୀୟ ସାମୁହିକ ସଫେଇ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ୱାର୍ଡ଼ ନଂ-୭ ର ଶୈଳଶ୍ରୀ ବିହାର ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ କରାଯାଇ ଉକ୍ତ ଅଂଚଳର ବିଭିନ୍ନ ସ୍ଥାନକୁ ସାମୂହିକ ସଫେଇର ଅଂଶଗ୍ରହଣକାରୀମାନେ ଯାଇଥିଲେ । ଭୁବନେଶ୍ୱରରେ ପରିମଳ ଓ ପରିବେଶ…

ମୁଁ ଅସୁସ୍ଥ ଅଛି କିନ୍ତୁ ଦୁର୍ବଳ ନୁହେଁ : ସୋଫିୟା

ବରେଲି : ଦୃଢ ଇଚ୍ଛାଶକ୍ତି ଆଗରେ ଅସମ୍ଭବ କାମ ମଧ୍ୟ ସମ୍ଭବ ହୋଇପାରିଥାଏ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବରେଲିରେ ରହୁଥିବା ୧୬ ବର୍ଷୀୟ ସୋଫିୟା ଜାଭେଦଙ୍କ କ୍ଷେତ୍ରରେ, ଯିଏକି ଫୁସଫୁସ୍ ଜନିତ ରୋଗରେ ପୀଡିତ ଅଛନ୍ତି। ସେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ସତ୍ବେ…

ଦ୍ୱିତୀୟ ଟେଷ୍ଟ : ଭାରତ ୨୪୨ ରନରେ ଅଲଆଉଟ

ଖ୍ରୀଷ୍ଟଚର୍ଚ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ଖ୍ରୀଷ୍ଟଚର୍ଚର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ମଧ୍ୟ ଜାରି ରହିଛି । ଶନିବାର ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବାର ପ୍ରଥମ ଦିନରେ ଭାରତୀୟ ଦଳ ୬୩ ଓଭରରେ ୨୪୨ ରନ୍ କରି ଅଲଆଉଟ ହୋଇଯାଇଛି । ଏହି…

ତେଲ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ

ତାମିଲନାଡୁର ରାଜଧାନୀ ଚେନ୍ନାଇ ନିକଟସ୍ଥ ମାଧବରାମ ଅଞ୍ଚଳରେ ଶନିବାର ଏକ ତେଲ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ନିଆଁର ପ୍ରକୋପ ଏତେ ଭୟଙ୍କର ଥିଲା ଯେ ୧୨ ଜଣ ଦମକଳ କର୍ମୀ ମଧ୍ୟ ଏହାକୁ ସମ୍ପୂର୍ଣ୍ଣଭାବେ ଆୟତ କରିପାରିନାହାନ୍ତି। ଏବେ ବି ଜଳୁଛି ଗୋଦାମ। ଘଟଣାକୁ ଏତେ ସମୟ ବିତିଥିଲେ ମଧ୍ୟ…

ଲଞ୍ଚ ହେଲା ତିନୋଟି ନୂଆ ଏବଂ ଶସ୍ତା ପ୍ରି-ପେଡ୍‌ ପ୍ଲାନ, କଣ ଅଛି ଆସନ୍ତୁ ଜାଣିବା

ଜିଓ ମୁକାବିଲାରେ ଏୟାରଟେଲ ପୂର୍ବରୁ ହିଁ ନିଜର ସମସ୍ତ ପ୍ଲାନରେ ଅନଲିମିଟେଡ୍‌ କଲିଂର ସୁବିଧା ଦେଇଛି କିନ୍ତୁ ଏୟାରଟେଲ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଏବେ ବହୁତ ବଡ ଖେଳ ଖେଳିଛି। ଯାହାକୁ ଜାଣିଲା ପରେ ଆପଣ ଖୁସିରେ ଝୁମି ଉଠିବେ। ଏୟାରଟେଲ ତିନୋଟି ନୂଆ ଏବଂ ଶସ୍ତା…

ସ୍ୱର୍ଣ୍ଣ ଜିତିଲେ ଓଡ଼ିଶାର ଗୋଲଡେନ୍‌ ଗର୍ଲ ଦୂତୀ ଚାନ୍ଦ

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଲେ ଓଡ଼ିଶାର ଗୋଲଡେନ୍‌ ଗର୍ଲ ଦୂତୀ ଚାନ୍ଦ । ଶହେ ମିଟର ଦୌଡ଼ରେ ଓଡ଼ିଶା ପାଇଁ ସ୍ୱର୍ଣ୍ଣ ପଦକ ଆଣିଛନ୍ତି କିଟ୍‌ ଛାତ୍ରୀ ଦୂତୀ ଚାନ୍ଦ । ୧୧ ଦଶମିକ ୪୯ ସେକେଣ୍ଡରେ ସେ ପାର କରିଥିଲେ ଶହେ ମିଟର । ଏହି ସଫଳତା ପରେ ତାଙ୍କୁ ବିଭିନ୍ନ…