Odia News Portal
Monthly Archives

March 2020

ଓଡ଼ିଶାରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର() ଓଡ଼ିଶାରେ ଚତୁର୍ଥ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଦୁବାଇରୁ ଫେରିଥିବା ଭଦ୍ରକ ଜିଲ୍ଲାର ଜଣେ ଯୁବକଙ୍କ କରୋନା ରିପୋର୍ଟ ପଜିଟିଭ ବାହାରିଛି । ଯୁବକଙ୍କ ବୟସ ୨୯ ହୋଇଥିବା ସୂଚନା ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା…

ପ୍ରାଣ ହରାଇଲେ ଭାଇଜାନଙ୍କ ଭଣଜା ଅବଦୁଲ୍ଲା ଖାନ

ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଭଣଜା ଅବଦୁଲ୍ଲା ଖାନ ଗତକାଲି ବିଳମ୍ବିତ ରାତିରେ ପ୍ରାଣ ହରାଇଛନ୍ତି । ସୂଚନା ଅନୁଯାୟୀ ଅବଦୁଲ୍ଲାଙ୍କ ଫୁସଫୁସରେ ସଂକ୍ରମଣ ହେତୁ ତାଙ୍କୁ ଦୁଇଦିନ ପୂର୍ବରୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅବଦୁଲ୍ଲାଙ୍କ ମୃତ୍ୟୁ ଖବର…

ସବୁ ଜିଲ୍ଲାରେ ଖୋଲିବ କୋଭିଡ୍-୧୯ ହସ୍ପିଟାଲ୍

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଲାଗିଛି । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଥିବା ବେଳେ ଅନ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି । ତେବେ ରାଜ୍ୟ ସରକାର ଆଗୁଆ ପଦକ୍ଷେପ…

ଯାଜପୁରରେ ୩୧୧ଟି ପଞ୍ଚାୟତରେ ଖୋଲାଗଲା ଆଇସୋଲେସନ ସେଣ୍ଟର

ଯାଜପୁର ଟାଉନ : ଯାଜପୁର ଜିଲ୍ଲାରେ କୋରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଯୋରଦାର କରିଛି । ଜିଲ୍ଲାର ସମସ୍ତ ୩୧୧ଟି ପଞ୍ଚାୟତରେ ଆଇସୋଲେସନ ସେଣ୍ଟର ଖୋଲାଯାଇଛି । ଏଥିପାଇଁ ଯାଜପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ବିଭିନ୍ନ ଆଇସୋଲେସନ ସେଣ୍ଟରକୁ ଯାଇ…

ରାଜମହଲ, ବାପୁଜୀନଗର ଅଞ୍ଚଳରେ ସାନିଟାଇଜେସନ

ଭୁବନେଶ୍ୱର : ବିଧାନସଭା ପରେ ବାପୁଜୀନଗର, ରାଜମହଲ ଏବଂ ଜନପଥ ଅଞ୍ଚଳରେ ସାନିଟାଇଜେସନ ଆରମ୍ଭ ହୋଇଛି । ଏଥିରେ ୪ଟି ଦମକଳ ବାହିନୀ ନିୟୋଜିତ କରାଯାଇଛି । ବାପୁଜୀନଗରର ବିଭିନ୍ନ ଅଞ୍ଚଳରେ ଏହି ସାନିଟାଇଜେସନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପର୍ଯ୍ୟାୟକ୍ରମେ ଅନ୍ୟ ଅଞ୍ଚଳରେ ସାନିଟାଇଜ…

ଗ୍ରାହକଙ୍କ ପାଇଁ ଆସିଲା Vodafoneର ଶାନଦାର ପ୍ଲାନ

ନିଜ ୟୁଜର ମାନଙ୍କ ସୁବିଧା ପାଇଁ ଭୋଡାଫୋନ କମ୍ପାନୀ ଏକ ସ୍ପେଶାଲ ଅଲରାଉଣ୍ଡର ପ୍ଲାନ ଜାରି କରିଛି ଆସିଲା । ଏହି ପ୍ଲାନଟିର ଦର କମ୍ପାନୀ ତରଫରୁ ୯୫ ଟଙ୍କା ରଖାଯାଇଛି । ଉପଭୋକ୍ତା ମାନଙ୍କୁ ଏହି ପ୍ଲାନରେ ଡାଟା ଓ ଟକ ଟାଇମ ବାଦ ଗୋଟେ ମାସରୁ ଅଧିକ ଭାଲିଡିଟି ମିଳିପାରିବ । ଏହା ପୂର୍ବରୁ ବି…

ଏ ବର୍ଷ ପାଳନ ହେବ ନାହିଁ ଉତ୍କଳ ଦିବସ

ଆସନ୍ତାକାଲି ଉତ୍କଳ ଦିବସ। ଏଥର ରାଜ୍ୟ ସରକାର ପାଳନ କରିବେ ନାହିଁ। ଲକ୍‌ଡାଉନ୍‌ କଟକଣା ଭିତରେ ଏମିତି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଜୟନ୍ତୀ ଓ ଶ୍ରାଦ୍ଧଦିବସ ଦିବସ ପାଳିବେ ନାହିଁ ବୋଲି ରାଜ୍ୟ ସରକାର ପୂର୍ବରୁ ନିଷ୍ପତ୍ତି ନେଇଥିଲେ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେବା ପରେ…

ନେତା ଓ ଅଫିସରଙ୍କୁ ଅଧା ଦରମା

ଭୁବନେଶ୍ୱର() କରୋନା ସ୍ଥିତିରେ ବ୍ୟୟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସବୁ ନେତା ଓ ଅଫିସରଙ୍କ ଦରମା ନେଇ ନବୀନ ନିଷ୍ପତ୍ତି ନେଇଥିବା ଜଣାପଡିଛି । ସବୁ ନିର୍ବାଚିତ ପ୍ରତିନିଧି ଅର୍ଥାତ୍ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ଦରମା…

ଆମ୍ବୁଲାନ୍ସ ଅପବ୍ୟବହାରକାରୀ ଗିରଫ ହେବେ

ଭୁବନେଶ୍ୱର : ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ ଏକ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟର କିଛି ଜାଗାରେ ଜରୁରୀ କାଳୀନ ସେବା ପାଇଁ ଥିବା ଆମ୍ବୁଲାନ୍ସର ଅପବ୍ୟବହାର ହେଉଥିବା ନଜରକୁ ଆସିଛି । ଆଗକୁ ଏଭଳି କିଛି ଘଟିଲେ ଆମ୍ବୁଲାନ…

କୋଭିଡ୍‌-୧୯ର ମୁକାବିଲା ପାଇଁ ଭାରତ ସରକାରଙ୍କୁ ୧୦୦ କୋଟି ଟଙ୍କାର ସହାୟତା

ଭୁବନେଶ୍ୱର : କୋଭିଡ୍‌-୧୯ର ମୁକାବିଲା ପାଇଁ ଭାରତ ସରକାରଙ୍କୁ ଭାରତୀ ଏଂଟର୍‌ପ୍ରାଇଜେସ୍ ଓ ଏହାର ବିଭିନ୍ନ କମ୍ପାନୀ ଭାରତୀ ଏୟାରଟେଲ୍‌, ଭାରତୀ ଇନ୍‌ଫ୍ରାଟେଲ୍ ଓ ଅନ୍ୟଗୁଡିକ ମିଳିତ ଭାବେ ୧୦୦ କୋଟି ଟଙ୍କାର ସହାୟତା ପ୍ରଦାନ ଘୋଷଣା କରିଛନ୍ତି । ଭାରତୀ ଏଂଟର୍‌ପ୍ରାଇଜେସ୍ ଏହାର କର୍ପସ୍…