Odia News Portal
Browsing Tag

bhubaneswar

ଲିଙ୍ଗିପୁର ଏଟିଏମ ଲୁଟ ଘଟଣାରେ ୨ ଗିରଫ

ଲିଙ୍ଗିପୁର ଏଟିଏମ ଲୁଟ୍ ଘଟଣାରେ ଗିରଫ ହେଲେ ୨ ଅଭିଯୁକ୍ତ । ବାଙ୍ଗାଲୋରରୁ ଲୁଟେରା ଗ୍ୟାଙ୍ଗର ୨ ସଦସ୍ୟଙ୍କୁ ଗିରଫ କରାଯାଇଛି । ଏନେଇ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଗତ ୪ ତାରିଖରେ ଭୁବନେଶ୍ୱର ଇନ୍ଦିରା କଲୋନୀରେ ଥିବା ଏଟିଏମକୁ ତାଡି…

ରାଜଧାନୀରେ ଗୋଟିଏ ପରିବାରକୁ ଆକ୍ରମଣ

ରାଜଧାନୀରେ ଗତରାତିରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ବିଧାନସଭାର ମାତ୍ର ୫୦ ମିଟର ଦୂରରେ ରାଜଧାନୀର ଆଇଜି ପାର୍କ ପୋଷ୍ଟ ଅଫିସ୍ ସମ୍ମୁଖରେ ହତ୍ୟାକାଣ୍ଡ ଘଟିଛି। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ,…

ପଳାଶୁଣୀରେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଗିରଫ

ଭୁବନେଶ୍ୱର ପଳାଶୁଣୀରେ ସିରିଜ ଦୁର୍ଘଟଣା ମାମଲାରେ ହାଇୱା ଡ୍ରାଇଭର ସୌଭାଗ୍ୟ ରଂଜନ ପାତ୍ର ଗିରଫ । ଆଜି ସକାଳେ ତାକୁ ଖୋର୍ଦ୍ଧା ବେଗୁନିଆରୁ ଗିରଫ କରାଯାଇଛି । ଘଟଣାଦିନ ଅସାବଧାନତା, ବେପରୁଆ ଗାଡ଼ି ଚାଳନା ଯୋଗୁ ସିରିଜ ଦୁର୍ଘଟଣା ଘଟିଥିଲା । ହାଇୱାରେ ୬ ଟନରୁ ଅଧିକ ଲୋଡ ସାମଗ୍ରୀ ଥିଲା ।…

ରାଜଧାନୀରେ ଏଟିଏମ୍‌ ମେସିନ୍‌ ଲୁଟିନେଲେ ଲୁଟେରା

ରାଜଧାନୀରେ ମାତିଲେ ଲୁଟେରା । ଏଟିଏମ୍‌ ମେସିନ୍‌ ଲୁଟିନେଲେ । ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ଇନ୍ଦିରା ହାଉସିଂ କଲୋନୀରେ ଥିବା ଏସବିଆଇ ଏଟିଏମ୍‌ ଲୁଟ୍‌ କରିଛନ୍ତି ଦୁର୍ବୃତ୍ତ । ଗତକାଲି ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଏଟିଏମ୍‌ ଭିତରେ ଓ ବାହାରେ ଟେଣ୍ଟ ହାଉସ୍‌ କପଡା ପଡିଛି ।…

ଅନ୍ଧାରରେ ରାଜଧାନୀର ୨୫୦ ସ୍ଥାନ : ଲାଗିବ ଷ୍ଟ୍ରୀଟ୍ ଲାଇଟ୍‌

ସ୍ମାର୍ଟସିଟି ମାନ୍ୟତା ପାଇଥିବା ଭୁବନେଶ୍ୱର ଏକାଧିକ ଅଞ୍ଚଳ ବର୍ତ୍ତମାନ ଅନ୍ଧକାରରେ ରହିଛି । ଯେଉଁଠି ରାତି ହେଲେ ଯାତାୟାତ କରିବା କଷ୍ଟକର ହୋଇପଡ଼େ । ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଗତ ଡିସେମ୍ବରରୁ ଏନେଇ ସବେର୍କ୍ଷଣ କରାଯାଇଥିଲା । ସବେର୍କ୍ଷଣ ପରେ ସହରରେ ଥିବା ଏଭଳି…

ରାଜଧାନୀରେ ଭାରତ ବନ୍ଦର ପ୍ରଭାବ, ଫସି ରହିଲା ଆମ୍ଵୁଲାନ୍ସ

ରାଜଧାନୀରେ ଭାରତ ବନ୍ଦର ପ୍ରଭାବ। ଫସି ରହିଲା ଆମ୍ଵୁଲାନ୍ସ। ଜୟଦେବ ବିହାର ନିକଟରେ ଆଗକୁ ଯାଇପାରିଲାନି ଆମ୍ବୁଲାନ୍ସ। ଶେଷରେ ରାସ୍ତା ନଛାଡିବାରୁ ଫେରିଗଲା ଆମ୍ବୁଲାନ୍ସ । ସୂଚନା ଅନୁଯାୟୀ, ସୋମବାରଠୁ ୨ ଦିନିଆ ଭାରତ ବନ୍ଦ ଡାକରା ଦେଇଛି ଟ୍ରେଡ୍ ୟୁନିୟନ। କେନ୍ଦ୍ର ସରକାରଙ୍କ ବିଭିନ୍ନ…

ରାଜଧାନୀରେ ଗୁଳିକାଣ୍ଡ ଓ ଲୁଟ

ଆସିଲେ, ଫୁଟେଇଲେ ,ଲୁଟିଲେ । ଦିନ୍ଦ୍ରୀପ୍ରହରେ ରାଜଧାନୀ ଉପକଣ୍ଠରେ ଲୁଟ । ବାଇକରେ ୨ଜଣ ଲୁଟେରା ଆସି ସାଗରିକା ସୁନା ଦୋକାନରୁ ଲୁଟିଲେ । ବନ୍ଧୁକ ଫୁଟାଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୂଟ । ଘଟଣାର ସମସ୍ତ ଚିତ୍ର ସିସିଟିଭିରେ କଏଦ । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ ।…

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶାସନରେ ଦୁର୍ନିତୀକୁ ଦିଆଯିବ ନାହିଁ ପ୍ରଶୟ । ଭିଜିଲାନ୍ସ ଜାଲରେ ପଡୁଛନ୍ତି ଜଣଙ୍କ ପରେ ଜଣେ ଲାଞ୍ଚୁଆ ବାବୁ । ଭୁବନେଶ୍ବର ଆର୍ ଆଣ୍ଡ ବି ଡିଭିଜନର ସହକାରୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ଘରେ ପଶିଛନ୍ତି ଭିଜିଲାନ୍ସ ଅଧିକାରୀ । ଏକକାଳୀନ ୬ଟି ସ୍ଥାନରେ…

ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ମଧୁସ୍ମିତା ଆଚାର୍ୟ୍ୟଙ୍କୁ କଂଗ୍ରେସ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛି । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ବିଧିବଦ୍ଧ ଭାବେ ମଧୁସ୍ମିତାଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ମଧୁସ୍ମିତା ଜଣେ…

ରାଜଧାନୀରେ ବାଲ୍ୟ ବିବାହ

ରାଜଧାନୀରେ ବାଲ୍ୟ ବିବାହ । ନବମ ଶ୍ରେଣୀରେ ପାଠ ପଢ଼ୁଥିବା ଝିଅର ବାହାଘର । ବାହାଘର ସରିଥିଲା, ହେଲେ କନ୍ୟାର ବିବାହ ବୟସ ହୋଇନଥିବାରୁ କନ୍ୟାକୁ ମଣ୍ଡପରୁ ଉଦ୍ଧାର କରିଛି ପୋଲିସ । ଯାହା ଫଳରେ ଶିଶୁପାଳ ହୋଇ ଫେରିଛି ବର । ଏହା କୌଣସି ଗ୍ରାମାଞ୍ଚଳ ଦୃଶ୍ୟ ନୁହେଁ ଖୋଦ ରାଜଧାନୀ…