Odia News Portal
Browsing Tag

bmc

ଆଜିଠୁ ରାଜଧାନୀରେ ଖୋଲିବ ସମସ୍ତ ଶିକ୍ଷାନୁଷ୍ଠାନ

ଆଜିଠାରୁ ଭୁବନେଶ୍ୱରରେ ଖୋଲିଛି ସମସ୍ତ ଧାର୍ମିକ ଅନୁଷ୍ଠାନ । କୋଭିଡ ମାର୍ଗଦର୍ଶିକା ପାଳନ ସହ ଭକ୍ତଙ୍କୁ ଦର୍ଶନ ପାଇଁ ମିଳିଛି ଅନୁମତି । ଧାର୍ମିକ ଅନୁଷ୍ଠାନ ମଧ୍ୟରେ ସାମାଜିକ ଦୂରତା ସହ ମାସ୍କ ପରିଧାନ ବାଧ୍ୟତାମୂଳକ । ଲିଙ୍ଗରାଜ ମନ୍ଦିରରେ ପ୍ରତିଥରରେ ୧୦୦ ଭକ୍ତଙ୍କୁ ପ୍ରବେଶ ଅନୁମତି ।…

ଉଠିଯିବ ୧ ନମ୍ବର ହାଟ

ଉଠିଯିବ ଭୁବନେଶ୍ୱର ୟୁନିଟ-୧ ପରିବା ମାର୍କେଟ । ଭୁବନେଶ୍ୱର ଉପକଣ୍ଠ ଭଗବାନପୁରକୁ ୟୁନିଟ-୧ ପରିବା ହୋଲ୍‌ସେଲ୍ ମାର୍କେଟ ସ୍ଥାନାନ୍ତର କରାଯିବ। ଏଥିପାଇଁ ଭଗବାନପୁରରେ ଚିହ୍ନଟ ୧୦ ଏକର ଜମି ହୋଇଛି। ସେଠାରେ ପରିବା ହୋଲ୍‌ସେଲ୍ ମାର୍କେଟ ଲାଗି ଶୀତଳଭଣ୍ଡାର ଓ ଅନ୍ୟାନ୍ୟ ସୁବିଧା ସୁଯୋଗ…

ଟିକାକରଣରେ ରେକର୍ଡ କଲା ବିଏମସି

ଟିକାକରଣରେ ରେକର୍ଡ କଲା ବିଏମସି । ୨୦ ତାରିଖ ସୁଦ୍ଧା ମୋଟ ୨୯ ଲକ୍ଷ ୦୨ ହଜାର ୩୦୯ ଡୋଜ ଟିକା ଦିଆଯାଇଛି । ସେଥି ମଧ୍ୟରୁ ୧୫ ଲକ୍ଷ ୦୮ ହଜାର ୮୮୪ ପ୍ରଥମ ଡୋଜ ନେଇଥିବା ବେଳେ, ୧୩ ଲକ୍ଷ ୫୬ ହଜାର ୪୬୫ ଦ୍ୱିତୀୟ ଡୋଜ ଦିଆଯାଇଛି । ସେହିପରି ଭାବରେ ୧୫ ରୁ ୧୮ ବର୍ଷ କିଶୋର ବର୍ଗରେ ବର୍ତ୍ତମାନ…

ବିମାନରେ ଭୁବନେଶ୍ୱର ଆସୁଥିବା ଯାତ୍ରୀଙ୍କର ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ

ଭୁବନେଶ୍ୱର: ଭୁବନେଶ୍ୱର ଆସୁଥିବା ସମସ୍ତ ବିମାନ ଯାତ୍ରୀଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ଭୁବନେଶ୍ୱର ବିଏମସି ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲିଠାରୁ ସବୁ ଯାତ୍ରୀଙ୍କ ଆରଟିପିସିଆର୍ ଟେଷ୍ଟ ବାଧ୍ୟତାମୂଳକ । ଡବଲ ଡୋଜ୍ ଟିକା ନେଇଥିଲେ ବା ନେଗେଟିଭ ରିପୋର୍ଟ ଥିଲେ ବି…

ଡିସିପି ଅଫିସ ସିଲ କଲା ବିଏମସି

ଭୁବନେଶ୍ୱର: ଭୁବନେଶ୍ୱର ବାଣୀବିହାର ସ୍ଥିତ ଡିସିପି ଅଫିସକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି । ଦକ୍ଷିଣ ପୂର୍ବ ଜୋନ୍ ଜେଡିସି ମହେନ୍ଦ୍ର ବଢେଇ ଡିସିପି ଅଫିସ୍କୁ ସିଲ୍ କରିଛନ୍ତି । ଡିସିପି ଅଫିସରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସଂକ୍ରମଣ ରୋକିବା ଲାଗି ପଦକ୍ଷେପ…

ସ୍ୱାଧିକାର ପ୍ରଭାବ, ସିଏମ୍‍ସି ଷ୍ଟାଇଲରେ ବିଏମ୍‍ସିର ଚଢଉ ଆରମ୍ଭ

ଭୁବନେଶ୍ୱର : ଖାଦ୍ୟ ସୁରକ୍ଷା ଯାଞ୍ଚ କ୍ଷେତ୍ରରେ ବିଏମ୍‍ସିର ନିଷ୍ପ୍ରିୟତା ନେଇ ଆଜି “ସ୍ୱାଧିକାର”ରେ ଖବର ପ୍ରକାଶ ପାଇବା ପରେ ପରେ ବିଏମ୍‍ସି କର୍ତ୍ତୃପକ୍ଷ ସକ୍ରିୟ ହୋଇ ଉଠିଛନ୍ତି । ରାଜଧାନୀର ବିଭିନ୍ନ ମିଷ୍ଠାନ୍ନ ଭଣ୍ଡାରରେ ଚଢଉ କରି ଜୋରିମାନା ଆଦାୟ ସହିତ ପୁଳା ପୁଳା ପଲିଥିନ୍‍ ଜବତ…

ସିଏମ୍‍ସି ଘାଣ୍ଟୁଛି, ବିଏମ୍‍ସି ଶୋଇଛି

ଭୁବନେଶ୍ୱର : କଟକ ମହାନଗର ନିଗମ (ସିଏମ୍‍ସି) ଏବେ ନିମ୍ନ ମାନର ଖାଦ୍ୟ ବିକ୍ରି କରୁଥିବା ବ୍ୟବସାୟୀଙ୍କୁ ଘାଣ୍ଟୁ ଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) କିନ୍ତୁ ଏ ବାବଦରେ ନିଘୋଡ ନିଦରେ ଶୋଇଛି । ସ୍ମାର୍ଟସିଟିର ରାସ୍ତାଘାଟ ଠାରୁ ଆରମ୍ଭ କରି ଅଧିକାଂଶ ଛୋଟ ବଡ ହୋଟେଲରେ…

କୋହଳ ହେଲା ବିଏମସି କଟକଣା, ଜାଣନ୍ତୁ କଣ ଆସିଲା ନୂଆ ନିୟମ

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଚଳିତ ମାସ ପ୍ରଥମ ସପ୍ତା‌ହରେ ଲାଗୁ କରାଯାଇଥିବା କୋଭିଡ କଟକଣାରେ କୋହଳ କରାଯାଇଛି। କଟକଣା କୋହଳ ହୋଇଥିବାରୁ ଏଣିକି ବାହାଘର, ବ୍ରତଘର ଓ ଶୁଦ୍ଧିକ୍ରିୟାରେ ୨୫୦ ଲୋକ ଯୋଗ ଦେଇପାରିବେ। ନଭେମ୍ବର ୧ ତାରିଖ ଠାରୁ ନୂଆ ଗାଇଡଲାଇନ ଲାଗୁ ହେବ।…

ଡିଜିଲକର ସହ ଯୋଡି ହେଲା ବିଏମସି

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ-ବିଏମସି କେନ୍ଦ୍ର ସରକାରଙ୍କ ଇ-ଗଭର୍ଣ୍ଣାନସ ବ୍ୟବସ୍ଥା –ଡିଜି ଲକର ସହ ଯୋଡି ହୋଇଛି । ଏଣିକି ଭୁବନେଶ୍ୱର ବାସିନ୍ଦାଙ୍କୁ ଅନଲାଇନରେ ବିବାହ ପ୍ରମାଣ ପତ୍ର ପାଇବା ପାଇଁ ଆଉ କାଗଜପତ୍ର ଦାଖଲ କରିବାକୁ ପଡିବ ନାହିଁ । ଡିଜି ଲକର ବ୍ୟବସ୍ଥା ଦ୍ୱାରା…

ଆସିଲା ବିଏମସିର ନୂଆ ଗାଇଡଲାଇନ୍, ଜାଣନ୍ତୁ କଣ ରହିଛି ନୂଆ ନିୟମ

ଭୁବନେଶ୍ବର : ପାର୍ବଣ ଋତୁ ପାଇଁ ଜାରି ହେଲା ସ୍ୱତନ୍ତ୍ର ଗାଇଡ଼ଲାଇନ। ସମ୍ପ୍ରତି ଭୁବନେଶ୍ୱରର ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ତରଫରୁ ଲକ୍ଷ୍ମୀ ପୂଜା, କାଳୀ ପୂଜା,କାର୍ତ୍ତିକ ବ୍ରତ ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଜାରି ହୋଇଛି ଗାଇଡ଼ଲାଇନ। ସେପ୍ଟେମ୍ବର…