Odia News Portal
Browsing Tag

bmc

ରାଜଧାନୀରେ ସିଲ୍ ହେଲା ଆଉ ଏକ ରେଷ୍ଟୁରାଣ୍ଟ

ଭୁବନେଶ୍ୱର: କୋଭିଡ୍ ଗାଡ୍ଲାଇନକୁ ଅମାନ୍ୟ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ବିଏମସି ପକ୍ଷରୁ ନିଆଯାଉଛି ଦୃଢ଼ କାର୍ଯ୍ୟାନୁଷ୍ଠାନ । କଟକଣା ଅମାନ୍ୟ କରୁଥିବା ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ସିଳ୍ କରୁଛି ବିଏମସି । ନିକୋ ପାର୍କ ନିକଟସ୍ଥ ନାଇନଥ୍ ଷ୍ଟ୍ରିଟ ରେଷ୍ଟୁରାଣ୍ଟ ସିଲ୍ କଲା…

ବଢିବା ବଦଳରେ ମଜୁରୀ କମୁଛି, ଶୋଷଣର ଶିକାର ହେଉଛନ୍ତି ରାଜଧାନୀର ସଫେଇ କର୍ମଚାରୀ

ଭୁବନେଶ୍ୱର : ସ୍ମାର୍ଟସିଟିକୁ ସଫାସୁତୁରା କରୁଥିବା ସଫେଇ କର୍ମଚାରୀଙ୍କ ମଧ୍ୟରୁ ଅଧିକାଂଶ ଏବେ ଶୋଷଣର ଶିକାର । କାହାକୁ ଦିନକୁ ୨୦୦ ଟଙ୍କା ତ ଆଉ କାହାକୁ ୨୫୦ଟଙ୍କାର ମଜୁରୀ ମିଳୁଛି । ବିଶେଷକରି ଘରୋଇ ସଂସ୍ଥା ଯେଉଁସବୁ ୱାର୍ଡର ସଫେଇ ଦାୟିତ୍ୱ ନେଇଛି ସେଠାରେ ଏଭଳି ହେଉଛି । ତେବେ ଛଟେଇ…

ବିଏମସିର ନୂଆ ଗାଇଡଲାଇନକୁ ଜୋରଦାର ବିରୋଧ

ଭୁବନେଶ୍ୱର: ରାଜ୍ୟରେ କମିବାର ନାଁ ଧରୁନି କରୋନା ସଂକ୍ରମଣ । ତୃତୀୟ ଲହରକୁ ଦୃଷ୍ଟିରେ ରଖି ବିଏସି ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଶୀତଦିନ ପାଇଁ ବିଏମସି ଆଣିଥିବା ନୂଆ ଗାଇଡ଼ ଲାଇନକୁ ଜୋରଦାର ବିରୋଧ । କରୋନା ସଂକ୍ରମଣକୁ ରୋକିବା ପାଇଁ ବିବାହ ବ୍ରତ ଓ ଶୁଦ୍ଧିକ୍ରିୟାରେ ୫୦ଜଣରୁ…

ଜ୍ୟୋତିପ୍ରକାଶଙ୍କ ମୃତ୍ୟୁ ପାଇଁ ଦାୟୀ କିଏ?

ଭୁବନେଶ୍ୱର: ରାଜଧାନୀର ମୁକୁଳା ଡ୍ରେନରେ ଭାସିଯାଇ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତିପ୍ରକାଶ (ରାଜା)ଙ୍କ ମୃତ୍ୟୁ ହୋଇଛି । ତେବେ ତାଙ୍କ ମୃତ୍ୟୁକୁ ନେଇ ଏବେ ସବୁଠି ଉଠିଛି ପ୍ରଶ୍ନବାଚୀ । ରାଜାଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? ମୁକୁଳା ଡ୍ରେନ ପାଇଁ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିଜେପି ଓ…

ଜାଣନ୍ତୁ ଆଜି ରାଜଧାନୀରୁ କେତେ ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧୪ରେ ପହଞ୍ଚିଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଏଥିସହିତ ଗତ ୨୪ ଘଣ୍ଟା ମଧ୍ୟରେ ୧୬୩ଜଣ କରୋନା ଆକ୍ରାନ୍ତ ରାଜଧାନୀରୁ ସୁସ୍ଥ ହୋଇଥିବା ରିପୋର୍ଟ ମିଳିଛି। …

ରାଜଧାନୀରୁ ଚିହ୍ନଟ ହେଲେ ୨୫୮ ଆକ୍ରାନ୍ତ

ଭୁବନେଶ୍ୱର: ଭାଙ୍ଗୁଛି କରୋନା ଚେନ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟ ରାଜଧାନୀ ଭୁବନେଶ୍ବରୁ ୨୫୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଭୁବନେଶ୍ବର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ଆଜି ଚିହ୍ନଟ ହୋଇଥିବା ନୂଆ କରୋନା…

ଜାଣନ୍ତୁ ଗଣେଷ ପୂଜା ଲାଗି କଣ ରହିଛି ବିଏମସି ନୂଆ ଗାଇଡଲାଇନ୍

ଭୁବନେଶ୍ୱର: ଆଉ ମାତ୍ର କେଇଟା ଦିନ ପରେ ଗଜାନନଙ୍କ ପୂଜା । ପୂଜା ପାଇବେ ଗଜାନନ । କିନ୍ତୁ ଚଳିତବର୍ଷ କରୋନା କଟକଣା ମଧ୍ୟରେ କିଭଳି ଗଣେଶ ପୂଜା ପାଳନ କରିବେ ସେନେଇ ନୂତନ ଗାଇଡଲାଇନ୍ ଜାରି କରିଛି ଭୁବନେଶ୍ୱର ମହାନର ନିଗମ । ମଣ୍ଡପ ତଥା ପେଣ୍ଡାଲ ମାନଙ୍କରେ ଗଣେଶଙ୍କ ପୂଜା କରିବା ପାଇଁ…

ସଟଡାଉନରେ ଚାଲିଥିଲା ଜୁଆ ଖେଳ, ସିଲ୍ କଲା ବିଏମସି

ଭୁବନେଶ୍ୱର: ରାଜଧାନୀର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ଦୀର୍ଘ ଦିନ ଧରି ଚାଲିଥିବା ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି । ୧୦ ଜଣ ଜୁଆଡିଙ୍କୁ ଗିରଫ କରାଯାଇଥିବା ବେଳେ ଖେଳରେ ସାମିଲ ଥିବା ୩ ଯୁବତୀଙ୍କୁ ଅଟକ ରଖାଯାଇଛି । କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ଚଢାଉ…

ବାହାଘର ବେଳେ ବାଇଗଣ ରୁଆ, ୫୦ ଟିଫା ମେସିନି କିଣିବାକୁ ପାଗ ଭିଡିଲା ବିଏମ୍‍ସି

ଭୁବନେଶ୍ୱର : ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି)ର ଏବେ ବାହାଘର ବେଳେ ବାଇଗଣ ରୋଇବା ଭଳି ଅବସ୍ଥା । ସମଗ୍ର ରାଜଧାନୀକୁ ଡେଙ୍ଗୁ କବଳିତ କଲାପରେ ଏବେ ବିଏମ୍‍ସି ଧୂଆଁ ଛାଡୁଥିବା ଟିଫା ମେସିନ କିଣିବାକୁ ପାଗ ଭିଡିଛି । ସହର ପାଇଁ ୫୦ଟି ଟିଫା ମେସିନ କିଣିବାପାଇଁ ପ୍ରକ୍ରିୟା ଆରମ୍ଭ…

ଭୁବନେଶ୍ୱରରେ ପୂରଣ ହେଲା ୨୦ ଲକ୍ଷ ଟିକାକରଣ

ଭୁବନେଶ୍ୱର: କରୋନା ଲଢ଼େଇରେ ମୁଖ୍ୟ ଅସ୍ତ୍ର ହେଉଛି ଟିକା । ରାଜ୍ୟରେ ଜାରି ରହିଛି ଟିକାକରଣ । ତେବେ ରାଜଧାନୀ ଭୁବନେଶ୍ୱରରେ ୨୦ ଲକ୍ଷ ଟିକାକରଣର ଟାର୍ଗେଟ ପୂରଣ କରିଛି ବିଏମସି । ଗତକାଲି ସୁଦ୍ଧା ମୋଟ ୨୦ଲକ୍ଷ ୪ହଜାର ୬୨୮ ଡୋଜ୍ ଟିକା ଦିଆଯାଇଛି। ସେଥିମଧ୍ୟରୁ ୧୧ଲକ୍ଷ ୧୯ହଜାର ୬୨୮ ଜଣ…