Odia News Portal
Browsing Tag

cuttack

ଦୁର୍ଗା ମୁର୍ତ୍ତିର ଉଚ୍ଚତା ବିବାଦକୁ ନେଇ କଟକ ବିଜେଡିରେ ଫାଟ

ଦୁର୍ଗା ମୂର୍ତ୍ତିର ଉଚ୍ଚତାକୁ ନେଇ ବିଜେଡିର କଟକ ସଂଗଠନର କଳି ପଦାରେ ପଡିଛି । ମୂର୍ତ୍ତିର ଉଚ୍ଚତାକୁ ଚାରି ଫୁଟ ମଧ୍ୟରେ ରଖିବା ପାଇଁ ସରକାରଙ୍କ ନିଷ୍ପତି ପରେ ଗତ ଶନିବାର ଦିନ କଟକ ମହାନଗର ଶାନ୍ତି କମିଟି ଏବଂ ଦୁର୍ଗା ପୂଜା କମିଟି ବୈଠକରେ ଭର୍ତ୍ତୁହରି ମହତବଙ୍କ ମନ୍ତବ୍ୟକୁ ବିରୋଧ କରି…

ମୂର୍ତ୍ତି ଉଚ୍ଚତା ବିବାଦ ମାମଲା: ହାଇକୋର୍ଟରେ ଆବେଦନ ଖାରଜ

କଟକ: ଆଉ ବଢ଼ିବନି ମୂର୍ତ୍ତି ଉଚ୍ଚତା । ମୂର୍ତ୍ତି ବିବାଦ ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଆଜି ଆବେଦନ ଖାରଜ ହୋଇଛି । ବାଲୁବଜାର ପୂଜା କମିଟି କରିଥିବା ଆବେଦନ ଖାରଜ ହୋଇଛି । ମୂର୍ତ୍ତି ଉଚ୍ଚତା ବୃଦ୍ଧି ପାଇଁ କରିଥିବା ଆବେଦନ ଖାରଜ ହୋଇଛି । ମହାମାରୀ ବେଳେ ସରକାରୀ ନିର୍ଦ୍ଦେଶନାମାରେ…

ଆସନ୍ତାକାଲି ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ରାୟ ଶୁଣାଣୀ

କଟକ: ହାଇକୋର୍ଟରେ ମୂର୍ତ୍ତି ଉଚ୍ଚତା ବିବାଦ ମାମଲାର ଶୁଣାଣି ଶେଷ ହୋଇଛି । ଆସନ୍ତାକାଲି ରାୟ ଶୁଣାଇବେ ହାଇକୋର୍ଟ । ତେବେ ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ବାଲୁବଜାର ପୂଜା କମିଟି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ପୂଜା କମିଟି ଏସଆରସିଙ୍କ ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର…

ଆସନ୍ତା ୨୭ରେ ବର୍ଷା-ଅନୁଭବ ମାମଲାର ପରବର୍ତ୍ତୀ ଶୁଣାଣୀ

କଟକ: ତୁଟୁନି ବିବାଦ । ଶୁଣାଣୀ ପରେ ପରେ ଶୁଣାଣୀ ହେଉଥିଲେ ସୁଦ୍ଧା ଷ୍ଟାର କପୁଲ ବର୍ଷା ଓ ଅନୁଭବଙ୍କ ବିବାଦର କୌଣସି ନିସ୍କର୍ଷ ବାହାରି ପାରୁନାହିଁ । ତେବେ କଟକର ପାରିବାରିକ ଅଦାଲତରେ ବିଚାର ଚାଲିଥିବା ଅନୁଭବ-ବର୍ଷା ବିବାହ ବିଛେଦ ମାମଲାର ଶୁଣାଣି ଆସନ୍ତା ୨୭ ତାରିଖରେ ହେବ । ପୂର୍ବରୁ…

ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲାରେ ୨ ୱେବ ପୋର୍ଟାଲ ସାମ୍ବାଦିକଙ୍କୁ ସମନ

କଟକ: ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲା । ଦୁଇ ଜଣ ୱେବ ପୋର୍ଟାଲ ସାମ୍ବାଦିକଙ୍କୁ ସମନ କରିଛି କମିଶନରେଟ ପୋଲିସ । ମଙ୍ଗଳାବାଗ ଥାନା ପୋଲିସ ପକ୍ଷରୁ ସମନ କରାଯାଇଛି । ଅସିତ୍ କୁମାର ରାଉତ ଓ ଦାମୋଦର ସେଠୀଙ୍କୁ ସମନ କରାଯାଇଥିବା ସୂଚନା ମିଳିଛି । ଆସନ୍ତାକାଲି ମଙ୍ଗଳାବାଗ ଥାନାରେ ହାଜର…

ହାଇକୋର୍ଟ ଗଲା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା

କଟକ: ହାଇକୋର୍ଟ ଗଲା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା । କଟକ ବାଲୁ ବଜାର ପୂଜା କମିଟି ପକ୍ଷରୁ ମାମଲା ଦାୟର କରାଯାଇଛି । ୫ ଶହ ର୍ବେର ପରମ୍ପରା ବଜାୟ ରଖିବା ଲାଗି ଆବେଦନ କରାଯାଇଛି । ମାମଲାରେ ମୁଖ୍ୟ ଶାସନ ସଚିବ ଓ ଏସଆରସି ପକ୍ଷଭୂକ୍ତ କରାଯାଇଛି । ସୂଚନା ଥାଉକି, କରୋନା କଟକଣାକୁ…

ବର୍ଷାରେ ବିଜେପି କର୍ମୀଙ୍କ ବିକ୍ଷୋଭ

କଟକ: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ତେବେ ଏହି ବର୍ଷାରେ ମଧ୍ୟ ବିଜେପି କର୍ମୀଙ୍କ ପକ୍ଷରୁ ବିକ୍ଷୋଭ କରାଯାଇଛି । ମୂର୍ତ୍ତି ଉଚ୍ଚତାକୁ ନେଇ ଆଜି ୧୨ ଘଣ୍ଟିଆ କଟକ ବନ୍ଦ ଡାକରା ଦିଆଯାଇଛି । ବିଜେପି ପ’ରୁ ଏହି ବନ୍ଦ ଡାକରରା ଦିଆଯାଇଛି । ତେବେ ପ୍ରବଳ ବର୍ଷା ହୋଇଥିଲେ ସୁଦ୍ଧା…

କାଲି ୧୨ ଘଣ୍ଟିଆ କଟକ ବନ୍ଦ

କଟକ: ଆସନ୍ତାକଲି ୧୨ ଘଣ୍ଟା ବନ୍ଦ ରହିବ କଟକ । ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ କଟକ । ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ମୂର୍ତ୍ତି ଉଚ୍ଚତାକୁ ନେଇ ଉଠିଥିବା ବିବାଦ ପରେ ବନ୍ଦ ଡାକରା ଦିଆଯାଇଛି । ବିଜେପି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଆଜି ଏନେଇ…

ପୁଅକୁ ମାରି ବାପା ଫେରାର

କଟକ: ନିଜ ଜନ୍ମକଲା ପୁଅକୁ ମାରିଲା ବାପା । ସମ୍ପର୍କକୁ ଭୁଲି ଗୁଳି କରି ପୁଅକୁ ହତ୍ୟା କଲା ବାପା । କଟକ ଜିଲ୍ଲା ବାରଙ୍ଗ ଥାନା ବେଣ୍ଟୁଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଯଦୁମଣି ମୁଣ୍ଡା ନିଜ ପୁଅ ଶିବକୁ ଗୁଳି କରି ହତ୍ୟା କରିବା ପରେ ଫେରାର ହୋଇଯାଇଛି । ପୋଲିସ ଖବର ପାଇ ମୃତଦେହକୁ…

ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଗୁଳିମାଡ଼

କଟକ: ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ । ପଇସା ପାଇଁ ହେଉ କିମ୍ବା ପୂର୍ବ ଶତୃତାକୁ କେନ୍ଦ୍ର କରି ଦୁର୍ବୃତ୍ତ ଅପରାଧ କରିବାକୁ ପଛାଉ ନାହାନ୍ତି । ଏହାରି ମଧ୍ୟରେ ବ୍ୟବସାୟୀଙ୍କୁ ବିଚ୍ ରାସ୍ତାରେ ଗୁଳି କରିଛନ୍ତି ୨ ଦୁର୍ବୃତ୍ତ । କଟକ ସହର ଉପକଣ୍ଠ କନ୍ଦରପୁର ଥାନା ଅଥଙ୍ଗା ଠାରେ…