Odia News Portal
Browsing Tag

Kangana Ranaut

ହାଜର ନହେଲେ ଗିରଫ ହେବେ କଙ୍ଗନା!

ମୁମ୍ବାଇ: ପୁଣି ବଢ଼ିଲା କଙ୍ଗନାଙ୍କ ଅଡୁଆ । ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ । ଆସନ୍ତା ଶୁଣାଣିରେ ହାଜର ନହେଲେ ଜାରି ହେବ ଗିରଫ ପରୱାନା । ଜାଭେଦ ଅଖତରଙ୍କ ଦ୍ୱାରା କଙ୍ଗନାଙ୍କ ବିରୋଧରେ ଆଗତ ମାନହାନି ମାମଲାର ଶୁଣାଣି କରି କୋର୍ଟ ଏହି ଚେତାବନୀ ଦେଇଛନ୍ତି । …

ଜାଣନ୍ତୁ ଲକଡାଉନରେ କାହା ସହ କ୍ୱାଲିଟି ଟାଇମ୍ ବିତାଉଛନ୍ତି କୁଇନ୍ କଙ୍ଗନା

ହିମାଚଳ: ବଲିଉଡ କୁଇନ୍ କଙ୍ଗନା ରାଣାୱତ୍ ସବୁବେଳେ ହେଡ ଲାଇନ୍ ରେ ରହିଥା’ନ୍ତି | ଅଭିନେତ୍ରୀ କଙ୍ଗନା ଚଳଚ୍ଚିତ୍ର ଅପେକ୍ଷା ତାଙ୍କ ବୟାନ ବାଜିକୁ ନେଇ ସବୁବେଳେ ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି। ତେବେ ସେ କେବଳ ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସଙ୍ଗରେ ବକ୍ତବ୍ୟ ରଖି ନାହାଁନ୍ତି, ସେ ଦେଶ ବିଦେଶର…

ବଲିଉଡ କୁଇନ୍ କଙ୍ଗନାଙ୍କୁ ହେଲା କରୋନା

ମୁମ୍ବାଇ: ଦେଶରେ ଏବେ ସଂକ୍ରମଣ ଦୃତଗତି ମାଡ଼ି ଚାଲିଛି ।ଆଉ ଏହା ମଧ୍ୟରେ କରୋନା କାୟା ବଲିଉଡ୍ ଜଗତକୁ ମଧ୍ୟ ଆକ୍ରାନ୍ତ କରିଛି । ଆଜି ବଲିଉଡ ଅଭିନେତ୍ରୀ କୁଇନ୍ କଙ୍ଗନା ରାଣାୱତ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏନେଇ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଏହାସହ…

ଶ୍ରୀଜିଉଙ୍କ ଦର୍ଶନ କଲେ ବଲିଉଡ୍ କୁଇନ୍

ପୁରୀ: ଶ୍ରୀଜିଉଙ୍କୁ ଦର୍ଶନ କଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ୍। ଓଡିଶା ଗସ୍ତରେ ଆସିଥିବା କଙ୍ଗନା ଆଜି ସକାଳୁ ସକାଳୁ ଭୁବନେଶ୍ୱରରୁ ଯାଇ ପୁରୀରେ ପହଞ୍ଚିଥିଲେ। ସେଠାରେ ସେ କଡା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀଜିଉଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ଶ୍ରୀମନ୍ଦିର ସିଂହଦ୍ୱାର…

ସୋନିଆ ସେନା କେତେ ମୁହଁ ବନ୍ଦ କରିବେ ତୁମେ ?

ମୁମ୍ବାଇ() ମୁମ୍ବାଇ ପୋଲିସ ବୁଧବାର ସକାଳେ ରିପବ୍ଲିକ୍‌ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କୁ ଗିରଫ କରିଛି। ଜଣେ ୫୩ ବର୍ଷୀୟ ଇଣ୍ଟେରିଅର ଡିଜାଇନର ଓ ତାଙ୍କ ମାଆଙ୍କୁ ୨୦୧୮ରେ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଅଭିଯୋଗରେ ଅର୍ଣ୍ଣବ ଗୋସ୍ବାମୀଙ୍କ ସମେତ ତିନି ଜଣଙ୍କୁ…