Odia News Portal
Browsing Tag

murder case

ଫଟୋଗ୍ରାଫର ହତ୍ୟାକାଣ୍ଡ ଘଟଣା: ମାନସ ସ୍ୱାଇଁଙ୍କ ଘରୁ ହାର୍ଡ ଡିସ୍କ ଜବତ କରିଛି ଚାନ୍ଦବାଲି ପୋଲିସ୍

ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ତାଙ୍କ ଘରୁ ହାର୍ଡ ଡିସ୍କ ଜବତ କରିଛି ଚାନ୍ଦବାଲି ପୋଲିସ। ତାକୁ ସେଣ୍ଟ୍ରାଲ ପୋରନ୍‌ସିକ୍‌ ସାଇଣ୍ଟିଫିକ୍‌ ଲ୍ୟାବ୍‌ କୋଲକତାକୁ ପଠାଯିବ। ସେଥିରେ କଣ ତଥ୍ୟ ରହିଛି ତାହା ଲ୍ୟାବ ରିପୋର୍ଟ ଆସିବା ପରେ ଜଣାପଡିବ। ଏପଟେ ହତ୍ୟାକାଣ୍ଡର ମାଷ୍ଟର…

କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ଘଟଣା: ୨୪ ଘଣ୍ଟା ପରେ ବି ଗୁଳିମାଡ କରିଥିବା ଦୁର୍ବୃତ୍ତଙ୍କ ପତ୍ତା ମିଳୁନି

ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ପୂର୍ବତନ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଓରଫ କାଳିଆଙ୍କୁ ହତ୍ୟା ଘଟଣାର ୨୪ ଘଣ୍ଟା ପରେ ପୋଲିସ ହାତ ଖାଲି। କାଳିଆଙ୍କୁ ଗୁଳିମାଡ କରିଥିବା ଦୁର୍ବୃତ୍ତଙ୍କ ପତ୍ତା ମିଳୁନି। ଚିହ୍ନଟ ହୋଇପାରିନାହାଁନ୍ତି ଅପରାଧୀ। କାଳିଆଙ୍କ ଭାଇ ନରସିଂହ…

ସ୍ତ୍ରୀ କୁ ଜିଅନ୍ତା ପୋତିଲା ସ୍ୱାମୀ

ସ୍ୱାମୀ ସାଜିଲା ସୈତାନ । ସାମାନ୍ୟ ବଚସା ଭୁଲେଇଦେଲା ସବୁ ସମ୍ପର୍କ । ସ୍ତ୍ରୀକୁ ମାଡ଼ ମାରି ଜୀଅନ୍ତା ପୋତିଦେଲା ସ୍ୱାମୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶୀତଳବସା ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବାପଘର ଲୋକ ଗୁରୁତର ଅବସ୍ଥାରେ ସୁକାନ୍ତିଙ୍କୁ ଉଦ୍ଧାର କରି…

ବିହାରୀ ମିସ୍ତ୍ରୀ ହତ୍ୟାକାଣ୍ଡ,୨ ଗିରଫ

କଟକ ବିଡ଼ାନାସୀ ଭୁଆଶୁଣୀ ପଠାରେ ଜଣେ ବିହାରୀ ମିସ୍ତ୍ରୀକୁ ହତ୍ୟାକାଣ୍ଡ ଘଟଣାରେ ପୁଲିସ୍ ଦୁଇଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ମୁଖ୍ୟ ଅଭିଯୁକ୍ତ ମୁନିକାଲ୍ ଓ ତା’ ସହଯୋଗୀ କୈଳାସ । ସୁପାରୀ ନେଇ ଏମାନେ ହତ୍ୟାକାଣ୍ଡ ଭିଆଇଥିବା ସ୍ୱୀକାର କରିଥିବା ବେଳେ ସୁପାରୀ ଦେଇଥିବା ପଙ୍କଜକୁ…

ପ୍ରେମିକାକୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଲା ପ୍ରେମିକ

କରଞ୍ଜିଆ: ଜଙ୍ଗଲରୁ ମିଳିଲା ଅଜଣା ଯୁବତୀଙ୍କ ମୃତଦେହ । ପୁରା ଘଟଣାର ପର୍ଦାଫାସ କରିଛି ପୋଲିସ । ପ୍ରେମ ବ୍ୟାପାରକୁ ନେଇ ହତ୍ୟା ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ । ଖବର ଅନୁସାରେ ତୁରୁମୁଙ୍ଗା ଥାନା ବଡଗମ୍ଭାରୀଆର ଜଣେ ଯୁବତୀ ପାଟଣା ଥାନା କାମେଶ୍ଵରପୁରର…

ଶୋଇଥିବା ବେଳେ ସ୍ତ୍ରୀ କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ: ସ୍ତ୍ରୀ ର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ଭଣ୍ଡାରିଶଙ୍କରାଠାରେ ଏହି ଅଭାବନୀୟ ଘଟଣା । ସୂଚନାନୁସାରେ ମଙ୍ଗଳଵାର ସନ୍ଧ୍ୟାରେ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବିବାଦ ହୋଇଥିଲା। ଏହା ପରେ ସେମାନେ ସ୍ବାଭାବିକ ଭାବେ…

ପୁଅର ଶିଳୁପୁଆ ମାଡରେ ବାପା ମୃତ

କେନ୍ଦୁଝର:କେନ୍ଦୁଝର ଜିଲ୍ଲା ହରିଚନ୍ଦପୁର ଥାନା ସଦାନନ୍ଦପୁର ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ପୁଅର କାଠ ଫାଳିଆ ଓ ଶିଳ ପୁଆ ମାଡ଼ରେ ବାପାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଶଙ୍କର ନାହାକ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାନୁଯାୟୀ,…

ଜ୍ୱାଇଁକୁ ହତ୍ୟା କଲେ ଶ୍ୱଶୁର ଓ ୨ ଶଳା

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ବଲାକିରା ଗ୍ରାମରେ ବୀଭତ୍ସ ହତ୍ୟାକାଣ୍ଡ । ଗାଁ ଦାଣ୍ଡରେ ଜ୍ବାଇଁକୁ ପିଟିପିଟି ହତ୍ୟା କଲେ କାକା ଶ୍ବଶୁର ଓ ୨ ଶଳା । ହତ୍ୟାକାରୀ ଫେରାର ଥିବା ଜଣାପଡିଛି । ସୂଚନାନୁସାରେ ଶୁକ୍ରବାର ବିଳମ୍ବିତ ରାତିରେ ବଲାକିରା ଗ୍ରାମର ଗୋବର୍ଦ୍ଧନ…

ମାଆର ଶିଳପୁଆ ମାଡରେ ଝିଅର ମୃତ୍ୟୁ

ସୁନ୍ଦରଗଡ଼: ସୁନ୍ଦରଗଡ଼ ହେମଗିରି ଥାନା କଲାମେଘା ଏନ୍ଟିପିସି ଥଇଥାନ କଲୋନୀରେ ଘଟିଛି ଅଭାବନୀୟ ଘଟଣା । ମାଆର ଶିଳପୁଆ ମାଡ଼ରେ ନାବାଳିକା ଝିଅର ମୃତ୍ୟୁ । ହତ୍ୟା ପରେ ମାଆର ମଧ୍ୟ ଆତ୍ମହତ୍ୟା ଉଦ୍ୟମ । କିନ୍ତୁ ଗୁରୁତର ଅବସ୍ଥାରେ ମାଆକୁ ହେମଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ…

ପାଟଣାଗଡ ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍, ୭ ଗିରଫ

ପାଟଣାଗଡ() ବଲାଙ୍ଗିର ଜିଲ୍ଲା ପାଟଣାଗଡରେ ହୋଇଥିବା ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍ ହୋଇଛି । ଏହି ମାମଲାରେ ୭ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । କିନ୍ତୁ ଏବେ ବି ୨ ଅଭିଯୁକ୍ତ ଫେରାର ଅଛନ୍ତି । ଗଣହତ୍ୟାରେ ୯ ଜଣଙ୍କର ସଂପୃକ୍ତି ଥିବା ସ୍ୱତନ୍ତ୍ର ପୋଲିସ ଟିମ ପକ୍ଷରୁ…