Odia News Portal
Browsing Tag

murder

ଖାଇବାରେ ବିଷ ଦେଇ ୫ କୁକୁରଙ୍କୁ ହତ୍ୟା

କୋଲକାତା: ସମସ୍ତଙ୍କୁ ବିଚଳିତ କରିବା ଭଳି ଖବର ସାମ୍ନାକୁ ଆସିଛି। ଉତ୍ତର କୋଲକାତାରେ ଥିବା ଶୋଭାବଜାର ଅଞ୍ଚଳରୁ ଏକକାଳୀନ ୫ଟି କୁକୁର ଛୁଆଙ୍କ ମୃତଦେହ ମିଳିଛି। କୁକୁରମାନଙ୍କ ଖାଇବାରେ ବିଷ ଗୋଳାଇ ଦିଆଯାଇଥିଲା। ଫଳରେ ଏହାକୁ ଖାଇ ସେମାନେ ପ୍ରାଣ ହରାଇଥିବା ଜଣାପଡ଼ିଛି। କୋଲକାତା:…

ଝିଅକୁ ଦୁଷ୍କର୍ମ ପରେ ହତ୍ୟା କଲା ବାପା

ନୂଆଦିଲ୍ଲୀ: ରାକ୍ଷସ ସାଜିଲା ବାପା । କିଛି କ୍ଷଣର ସୁଖ ଲାଗି ମଣିଷରୁ ପାଲଟି ଗଲା ପଶୁ । ସାମାନ୍ୟ ଦେହର ସୁଖ ଲାଗି ସମ୍ପର୍କକୁ ଭୁଲିଗଲା ବାପା । ନିଜ ଜନ୍ମ କଲା ଝିଅକୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଛି ବାପା । ମଧ୍ୟପ୍ରଦେଶରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ପୋଲିସ ଖବର ପାଇବା ପରେ…

ବୋହୁକୁ ମାରିଲା ଶାଶୁ

ଯାଜପୁର: ବୋହୂର ଜୀବନ ନେଲା ଶାଶୁ । ପାରିବାରିକ କଳହର କରୁଣ ପରିଣତି । ବୋହୁକୁ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କଲା ଶାଶୁ । ଯାଜପୁର ଜିଲ୍ଲା ଧର୍ମଶାଳା ଶ୍ରୀରାମପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଶାନ୍ତିଲତା ପରିଡ଼ାଙ୍କୁ ତାଙ୍କୁ ଶାଶୁ ମାରି ଦେଇଥିବା ଅଭିଯୋଗ ହୋଇଛି ।…

ଖୋର୍ଦ୍ଧାରେ କାଉ ମଡକ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ରାଉତପଡ଼ା ଗ୍ରାମ ପଞ୍ଚାୟତର ବୋତଳାଙ୍ଗ ଗାଁରେ କାଉ ମଡ଼କ ଦେଖିବାକୁ ମିଳିଛି। ଗାଁର ଚାରିଆଡ଼େ କାଉଗୁଡ଼ିକ ମରି ପଡ଼ିଥିବା ଦେଖିବାକୁ ମିଳିଛି। ଗତ ଦୁଇ ଦିନ ହେଲା ଗାଁର ବିଭିନ୍ନ ସ୍ଥାନରେ କାଉ ମରି ପଡୁଛନ୍ତି। ତେବେ ଏଭଳି କାଉ ମଡ଼କର କାରଣ ବାର୍ଡ…

ବଡ଼ଭାଇକୁ ହତ୍ୟା କଲା ସାନଭାଇ

ଟିଟିଲାଗଡ଼: ଭାଇ ହାତରେ ଗଲା ଭାଇର ଜୀବନ। ମୃତ ବାପାଙ୍କ ସରକାରୀ ଅନୁକମ୍ପା ମୂଳକ ରାଶିକୁ ନେଇ ବଡ଼ ଭାଇକୁ ହତ୍ୟା କଲା ସାନ ଭାଇ। ଝାରଦେବନ୍ଦର ଘଞ୍ଚ ଜଙ୍ଗଲ ଭିତରୁ ଏକ ଗଳିତ ମୃତଦେହ ଟିଟିଲାଗଡ଼ ପୁଲିସ ଉଦ୍ଧାର କରିବା ପରେ ସାମ୍ନାକୁ ଆସିଛି ପୁରା ଘଟଣା। ମୃତକ ଜଣକ ହେଲେ ସଞ୍ଜୟ ବେହେରା। …

ମମିତା ମେହେରଙ୍କ ପରିବାରକୁ ଭେଟିବ ବିଜେପି ପ୍ରତିନିଧି ଦଳ

ମହାଲିଙ୍ଗ ସନସାଇନ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ପରିବାରକୁ ଭେଟିବାକୁ ବଲାଙ୍ଗିର ଯାଇଛି ବିଜେପିର ଏକ ପ୍ରତିନିଧି ଦଳ । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ୧୫ ଜଣିଆ ପ୍ରତିନିଧି ଦଳ ମମିତାଙ୍କ ପରିବାରକୁ ଭେଟିବେ । ଘଟଣା ସଂପର୍କରେ ପରିବାର ଲୋକଙ୍କ ସହ ଆଲୋଚନା…

ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ

ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଆଜି ବିଜେପି ପକ୍ଷରୁ ଆଜି ସମ୍ବଲପୁର ଜିଲ୍ଲା ୧୨ ଘଂଟିଆ ବନ୍ଦ । ସକାଳ ୬ ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା, ମାମଲାର ସିବିଆଇ ତଦନ୍ତ ଏବଂ ଅଭିଯୁକ୍ତମାନଙ୍କୁ କଠୋର…

୫ ଦିନିଆ ରିମାଣ୍ଡ ସରିବା ପରେ ଜେଲ ଗଲା ଗୋବିନ୍ଦ

ମହାଲିଙ୍ଗ ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଜେଲ ଗଲେ ଗୋବିନ୍ଦ ସାହୁ । ୫ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଗୋବିନ୍ଦଙ୍କୁ ଆଜି କଂଟାବାଞ୍ଜି ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଇଥିଲା ପୋଲିସ । ଏହା ପରେ ଗୋବିନ୍ଦ ସାହୁଙ୍କୁ ଜେଲ ପଠାଇ ଦିଆଯାଇଛି । ଏବେ…

ସ୍ତ୍ରୀକୁ ହାଣିଦେଲା ସ୍ୱାମୀ

ଜଗତସିଂହପୁର: ଜଗତସିଂହପୁର ଜିଲା ଧନୁଅରବେଲାରୀ ଗାଁରେ ଅଘଟଣ । ସ୍ୱାମୀର କଟୁରି ଚୋଟରେ ସ୍ତ୍ରୀ ଗୁରୁତର । ଗୁରୁତର ଅବସ୍ଥାରେ ସ୍ତ୍ରୀ ସାବିତ୍ରୀ ବେହେରା ପ୍ରଥମେ ବାଲିକୁଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । …

ସ୍ତ୍ରୀକୁ ହାଣିଦେଲା ସ୍ୱାମୀ

ବଲାଙ୍ଗୀର: ସ୍ୱାମୀ ହେଉଛି ସ୍ତ୍ରୀର ରକ୍ଷା କବଚ । ସାତ ଜନ୍ମ ଲାଗି ସାଥୀ ହୋଇ ରହିବାକୁ ଅଗ୍ନୀକୁ ସାକ୍ଷୀ ରଖି ବାହା ହୋଇଥିଲେ । ହେଲେ ଗୋଟିଏ ଜନ୍ମ ଅଧା ହୋଇନି ସ୍ତ୍ରୀ ହାତ ଛାଡ଼ିଛି ସ୍ୱାମୀ । ଅତି ନିର୍ମମ ଭାବେ ହାଣି ପାକଇଛି । ପାରିବାରିକ କଳହର କରୁଣ ପରିଣତି । ସୈତାନ ସ୍ୱାମୀର…