Odia News Portal
Browsing Tag

Riya

ରିୟାଙ୍କୁ ସର୍ତ୍ତମୂଳକ ଜାମିନ

ମୁମ୍ବାଇ() ରିୟା ଚକ୍ରବର୍ତ୍ତୀଙ୍କୁ ସର୍ତ୍ତମୂଳକ ଜାମିନ । ବମ୍ବେ ହାଇକୋର୍ଟ ରିୟାଙ୍କ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ୨୮ ଦିନ ବିଚାରବିଭାଗୀୟ ହାଜତରେ ରହିବା ପରେ ରିୟାଙ୍କୁ ଜାମିନ ମିଳିଛି । ହେଲେ ରିୟାଙ୍କ ଭାଇ ସୈ।ଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ…

୬ ଅକ୍ଟୋବର ପର୍ଯ୍ୟନ୍ତ ଜେଲରେ ରହିବେ ରିୟା

ମୁମ୍ବାଇ() ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣା ସହିତ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀ ଏବେ ଜେଲରେ ରହିବେ। ସ୍ପେଶାଲ ଏନଡିପିଏସ୍ କୋର୍ଟ ରିୟାଙ୍କୁ ବିଚାର ବିଭାଗୀୟ ଅବଧିକୁ ୬ ଅକ୍ଟୋବର ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ସେଭଳି ଜାମିନ୍ ପାଇଁ ରିୟା ଓ ତାଙ୍କ ଭାଇ…

୮୦ ପ୍ରତିଶତ ସେଲିବ୍ରିଟି ଡ୍ରଗ୍ସ ନେଉଛନ୍ତି: ରିୟା

ମୁମ୍ବାଇ() ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଦିଗରୁ ତଦନ୍ତ କରୁଛି ନାର୍କୋଟିକ୍ସ କନଟ୍ରୋଲ ବ୍ୟୁରୋ (ଏନସିବି)। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଗିରଫ ହୋଇ ଏବେ ଜେଲରେ ଅଛନ୍ତି। ପଚରାଉଚରା ବେଳେ ରିୟା ଏନସିବିକୁ ବଲିଉଡର ୨୫ ଜଣ…

ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ

ମୁମ୍ବାଇ() ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାରେ ଡ୍ରଗ୍ସକୁ ନେଇ ନୂଆ ମୋଡ ଆସିବା ପରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକଙ୍କୁ ଗିରଫ କରିଛି ଏନସିବି । ଦୁହେଁ ଭାଇ ଭଉଣୀ ଡ୍ରଗ୍ସ ନେଉଥିବା ସ୍ୱୀକାର କରିବା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଏହାରି…

ରିୟାଙ୍କ ଜାମିନ ଆବେଦନ ଖାରଜ

ନୂଆଦିଲ୍ଲୀ() ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁକୁ ନେଇ ଅଭିନେତ୍ରୀ ରିୟାଙ୍କ ନାମରେ ମାମଲା ରୁଜୁ ହୋଇଥିଲା । କିନ୍ତୁ ଗତକାଲି ଡ୍ରଗ୍ସ ଲିଙ୍କରେ ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ଜାମିନ ପାଇଁ ସେ ଆବେଦନ କରିଥିଲେ । କିନ୍ତୁ ତାଙ୍କ ଜାମିନ ଆବେଦନକୁ ଖାରଜ କରାଯାଇଛି ।…

ଗିରଫ ହେଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ() ଶେଷରେ ଗିରଫ ହେଲେ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଯାଞ୍ଚ କରୁଥିବା ଏନସିବି ଦ୍ୱାରା ଗିରଫ ହୋଇଛନ୍ତି । ଡ୍ରଗ୍ସ କାରବାର ଲିଙ୍କରେ ରିଆଙ୍କୁ କରାଯାଇଛି । ଏନେଇ ଗତ ୩ ଦିନ ହେବ ରିଆଙ୍କୁ ଏନସିବି ପଚରାଉଚରା କରୁଥିଲା ।…

ଡ୍ରଗ୍ସ ନେବା ସହ କିଣା-ବିକାରେ ସାମିଲ ଥିଲେ ରିୟା

ମମ୍ବାଇ() ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ନିଜେ ବିଛାଇଥିବା ଜାଲରେ ଫସିବାରେ ଲାଗିଛନ୍ତି ରିୟା ଚକ୍ରବର୍ତ୍ତୀ । ଏବେ ଯାଞ୍ଚ ସମୟରେ ତାଙ୍କ ହ୍ୱାଟ୍ସଆପ ଚାଟରୁ ଅନେକ ପୋଲ୍ ଖୋଲିଛି । କେନ୍ଦୀୟ ଅନୁସନ୍ଧାନକାରୀ ଏଜେନ୍ସିମାନଙ୍କୁ ଜଣାପଡିଛି ଯେ, ରିୟା ଡ୍ରଗ୍ସ ନେବା ସହିତ ତାହାର…

ରିୟା ଚକ୍ରବର୍ତ୍ତୀଙ୍କ ଉପରେ ପ୍ରସ୍ତୁତ ହେବ ଫିଲ୍ମ

ମୁମ୍ବାଇ() ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହଙ୍କ ରହସ୍ୟମୟ ମୃତ୍ୟୁର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଠିକ୍‌ ଖୁଲାସା ହୋଇ ନାହିଁ । ବର୍ତ୍ତମାନ ତାଙ୍କ କେସରେ ସିବିଆଇ ତଦନ୍ତ ଚାଲିଥିବା ବେଳେ ସୁଶାନ୍ତଙ୍କ ପରିବାର ଲୋକେ ତାଙ୍କ ପ୍ରେମିକା ରିୟା ଚକ୍ରବତ୍ତିଙ୍କ ଉପରେ ଗମ୍ଭୀର ଆରୋପ…

ରିୟାଙ୍କ ବାପା ବି ନେଉଥିଲେ ଡ୍ରଗ୍ସ

ନୂଆଦିଲ୍ଲୀ()  ସୁଶାନ୍ତ ସିଂହ ରାଜପୁତ ମାମଲାକୁ ନେଇ ସିବିଆଇ ତଦନ୍ତ ଯେତିକି ଜୋରଦାର ହେଉଛି ସେତିକି ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି  । ସୌଭିକ ଚକ୍ରବର୍ତୀଙ୍କ ହ୍ୱାଟସଆପ ଚାଟରୁ ଡ୍ରଗ୍ସ କାରବାର ନେଇ ଅନେକ ତଥ୍ୟ ମିଳିଛି  । ଜାତୀୟ ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଇବା ପରେ ଏବେ…

ଡ୍ରଗ୍ସ କାରବାରରେ ରିଆ ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଲିଙ୍କ୍

ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ମାମଲାରେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ଛନ୍ଦି ହୋଇପଡିଥିବା ରିୟା ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଲିଙ୍କ୍ ସାମ୍ନାକୁ ଆସିଛି । ତାଙ୍କର କିଛି ହ୍ୱାଟ୍ସଆପ୍ ଚାଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ବ୍ୟବସାୟୀ ସିମୋନ…