ଟ୍ରମ୍ପଙ୍କ ୧୦୦% ଶୁଳ୍କ ବିଲ୍ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ
ରୁଷରୁ ତେଲ କିଣୁଥିବା ଦେଶଗୁଡ଼ିକ ଉପରେ ନୂଆ କଟକଣା ଲଗାଇବା ପାଇଁ ଆମେରିକାରେ ଆଇନ ଗୃହୀତ ହେବା ପରେ ଏହାକୁ ନେଇ ତେଜ ହୋଇଛି ଚର୍ଚ୍ଚା। ଭାରତ ମଧ୍ୟ ଏହି ସମଗ୍ର ବିକାଶ ଉପରେ ନଜର ରଖିଥିବା କହିଛି। ବିଶେଷକରି ରୁଷ ଏବଂ ଇରାନ ସମ୍ପର୍କିତ ନୂଆ କଟକଣା ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ…
