Odia News Portal
Yearly Archives

2018

କାଲି ବାହା ହେବେ ପ୍ରିୟଙ୍କା

୩୬ ବର୍ଷୀୟ ପ୍ରିୟଙ୍କା ଚୋପ୍ରା ୨୫ ବର୍ଷୀୟ ନିକଙ୍କୁ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି । ମୁମ୍ବାଇସ୍ଥିତ ପ୍ରିୟଙ୍କାଙ୍କ ଘରକୁ ନୁଆ ବୋହୁ ଭଳି ସଜା ଯାଇଛି । ଏହି ଦୁଇ ଜଣଙ୍କ ନର୍ବନ୍ଧ ଅଗଷ୍ଟ ୧୮ରେ ମୁମ୍ବାଇରେ ହୋଇଥିଲା । ନଭେମ୍ବର ୩୦ତାରିଖରେ ପ୍ରିୟଙ୍କା ଏବଂ ନିକ୍ ତାଙ୍କ ବନ୍ଧୁ…

ସିବିଆଇ ଜାଲରେ ଫସିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର

ହରିଆଣାର ପଞ୍ଚକୁଲାଠାରେ ଥିବା ଏକ ଇନ୍ଷ୍ଟିଚ୍ୟୁସନାଲ୍ ପ୍ଲଟକୁ ବେଆଇନ୍ ଭାବେ ‘ନ୍ୟାଶନାଲ ହେରାଲଡ’ ସମ୍ବାଦପତ୍ରର ପ୍ରକାଶନ ସଂସ୍ଥା ‘ଆସୋସିଏଟେଡ୍ ଜର୍ଣ୍ଣାଲ୍ସ ଲିଃ’କୁ ପୁନଃ ଆବଣ୍ଟିତ କରି ବିବାଦରେ ଫସିଥିବା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା ଓ ବର୍ଷୀୟାନ କଂଗ୍ରେସ…

ନଈକୁ ଡେଇଁ ଯୁବତୀ ଗୁରୁତର

ଆଜି ଅପରାହ୍ନରେ କୂଆଖାଇ ନଦୀକୁ ଜଣେ ଯୁବତୀ ଡେଇଁପଡିଥିବା ଖବର ମିଳିଛି । ସ୍ଥାନୀୟ ଲୋକ ମାନେ ଏହା ଦେଖିବା ପରେ ନଦୀରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛନ୍ତି । ଯୁବତୀ ଜଣକ ଆତ୍ମହତ୍ୟା ଉଦେ୍ଧଶ୍ୟରେ ନଈକୁ ଡେଇଁ ପଡିଥିବା ଅନୁମାନ କରାଯାଉଛି । ତେବେ ଏ ସମ୍ପର୍କରେ କୌଣସି ସବିଶେଷ…

ସେଲଟରରୁ ଶୋଷଣ : ଚୁମ୍ବନରୁ ଆଲିଙ୍ଗନ

ଢେଙ୍କାନାଳର ବେଲଟିକିରି ସେଲଟର ହୋମରେ ଅନ୍ତେବାସିନୀ ମାନଙ୍କୁ ଦିଆଯାଉଥିବା ନିର୍ଯାତନା ସମ୍ପର୍କରେ ଲୋମହର୍ଷଣକାରୀ ତଥ୍ୟମାନ ମିଳିବାରେ ଲାଗିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ରାଜ୍ୟ ସରକାର ମଧ୍ୟ ଏହି ଘଟଣାରେ ଉଦବେଗ ପ୍ରକାଶ କରିବା ସହିତ ଏହି ସେଲଟର ହୋମ ଓ ଏହାର…

ହାତୀ ଆକ୍ରମଣରେ ଜଣେ ମୃତ ଦୁଇ ଗୁରୁତର

ରାଜ୍ୟର ଦୁଇଟି ସ୍ଥାନରେ ହାତୀ ଆକ୍ରମଣ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବଣାଇର ତାମଡ଼ା ରେଞ୍ଜରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ କୁଲେଇବଗା ଗାଁର। ସକାଳେ ବାହାରକୁ ଯାଇଥିବା ବେଳେ ସେ ହାତୀ ହାବୁଡ଼ରେ ପଡ଼ି…

ନାବାଳିକାକୁ ଗଣଦୁଷ୍କର୍ମ

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ଅଞ୍ଚଳରେ ଜଣେ ବଙ୍ଗୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗତକାଲି ୫ ଜଣ ଯୁବକ ଏହି ନାବାଳିକା ଜଣଙ୍କୁ ପ୍ରଲୋଭନ ଦେଖାଇ ସାଙ୍ଗରେ ନେଇ ଆସିଥିଲେ। ତାଙ୍କୁ କିଛି…

ଦାମଙ୍କ ବକ୍ତବ୍ୟରେ ଦିଲୀପ- ବିଜୟ ପ୍ରଭାବିତ ହେବେ ତ ?

ବିଜେପିରୁ ଇସ୍ତଫା ଦେଇଥିବା ଦିଲୀପ ଓ ବିଜୟ ବିଜେଡିରେ ଯୋଗ ଦେବେ ବୋଲି ହେଉଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି ଡା. ଦାମୋଦର ରାଉତ ଏମିତି କହିଛନ୍ତି। ସେ କହିଛନ୍ତି,“ସ୍ଥିତି ରକ୍ଷା କରିବା ପାଇଁ ସେ (ନବୀନ ପଟ୍ଟନାୟକ) ରାତାରାତି ନୀତି ବଦଳାନ୍ତି। ତାଙ୍କର ନୀତି ଆଦର୍ଶ କିଛି…

ଜୋରରେ ଗାଡି ଚଳାଇଲେ ଦଣ୍ଡିତ ହେବେ

ନିୟମ ଉଲ୍ଲଂଘନ କରି ଘରେ ପହଞ୍ଚିଲା ବେଳକୁ ଆପଣଙ୍କ ମୋବାଇଲ୍ ନମ୍ବରକୁ ଏବଂ ମେଲ୍ରେ ଇ-ଚାଲାଣ ପହଞ୍ଚିବ । ଏଥିପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ରାଜଧାନୀର ପ୍ରମୁଖ ସ୍ଥାନରେ ଫିକ୍ସଡ କ୍ୟାମେରା, ପିଟିଜେଡ୍ କ୍ୟାମେରା (୩୬୦ଡିଗ୍ରି ବୁଲୁଥିବା), ଏଏନ୍ପିଆର୍ (ନମ୍ବର ପ୍ଲେଟ୍…

ବବି କାହିଁକି ଲୋକପ୍ରିୟ, ପଢନ୍ତୁ

ଭୁବନେଶ୍ବର () ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ, କେବଳ ନିଜ ନିର୍ବାଚନମଣ୍ଡଳୀ ନୁହେଁ, ପୂରା ରାଜ୍ୟରେ ଏବଂ ସବୁ ମହଲର ରାଜନୈତିକ ନେତାଙ୍କ ମଧ୍ୟରେ ବେଶ ଲୋକପ୍ରିୟ । ତାଙ୍କ କାମ କରିବାର ଶୈଳୀ, ଦଳ ଓ ନେତାଙ୍କ ପ୍ରତି ଆନୁଗତ୍ୟ, ସବୁ ଶ୍ରେଣୀ ଓ ବର୍ଗର ଲୋକଙ୍କ ମଧ୍ୟରେ ଗ୍ରହଣୀୟତା ଏବଂ…

ଶ୍ୱାସ ରୋଗ ନିରାକରଣର ସରଳ ଉପାୟ

ଶ୍ୱାସ ହେଉଛି ନିଶ୍ୱାସ ସମ୍ବନ୍ଧିୟ ଏକ ଜଟିଳ ସମସ୍ୟା । ତେବେ ଦିନକୁ ଦିନ ବଢ଼ୁଥିବା ପ୍ରଦୂଷଣ ହେତୁ ଦେଶରେ ଶ୍ୱାସ ରୋଗୀଙ୍କ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏପରିକି କିଛି ବ୍ୟକ୍ତି ଶ୍ୱାସ ପାଇଁ ଦୈନିକ ଔଷଧ ମଧ୍ୟ ଗ୍ରହଣ କରୁଛନ୍ତି । ଆସନ୍ତୁ ଜାଣିବା ଏହି ରୋଗର ଲକ୍ଷଣ ଏବଂ ଏହାର…