Odia News Portal
Yearly Archives

2018

ପୋଲିସକୁ ଚକ୍ମା ଦେବା ପାଇଁ ମାଓବାଦୀଙ୍କ ନୂଆ ଚାଲ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ପୋଲିସକୁ ଟାର୍ଗେଟ୍ କରିବା ପାଇଁ ମାଓବାଦୀଙ୍କ ନୂଆ ଚାଲ୍। ମାଓବାଦୀ ଗରିଲା ଯୁଦ୍ଧ ନାଁରେ ଚାଲିଛି ଚକ୍ରାନ୍ତ। ସୁକ୍ମା, ଦାନ୍ତେୱାଡ଼ା , ବିଜାପୁର ଏଭଳି ମାଓ ପ୍ରବଣ ଅଂଚଳରେ ମାଓବାଦୀଙ୍କ ଗିରାଲ ଯୁଦ୍ଧର ନୂଆଚାଲ ପଦାକୁ ଆସିଛି। ମାଓ ଦମନ ପାଇଁ…

ନୂଆ ଉନ୍ନୟନ କମିଶନର ଅସିତ ତି୍ରପାଠୀ

ଘରୋଇ ବିଭାଗ ଶାସନ ସଚିବ ଶ୍ରୀ ଅସିତ କୁମାର ତ୍ରିପାଠୀ ରାଜ୍ୟ ଉନ୍ନୟନ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି । ଉନ୍ନୟନ କମିଶନର ଥିବା ଆର ବାଲକ୍ରିଶ୍ନନ ଆଜି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିବା ପରେ ଶ୍ରୀ ତ୍ରିପାଠୀଙ୍କୁ ତାଙ୍କ ସ୍ଥାନରେ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି ।…

ବାହାହେବେ ରାକ୍ଷୀ

ମିଡ଼ିଆରେ ସବୁବେଳେ ବିବାଦୀୟ ମନ୍ତବ୍ୟ ରଖି ଚର୍ଚ୍ଚାରେ ରହୁଥିବା ଡ଼୍ରାମା କୁଇନ୍ ରାକ୍ଷୀ ସାୱନ୍ତ ପୁଣି ଥରେ ଚର୍ଚ୍ଚାରେ । କିନ୍ତୁ ଏବେ ଆଉ କିଛି ନୁହଁ ବରଂ ତାଙ୍କ ବିବାହ ଡ଼ିସେମ୍ବର ୩୧ତାରିଖରେ କହିବା ସହ ରହିଛନ୍ତି ଚର୍ଚ୍ଚରେ। ଆପଣ ଜାଣିଛନ୍ତି ରାକ୍ଷୀ କାହାକୁ ନିଜର ଜୀବନ ସାଥି ଭାବେ…

ପୃଥ୍ଵୀ ସ ଖେଳିବେନି ଟେଷ୍ଟ୍ ସିରିଜ୍, ପଢନ୍ତୁ

ଦମଦାର ଫର୍ମରେ ଥିବା ଯୁବ ଓପ୍ନର ପୃଥ୍ଵୀ ସ ଆହତ କାରଣରୁ ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି । କ୍ରିକେଟ୍ ଅଷ୍ଟ୍ରେଲିଆ ବିପକ୍ଷରେ ଏଠାରେ ଚାଲିଥିବା ଚାରି ଦିନିଆ ଅଭ୍ୟାସ ମ୍ୟାଚ୍ ବେଳେ ଆଜି ପୃଥ୍ଵୀ ଆହତ ହୋଇଥିଲେ । ଫିଲଡିଂ କଲା ବେଳେ ତାଙ୍କ ବାମ ଗୋଇଠି ମକଚି ହୋଇଯାଇଛି । ସ୍କାନିଂ ପରେ…

ସେଲଟର ହୋମରେ ନିର୍ଯାତନା

ଢେଙ୍କାନାଳ ସଦର ବେଲଟିକିରି ଠାରେ ଥିବା ସେଲଟର ହୋମରେ ଯୌନ ନିର୍ଯାତନା ସମ୍ପର୍କରେ ଅଭିଯୋଗ ହେବା ପରେ ଜିଲ୍ଲା ଶିଶୁମଙ୍ଗଳ କମିଟି ଓ ଶିଶୁ ସୁରକ୍ଷା ସମିତି ପକ୍ଷରୁ ସେଲଟର ହୋମ ଉପରେ ଚଢଉ କରାଯାଇଛି । ଏଠାରେ ଅନ୍ତେବାସିନୀଙ୍କ ପ୍ରତି ସେଲଟର ହୋମର ସତ୍ୱାଧିକାରୀ ଓ କେୟାର ଟେକରଙ୍କ ପକ୍ଷରୁ…

ବାବା ରାମଦେବଙ୍କୁ ସୁପି୍ରମକୋର୍ଟ ନୋଟିସ

ରାମଦେବଙ୍କ ଉପରେ ଲେଖାଯାଇଥିବା ବହି କାହିଁକି ପବ୍ଲିଶ ହେବନାହିଁ, ତା’ର ଜବାବ ରଖିବାକୁ ଦେଶର ସର୍ବୋଚ୍ଚ ଅଦାଲତ ତାଙ୍କୁ ନୋଟିସ୍ କରିଛନ୍ତି। ଜଣେ ପବ୍ଲିଶର ରାମଦେବଙ୍କ ଉପରେ ଲେଖାଯାଇଥିବା ଏକ ବହିକୁ ଉନ୍ମୋଚନ କରିବାକୁ ଚାହୁଁଥିଲେ। କିନ୍ତୁ ଦିଲ୍ଲୀ ହାଇକୋର୍ଟ ସେପ୍ଟେମ୍ବର ୨୯ରେ…

ବିଦେଶ ପଳାଇଲେ ମାଓ ନେତା ଗଣପତି

ମାଓ ନେତା ଗଣପତି ବିଦେଶ ପଳାଇଥିବା ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ସେ ନେପାଳ ବାଟ ଦେଇ ଫିଲିପାଇନ୍ସ ପଳାଇଥିବା ସନେ୍ଦହ କରାଯାଉଛି । ଛତିଶଗଡ ବସ୍ତର ଡିଆଇଜି ରତନ ଲାଲ ଡାଙ୍ଗି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଗତ କିଛି ଦିନହେଲା ଗଣପତି ଅସୁସ୍ଥ ଥିଲେ ସ୍ୱାସ୍ଥ୍ୟଗତ କାରଣରୁ…

କହିଁପେ ନିଗାହେଁ, କହିଁପେ ନିଶାନାରେ ଧର୍ମେନ୍ଦ୍ର

ବିଜେପିରେ ଯୋଗଦାନ ତରବରିଆ ଓ ଭୁଲ ନିଷ୍ପତ୍ତି ଥିଲା କେନ୍ଦ୍ର ଓ ରାଜ୍ୟ ନେତୃତ୍ବରେ ଓଡିଶା ସ୍ବାର୍ଥ ସହ ସଂପର୍କ ନାହିଁ ମିଶନ 120 ପ୍ଲସ ଏକ ମିଛ ଆସ୍ଫାଳନ ଭୁବନେଶ୍ବର () ରାଜ୍ୟ ବିଜେପିକୁ ଲାଗିଛି ଶକ୍ତ ଧକ୍କା । ବିଜେପିରୁ ଇସ୍ତଫା ଦେଲେ ଦୁଇ ତୁଙ୍ଗ ଓ ଚର୍ଚ୍ଚିତ ନେତା । ବିଧାୟକ ପଦରୁ…

ସୁରକ୍ଷିତ ସୂର୍ଯ୍ୟର୍ ମନ୍ଦିର

କୋଣାର୍କ ମନ୍ଦିର ପ୍ରତି କୌଣସି ବିପଦ ନାହିଁ ବୋଲି କେନ୍ଦ୍ର ସସ୍କୃତି ମନ୍ତ୍ରୀ ମହେଶ ଶର୍ମା କହିଛନ୍ତି । ଆଜି ଦିଲ୍ଲୀ ଠାରେ କୋଣାର୍କ ମନ୍ଦିରର ସୁରକ୍ଷା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁÂିତ ହୋଇଥିଲା । ବୈଠକ ଶେଷରେ ମନ୍ତ୍ରୀ ଏହି ସୂଚନା ଦେଇଥିଲେ । ସେ କହିଥିଲେ ଯେ ଏ ସମ୍ପର୍କରେ…

ରିଲିଫ ଟ୍ରକ ଓଲଟି ୩ ମୃତ

ଆର ଉଦୟଗିରି ଥାନା ବାଦପୁର ଘାଟିରେ ଏକ ୧୦ ଚକିଆ ଟ୍ରକ ଓଲଟି ୩ଜଣଙ୍କର ମୃତ୍ୟୁ ଘଟିଛି । ଏହି ଟ୍ରକଟି ରିଲିଫ ସାମଗ୍ରୀ ନେଇ ପାରଳାଖେମୁଣ୍ଡିରୁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।