ପିପିଲି ବାରିମୂଳରେ ଏନକାଉଁଟର । ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ଆହତ
ପିପିଲି : ପୁରୀ ଜିଲ୍ଲା ପିପିଲିରେ ଏନ୍କାଉଣ୍ଟର । ଜଟଣୀ ରାସ୍ତାର ବରିମୁଳ ଛକରେ ହୋଇଥିବା ଏହି ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜଗା ଓରଫ୍ ଜିତେନ୍ଦ୍ର ସାହୁ ଆହତ ହୋଇଛି । ପୁରୀର ପାରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲା ଜଗା । ତା ନାଁରେ ପୁରୀ କୁମ୍ଭାରପଡ଼ା ଥାନାରେ ମାମଲା…
