ପୂର୍ବତଟ ରେଳବାଇକୁ ବୁଡାଇଦେବାକୁ କେନ୍ଦ୍ରର ଚକ୍ରାନ୍ତ
ଭୁବନେଶ୍ବର () ପୂର୍ବତଟ ରେଳବାଇର ବିଭାଜନ କରି ବିଶାଖାପାନାରେ ଆଉ ଏକ ରେଳବାଇ ଜୋନ- ଦକ୍ଷୀଣତଟ ରେଳବାଇ ଡିଭିଜନ ପ୍ରତିÂା କରାଯିବା ପୂର୍ବତଟ ରେଳବାଇ ପାଇଁ ମୃତ୍ୟୁଘଣ୍ଟି ଭଳି ହୋଇଛି । ପୂର୍ବତଟ ରେଳବାଇକୁ ବୁଡାଇଦେବା ପାଇଁ ଏହା କେନ୍ଦ୍ରର ଆଉ ଏକ ଚକ୍ରାନ୍ତ ।
ଦେଶର ରେଳବାଇ କ୍ଷେତ୍ରରେ…