Odia News Portal
Monthly Archives

July 2019

ବାଉଳା ହେଉଛି କମିଶନରେଟ ପୁଲିସ୍‍ !

ଭୁବନେଶ୍ୱର : ରାଜଧାନୀରେ କମିଶନରେଟ ପୁଲିସ୍‍ ଏବେ ଏକ ପ୍ରକାର ବାଉଳା । ଅପରାଧିଙ୍କୁ କେଉଁପଟୁ ଘେରିବ ତାହାର କୁଳ କିନାରା ପାଉନାହିଁ । କେତେବେଳେ ଡ୍ରଗ୍ସ ବେପାରୀଙ୍କ ପଛରେ ସବୁ ବଳ ଖଟାଉଛି ତ ଆଉ କେତେବେଳେ ଡ୍ୟାନ୍ସବାର୍‍ ପଛରେ । ଥୋକେ ପାଉଡର ପାର୍ଟିଙ୍କୁ ଧରି ଭିତରେ ପୂରାଇବାପରେ ଏବେ…

ରୋହିତଙ୍କ ସହ ବିବାଦକୁ ନେଇ ଏମିତି କହିଲେ ବିରାଟ…

ମୁମ୍ବାଇ() ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ପ୍ରେସ୍ କନଫରେନ୍ସରେ ସାମିଲ୍ ହୋଇଛନ୍ତି। ଏହି କନଫରେନ୍ସରେ ରୋହିତଙ୍କ ସହ ବିବାଦ ଖବରକୁ ବିରାଟ୍ ସମ୍ପୂର୍ଣ୍ଣ ଖାରଜ କରିଛନ୍ତି। ବିରାଟ୍ କହିଛନ୍ତି, ଏଭଳି ଖବର ମୁଁ ବାହାରୁ ଶୁଣିବାକୁ ପାଇଲି। ଏହି ଖବରରେ…

ବଦଳିବ ସଚିବାଳୟର ନାଁ, ଜାଣନ୍ତୁ କ’ଣ ହେବ ନୂଆ ନାମ

ଭୁବନେଶ୍ବର()   ବଦଳିବ ସଚିବାଳୟର ନାଁ । ଏନେଇ ବିଧାନସଭାରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚିବାଳୟର ନାଁ ବଦଳି ଲୋକସେବା ଭବନ ରଖାଯିବ । ଗୃହରେ ବିରୋଧୀ ବାରମ୍ବାର ସଚିବାଳୟର ନାମ ପରିବର୍ତ୍ତନ କରିବାକୁ ଦାବି ଉପସ୍ଥାପନ କରି ଆସୁଥିଲେ । କାହିଁକି ସଚିବଙ୍କ ଅନୁସାରେ…

୪୯ବୟସରେ ଗୋବିନ୍ଦା କାହିଁକି କଲେ ଦ୍ବିତୀୟ ବିବାହ, ଜାଣନ୍ତୁ

ମୁମ୍ବାଇ()  ଗୋବିନ୍ଦାଙ୍କ ଫିଲ୍ମ ରିଲିଜ ହେବା ମାତ୍ରକେ ହଲରେ ଦର୍ଶକଙ୍କ ଭିଡ଼ ଲାଗି ରହିଥାଏ। ଗୋବିନ୍ଦଙ୍କ କମେଡି ଟାଇମିଂ ସେନ୍ସ ସମସ୍ତଙ୍କଠାରୁ ଭିନ୍ନ । ଗୋବିନ୍ଦାଙ୍କ ଅଭିନୀତ କମେଡି ଫିଲ୍ମ ଦର୍ଶକଙ୍କ ପାଖରେ ବେଶ ଆଦୃତ ଲାଭ କରିଛି। ଗୋବିନ୍ଦାଙ୍କ ଦ୍ବିତୀୟ ବିବାହକୁ ନେଇ ଦର୍ଶକଙ୍କ…

ଇସ୍ତଫା ଦେଲେ ବାଚସ୍ପତି ରମେଶ କୁମାର

ବେଙ୍ଗାଲୁରୁ()  ଆଜି କର୍ଣ୍ଣାଟକ ବାଚସ୍ପତି ପଦବୀରୁ ଇସ୍ତଫା ଦେଇଛନ୍ତି ରମେଶ କୁମାର । ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରୁପ୍ପା ଆଜି ଆସ୍ଥା ଭୋଟ୍ ଜିତିବା ପରେ ସେ ଇସ୍ତଫା ଦେଇଛନ୍ତି । ଗତକାଲି ରମେଶ କୁମାର ଜେଡିଏସ ଓ କଂଗ୍ରେସର ୧୪ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ।…

ସାଇକୋ କିଲରକୁ ବାନ୍ଧିଲା ପୁଲିସ

ଭୁବନେଶ୍ବର()  ବନ୍ଧା ହେଲା ସାଇକୋ କିଲର । ହତ୍ୟାକରୀ ନାରାୟଣ ସାହୁକୁ ବାନ୍ଧିଛି କମିଶନର ପୋଲିସ । କଟକରେ ୩ଟି ହତ୍ୟାକାଣ୍ଡ ପଛରେ ନାରାୟଣ ଥିବା ପୁଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି । ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତ ପାଖରେ ପହଂଚି ଥିଲା ପୋଲିସ । ପୂର୍ବରୁ ଗଂଜାମ…

ରସଗୋଲାକୁ ମିଳିଲା ଜିଆଇ ମାନ୍ୟତା

ଭୁବନେଶ୍ୱର () “ଓଡ଼ିଶା ରସଗୋଲା’କୁ ଭୋଗୋଳିକ ପରିଚିତି ମିଳିଛି । ଭାରତର ଗୌଗୋଳିକ ପରିଚିତି ରେଜିଷ୍ଟ୍ରୀ ଏନେଇ ସୋମବାରଦିନ ଆବଶ୍ୟକ ପ୍ରମାଣପତ୍ର ପ୍ରଦାନ କରିଛି । ଏହି ପ୍ରମାଣପତ୍ର ଓଡ଼ିଶା ସରକାରଙ୍କ କ୍ଷୁଦ୍ର ଶିଳ୍ପ ନିଗମ ଏବଂ ଉକ୍ରଳ ମିଷ୍ଟାନ୍ନ ବ୍ୟବସାୟୀ ସମିତିଙ୍କ ନାମରେ ପ୍ରଦାନ…

୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ବର()  ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି ।ଆଗାମୀ ୨୪ ଘଣ୍ଟା ଭିତରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।କଳାହାଣ୍ଡି, ଗଞ୍ଜାମ, ସୋନପୁର, ମାଲକାନଗିରି, କୋରାପୁଟ,ନବରଙ୍ଗପୁର,ନୂଆପଡା,ବରଗଡ, କଟକ,ବୌଦ୍ଧ,ଦେବଗଡ ଓ ସମ୍ବଳପୁର ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।…

ପାଣ୍ଡିଆନଙ୍କୁ ନୂଆ ଦାୟିତ୍ୱ , କଣ ଜାଣନ୍ତୁ

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଗୁରୁ ଦାୟିତ୍ୱ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦାୟିତ୍ୱ ସହ 5-ଟି ମନ୍ତ୍ରର ଟ୍ରାନ୍ସଫରମେସନ ବା ପରିବର୍ତ୍ତନ ଓ ଇନିସିଏଟିଭ ବା ନୂଆ ସମ୍ଭାବନାର ସଚିବ ଦାୟିତ୍ୱ ମିଳିଛି ।…

ବିଜେପି ନେତାଙ୍କ ସେକ୍ସ ଭିଡିଓ ପୁଣି ଭାଇରାଲ

ଶିମଲା : ଭାରତୀୟ ଜନତା ପାର୍ଟି  (ବିଜେପି)ର ଜନୈକ ନେତା ଓ ତାଙ୍କ ବାନ୍ଧବୀଙ୍କ ସେକ୍ସ ଭିଡିଓ ପୁଣି ସୋସାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ହିମାଚଳ ପ୍ରଦେଶ ବିଜେପିର ଯୁବନେତାଙ୍କୁ ଦେଖାଯାଉଛି। କୁହାଯାଉଛି ଏହି ଭାଇରାଲ ଭିଡିଓ କୌଣସି ହୋଟେଲର ବାଥରୁମର ବୋଲି।  ତେବେ ଗଣମାଧ୍ୟ…