Odia News Portal
Yearly Archives

2019

ପୋଲିସ ପୋଷାକରେ ସବୁଠାରୁ ଅଧିକ ହଟ ଲାଗନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ() ପୋଲିସର ଖାକି ପୋଷାକରେ କେବଳ ଅଭିନେତାମାନେ ନୁହେଁ ବରଂ ଅଭିନେତ୍ରୀମାନେ ମଧ୍ୟ ବହୁତ ସୁନ୍ଦର ଏବଂ ହଟ୍ ଦେଖାଯାଆନ୍ତି। ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯେକି ଗ୍ଲାମର ପୋଷାକ ପରି ଖାକି ପୋଷାକରେ ଅଧିକ ସୁନ୍ଦର ଓ ହଟ ଲାଗନ୍ତି । ତେବେ ଆସନ୍ତୁ ଜାଣିବା ପ୍ରିୟଙ୍କା ଚୋପ୍ରା…

୩୦ରେ ଝାଡଖଣ୍ଡ ନିର୍ବାଚନା

ନୂଆଦିଲ୍ଲୀ() ଚଳିତ ମାସ ନଭେମ୍ବର ୩୦ ତାରିଖରୁ ଝାଡଖଣ୍ଡ ବିଧାନସଭା ନିର୍ବାଚନା ହେବ । ଆସନ୍ତା ୫ ତାରିଖରେ ଝାଡଖଣ୍ଡ ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଥିବାରୁ ଏହି ନିର୍ବାଚନ ହେବ । ଏଥି ପାଇଁ ଆଜି ଠାରୁ ଝାଡଖଣ୍ଡରେ ନିର୍ବାଚନ ଆଚରଣ ବିଧି ଲାଗୁ କାରାଯାଇଛି । ୮୧ ଆସନ ବିଶିଷ୍ଟ ଝାଡଖଣ୍ଡ…

ଦିଲ୍ଲୀରେ ସ୍ୱାସ୍ଥ୍ୟ ଏମର୍ଜେନ୍ସି ଜାରି

ନୂଆଦିଲ୍ଲୀ() ଆଜି ଠାରୁ ରାଜଧାନୀ ଦିଲ୍ଲୀରେ ସ୍ୱାସ୍ଥ୍ୟ ଏମର୍ଜେନ୍ସି ଜାରି କରାଯାଇଛି । ଦିଲ୍ଲୀର ବାୟୁ ମଣ୍ଡଳ ପ୍ରଦୁଷଣ ପ୍ଲସରେ ପହଂଚିଛି । ବର୍ତ୍ତମାନ ଦିଲ୍ଲୀର ପ୍ରଦୂଷଣ ‘ସିଭିୟର ପ୍ଲସ’ ଶ୍ରେଣୀରେ ପହଞ୍ଚି ଯାଇଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଆସନ୍ତା ୫ ତାରିଖ ଯାଏ ରାଜ୍ୟରେ…

ବନ୍ଧା ହେଲେ ବାବା

କଟକ() ପୁରୀଘାଟ ପୋଲିସ ଜଣେ ଲୁଟେରା ବାବାଙ୍କୁ ଗିରଫ କରିଛି । ଏହି ବାବା ଜଣକ ପୁରୀଘାଟ ଥାନା ଅନ୍ତର୍ଗତ ବଙ୍ଗାଳି ସାହି ହଜାରୀ ଲେନରେ ଗତ କିଛି ଦିନ ହେଲା ଲୋକଙ୍କୁ ଫୁସୁଲେଇ ସେମାନଙ୍କ ଠାରୁ ସୁନା ଗହଣା ସବୁ ଲୁଟ କରି ନେଉଥିଲା । ସ୍ଥାନୀୟ ଲୋକ ମାନେ ଏହା ଜାଣିପାରିବା ପରେ ତାକୁ…

ନରମିଲେ ହାଇକୋର୍ଟ ଓକିଲ

କଟକ() ଦୀର୍ଘ ଦିନର ଆନେ୍ଦାଳନ ପରେ ହାଇକୋର୍ଟ ବାର ଆସୋସିଏସନର ଓକିଲ ମାନେ ଆନେ୍ଦାଳନରୁ ଓହରିଛନ୍ତି । ଭାରତୀୟ ବାର କାଉନସିଲ ର ଅନୁରୋଧ କ୍ରମେ ଆନେ୍ଦାଳନରୁ ଓହରିଯିବାକୁ ନିଷ୍ପତି କରିଛନ୍ତି । ହାଇକୋର୍ଟ ବାର ଆସୋସିଏସନର ସଭାପତି ଗୋପାଳ କୃଷ୍ନ ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ…

ଦେଖନ୍ତୁ ମୟୂର ମାଛ, ଦାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ପଟ୍ଟାମୁଣ୍ଡାଇ() କେନ୍ଦ୍ରାପଡା ଜିଲ୍ଲା ରାଜନଗର ତାଳଚୁଆରେ ଧରା ହୋଇଛି ବିରଳ ପ୍ରଜାତିର ମାଛ । ମାଛଟି ଦେଖିବାକୁ ଲମ୍ବାଲିଆ ହୋଇଥିବା ବେଳେ ମୁହଁ ଥଣ୍ଟ ଆକୃତିର ହୋଇଛି । ଏହି ମାଛକୁ ‘ମୟୂର ମାଛ’ ବୋଲି କୁହାଯାଉଛି। ମାଛଟିର ମୂଲ୍ୟ କିଲୋ ପ୍ରତି ପ୍ରାୟ ୧୦ ହଜାର ଟଙ୍କା ହେବ । ଏହାର ଓଜନ ୨୦…

ବାଲିଯାତ୍ରାକୁ ଆର୍ଥିକ ସହାୟତା ଯୋଗାଇଦେବ ନଗର ଉନ୍ନୟନ୍ନ ଓ ସଂସ୍କୃତି ବିଭାଗ

କଟକ () କଟକ ଜିଲ୍ଲାର ପ୍ରଶାସନର ସମସ୍ତ ଦାବିକୁ ସରକାର ମାନିନେଇଛନ୍ତି । ଏଣିକି ବାଲିଯାତ୍ରାକୁ ନଗର ଉନ୍ନୟନ ବିଭାଗ ଓ ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ରାଜ୍ୟଲୋକସେବା ଭବନରେ ବୈଠକ ପରେ ଏଭଳି ନିଷ୍ପତି ହୋଇଛି । ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା…

ଦୁର୍ନୀତି ବିକାଶ ଧାରାରେ ମୁଖ୍ୟ ପ୍ରତିବନ୍ଧକ

ଭୁବନେଶ୍ବର () ପ୍ରଶାସନରେ ରାଜ୍ୟ ସରକାରଙ୍କ ସ୍ବଚ୍ଛତା ଓ ଦୁର୍ନୀତିମୁକ୍ତ ଅଭିମୁଖ୍ୟକୁ ସଶକ୍ତ କରିବାକୁ ସାଧାରଣ ଲୋକେ ଦୁର୍ନୀତି ବିରୋଧରେ ଲଢେଇ ପାଇଁ ନେଇଥିବା ସଙ୍କଳ୍ପକୁ ପୁର୍ନଜୀବିତ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି । ଆଜି ରାଜ୍ୟ ସ୍ତରୀୟ ଭିଜିଲାନ୍ସ…

ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ହେଲା ଶିମିଳିପାଳ ଜାତୀୟ ଅଭୟାରଣ୍ୟ

ଭୁବନେଶ୍ବର : ଶିମିଳିପାଳ ଅଭୟାରଣ୍ୟ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଛି। ବର୍ଷା ଯୋଗୁ ଜୁନ୍‌ ୧୫ ତାରିଖରୁ ଶିମିଳିପାଳକୁ ପର୍ଯ୍ୟଟକଙ୍କ ପ୍ରବେଶ ନିଷେଧ କରାଯାଇଥିଲା। ଆଜି ପ୍ରଥମ ଦିନରେ ବାରିପଦା- ପିଠାବଟା ଅଥବା ଲୁଲୁଙ୍ଗ ପଟ ଦେଇ ୧୫ଟି ଗାଡ଼ିକୁ ଯିବାକୁ ଅନୁମତି ଦିଆଯାଇଛି।…

ବଦଳିଲା କୋଣାର୍କ ମନ୍ଦିରର ପରିଦର୍ଶନ ସମୟ

ପୁରୀ : କୋଣାର୍କ ସୂର୍ଯ୍ୟମନ୍ଦିରର ପରିଦର୍ଶନ ସମୟ ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ବଦଳିଥିବା ସୂଚନା ମିଳିଛି । ଆଜିଠୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ ସୂର୍ଯ୍ୟମନ୍ଦିର । ସନ୍ଧ୍ୟା ୭ଟା ପରିବର୍ତ୍ତେ ୬ଟା ୩୦ଯାଏଁ ଲାଇଟ ଆଣ୍ଡ ସାଉଣ୍ଡ ଶୋ ଚାଲିବ । ନୂଆ ନିୟମ ଆଜିଠାରୁ…