Odia News Portal
Yearly Archives

2019

ବିଭିନ୍ନ ସମସ୍ୟା ଉପରେ ଗବେଷଣା ଭିତ୍ତିକ ସହଯୋଗ ପାଇଁ ଜେ-ପଲ ସହ ଓଡିଶାର ବୁଝାବଣା

ଭୁବନେଶ୍ବର () ଓଡିଶା ସରକାର ଏବଂ Abdul Latif Jameel Poverty Action Lab ବା ଜେ-ପଲ୍‌ ଦକ୍ଷିଣ ଏସିଆ ମଧ୍ୟରେ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ଗବେଷଣା ଲବ୍ଧ ତଥ୍ୟର ଉପଯୋଗ ପାଇଁ ଏକ ବୁଝାମଣା ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଖାରବେଳ ଭବନଠାରେ ସ୍ବାକ୍ଷରିତ…

ସଲମାନ ଖାନଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ୨୫ବର୍ଷିୟ ଏହି ହଟ ଅଭିନେତ୍ରୀ

ମୁମ୍ବାଇ() ସଲମାନ ଖାନ୍ ୫୩ ବର୍ଷ ବୟସରେ ମଧ୍ୟ ଏବେ ଯାଏଁ ଅବିବାହିତ ଅଛନ୍ତି। ସଲମାନ ଖାନ୍ ଭାରତର ସବୁଠୁ ଜଣାଶୁଣା ଏବଂ ହ୍ୟାଣ୍ଡସମ୍ ଅଭିନେତା ମଧ୍ୟରୁ ଜଣେ। ଆଜି ଆମେ ବଲିଉଡର ଏକ ଏପରି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ସଲମାନ ଖାନଙ୍କ ସହ ବିବାହ କରିବାକୁ ଚାହୁଁଛନ୍ତି। ଆସନ୍ତୁ ଜାଣିବା…

ପିଟିସନ କମିଟି ଅଧ୍ୟକ୍ଷ ହେଲେ ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର() ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସଂସଦର ପିଟିସନ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବା ବେଳେ ଏଥିକ୍ସ କମିଟିର ସଦସ୍ୟ ଭାବେ ମଧ୍ୟ ମନୋନୀତ ହୋଇଛନ୍ତି । ସାଂସଦ ସସ୍ମିତ ପାତ୍ର ସ୍ୱାଧିକାର ସମ୍ପର୍କିତ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ରାଜ୍ୟସଭା…

ଦେଖନ୍ତୁ ସୂର୍ଯ୍ୟଙ୍କ ଅଦ୍ଭୁତ ରୂପ

ସୋସିଆଲ ମିଡିଆରେ ସୂର୍ୟ୍ୟଙ୍କର ଏକ ଫଟୋ ଭାଇରାଲ ହେଉଛି, ଯାହା ନାସା (ନ୍ୟାଶନାଲ ଏରୋନେଟିକ୍ସ ଆଣ୍ଡ ସ୍ପେଶ ଆଡମିନିଷ୍ଟ୍ରେଶନ୍) ପକ୍ଷରୁ ଟୁଇଟରରେ ପୋଷ୍ଟ କରାଯାଇଛି। ନାସା ପକ୍ଷରୁ କୁହାଯାଇଛି, ଏହି ଫଟୋ ନାସା ସୋଲାର ଡାଇନାମିକ୍ ଅବଜରଭେଟୋରି (ମହାକାଶରେ ବୁଲି ପ୍ରତି ମୁହୂର୍ତ୍ତରେ…

ଅପରାଜିତାଙ୍କ ସମାଲୋଚନାର ଜବାବ ରଖିଲେ ଅରୁପ

ଭୁବନେଶ୍ୱର() ରାଜ୍ୟ ସରକାର ଆରମ୍ଭ କରିଥିବା ‘୫ଞ’ ଉପରେ ରାଜନୈତିକ ବୟାନବାଜି ଚାଲିଛି । ରାଜନୀତିରେ ପାଦ ଥାପିଥିବା ଦୁଇ ଜଣ ପ୍ରଶାସନିକ ଅଧିକାରୀ ମଧ୍ୟ ମୁହାଁମୁହିଁ ହୋଇଛନ୍ତି । ୫ଞକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଦେଇଥିବା ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ବିଜେଡ଼ି ନେତା ତଥା ଆଇପିଏସ୍…

ଟ୍ରେନରେ ନିଆଁ ଲାଗି ୬୫ ଜଣଙ୍କ ମୃତ୍ୟୁ

ପାକିସ୍ତାନ()  ପାକିସ୍ତାନରେ ଅଭାବନୀୟ ଘଟଣା । କରାଚୀ-ରାୱଲପିଣ୍ଡି ତେଜ୍ଗାମ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗି ୩ଟି ବଗି ଜଳିପୋଡି ପାଶଁଶ ହୋଇଯାଇଥିବା ବେଳେ ଟ୍ରେନରେ ଥିବା ୬୫ ଜଣ ଯାତ୍ରୀଙ୍କ ଜୀବନ ଚାଲିଯାଇଛି । ଘଟଣାରେ ଏବେବି ୩୦ରୁ ଅଧିକ ଲୋକ ଜୀବନ ସହ ସଂଗ୍ରାମ କରୁଛନ୍ତି । ଗୁରୁବାର…

ମହମ୍ମଦ ମୋକିମ ହେବେ ପିସିସି ସଭାପତି

କଟକ() ପୁଣି ଆରମ୍ଭ ହୋଇଛି କଂଗ୍ରେସର ପିସିସି ସଭାପତି ହଟାଅ ଅଭିଯାନ ।କଟକ ଜିଲ୍ଲାର କିଛି କଂଗ୍ରେସ ନେତା ଏହାର ନେତୃତ୍ବ ନେଇଛନ୍ତି। କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ସପକ୍ଷରେ ଯୁକ୍ତି ବାଢୁଛନ୍ତି। ଏପରିକି ଦିଲ୍ଲୀ ଯାଇ କଂଗ୍ରେସ ହାଇକମାଣ୍ଡଙ୍କୁ ମଧ୍ୟ ଏକତା କହିବେ ବୋଲି…

ଓଡିଆ ପୁଅ କାଶ୍ମୀର ମୁଖିଆ

ନୂଆଦିଲ୍ଲୀ () ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ଓଡିଆ ପୁଅ ଗିରୀଶ ମୁର୍ମୁ । ଜାମ୍ମୁ-କାଶ୍ମୀର ହାଇକୋର୍ଟ ମୁଖ୍ୟ ବିଚାରପତି ଗିରୀଶଙ୍କୁ ଶପଥ ପାଠ କରାଇଛନ୍ତି । ମୋଦିଙ୍କ ଗୁଡ ବୁକରେ ଥିବା ଓଡିଆ ପୁଅ ଗିରୀଶଙ୍କୁ ବଡ ଦାୟିତ୍ୱ ଦିଆଯାଇଥିଲା । ତେବେ ଜାମ୍ମୁ-କାଶ୍ମୀରକୁ…

ବିଜେପି ନେତାଙ୍କୁ ବୁମେରାଂ ହେଲା ଆବାସ ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର : ଆବାସ ଦୁର୍ନୀତିକୁ ମୋହରା କରି ସରକାରଙ୍କୁ ଘେରିବାକୁ ଜୋରଦାର ଉଦ୍ୟମ କରୁଥିବା ବିଜେପି ପାଇଁ ଏହି ଇସୁ୍ୟ ଏବେ ବୁମେରାଂ ହେବାକୁ ବସିଲାଣି । ନେତାମାନେ ରାଜଧାନୀରେ ଘର ତିଆରିରେ ଦୁର୍ନୀତି ହୋଇଛି ବୋଲି ରଡି ଛାଡୁଥିବାବେଳେ ସେହି ନେତାଙ୍କ ଇଲାକାରେ ଘର ହାତେଇଥିବା ବିଜେପି…

ଚେନ୍ନାଇୟିନକୁ ହରାଇ ଏଟିକେ ଜିତିଲା କ୍ରମାଗତ ଦ୍ଵିତୀୟ ମ୍ୟାଚ

ଚେନ୍ନାଇ : ସ୍ଥାନୀୟ ଜବାହାରଲାଲ ନେହରୁ ଷ୍ଟାଡିଅମରେ ଆଜି ଅନୁଷ୍ଠିତ ଷଷ୍ଠ ହିରୋ ଇଣ୍ଡିଆନ ସୁପର ଲିଗର ଏକାଦଶ ମ୍ୟାଚରେ ଘରୋଇ ଦଳ ଚେନ୍ନାଇୟିନ ଏଫସିକୁ ୧-୦ ଗୋଲରେ ହରାଇ ଏଟିକେ ଏଫସି କ୍ରମାଗତ ଦ୍ଵିତୀୟ ବିଜୟ ହାସଲ କରିଛି । ବିଜୟୀ ଦଳ ପକ୍ଷରୁ ବିଜୟ ସୂଚକ ଏକମାତ୍ର ଗୋଲ ଦ୍ଵିତୀୟାର୍ଦ୍ଧ…