Odia News Portal
Yearly Archives

2019

ଶ୍ରୀକ୍ଷେତ୍ରରେ ହବିଷ୍ୟାଳି ଶିବିରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ପୁରୀ : ଆଜିଠାରୁ ଆରମ୍ଭ ହେଉଛି କାର୍ତ୍ତିକ ବ୍ରତ। ଏହି ଅବସରରେ ପୁରୀରେ ଥିବା ୩ଟି ହବିଷ୍ୟାଳି ଶିବିରକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଙ୍ଗ ମାଧ୍ୟମରେ ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି। ଚଳିତବର୍ଷ ପୁରୀରେ ୩ଟି ହବିଷ୍ୟାଳି ଶିବିର…

କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ବାସୀଙ୍କୁ ନବୀନଙ୍କ ଦୀପାବଳି ଭେଟି

ଭୁବନେଶ୍ବର : ବରିଷ୍ଠ ଅଧିକାରୀ ଓ ୫-ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗସ୍ତ ରିପୋର୍ଟକୁ ଆଧାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୪ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପାଇଁ ଅତିରିକ୍ତ ଭିତ୍ତିଭୂମୀ ବିକାଶ ପାଇଁ ୪୦୦ କୋଟି ଟଙ୍କାର ସ୍ବତନ୍ତ୍ର ପ୍ରକଳ୍ପ ଘୋଷଣା…

ପୁଣିଥରେ ବିବାହ କରିବେ ଋତିକ ରୋଶନ

ମୁମ୍ବାଇ() ବଲିଉଡ ଇଣ୍ଡଷ୍ଟ୍ରିରେ ସାଧାରଣତଃ ସମ୍ପର୍କକୁ ନେଇ ଖୁବ ଚର୍ଚ୍ଚା ଚାଲିଥାଏ। ଏଠାରେ ସମ୍ପର୍କ ଯେତେ ଶୀଘ୍ର ଯୋଡିହୋଇଥାଏ ସେତିକି ଶୀଘ୍ର ଭାଙ୍ଗିବାର ମଧ୍ୟ ସମ୍ଭାବନା ଥାଏ।ଏମିତି ଏକ ବଲିଉଡ ଦମ୍ପତ୍ତିଙ୍କ ବିଷୟରେ ଜାଣନ୍ତୁ ଯିଏ ଅଲଗା ହେବା ପରେ ପୁଣିଥରେ ଏକା ସହ ରହିବାକୁ…

ସୋସିଆଲ ମିଡିଆରେ ଭାଇରାଲ ହେଉଛ ମଲାଇକାଙ୍କର ଭିଡିଓ

ମୁମ୍ବାଇ() ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା । ନିକଟରେ ସେ ଜିମ୍ରେ ବ୍ୟାୟାମ କରୁଥିବାର ଭିଜୁଆଲକୁ ନିଜ ଇନଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି । ବ୍ୟାୟାମ ସହିତ ଯୋଗ ମଧ୍ୟ କରୁଛନ୍ତି ମଲାଇକା । ତେବେ ୪୪ ବର୍ଷ ବୟସ୍କା ଏହି ଅଭିନେତ୍ରୀ ଫିଟ୍ନେସ୍ରେ ୨୪/୨୫ ବର୍ଷ ବୟସର ଝିଅଙ୍କୁ…

ଓଡ଼ିଶାରେ ବଢୁଛି ବାଂଲାଦେଶୀ ଆତଙ୍କବାଦୀ ଗତିବିଧି : ଏନ୍‌ଆଇଏ ଡିଜି

ଭୁବନେଶ୍ବର : ଦେଶରେ ବଢୁଛି ବାଂଲାଦେଶୀ ଆତଙ୍କବାଦୀ ସଂଗଠନଙ୍କ କାର୍ଯ୍ୟକଳାପ ।  ଓଡ଼ିଶାରେ ବାଂଲାଦେଶୀ ଆତଙ୍କବାଦୀ ରହିଥିବାର ସୂଚନା ମିଳିଛି। ଜମାତ-ଉଲ-ମୁଜାହିଦ୍ଦିନ ସଂଗଠନ ଭାରତରେ ନିଜ ଗତିବିଧିକୁ ବୃଦ୍ଧି କରୁଛି । ବିଶେଷକରି, ବିହାର, କର୍ଣ୍ଣାଟକ, କେରଳ ଓ ମହାରାଷ୍ଟ୍ରରେ ଏହି ସଂଗଠନର…

୬ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ବର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ୬ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହି ୬ଟି ଜିଲ୍ଲା ଗୁଡି ହେଲା ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ମୟୁରଭଞ୍ଜ, ବାଲେଶ୍ବର । ଉତ୍ତର…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ଜଣ ଜାତୀୟ ହକି ଖେଳାଳିଙ୍କ ମୃତ୍ୟୁ

ହୋଶଙ୍ଗାବାଦ : ମଧ୍ୟ ପ୍ରଦେଶର ହୋଶଂଗାବାଦରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଗଛରେ କାର୍ ପିଟି ହେବାରୁ ୪ ଜଣ ଜାତୀୟ ସ୍ତରର ହକି ଖେଳାଳୀଙ୍କ ମୃତ୍ୟୁ ହୋଇଛି । ଏହା ସହିତ ତିନି ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମଧ୍ୟ…

ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା, ଖଟିଆରେ ରୋଗୀଙ୍କୁ ବୋହିଲେ

ଟିଟିଲାଗଡ଼ : ଆମ୍ବୁଲାନ୍ସ କର୍ମଚାରୀଙ୍କ ମହାନତା । ଖଟିଆରେ ରୋଗୀଙ୍କୁ ବୋହିଲେ । ଟିଟିଲାଗଡ଼ ମହୁଲପଡ଼ା ପଞ୍ଚାୟତ କୁତ୍ରାକେନ୍ଦରେ ନୀରା ପାତ୍ରଙ୍କୁ ପ୍ରବଳ ଜ୍ୱରରେ ପୀଡ଼ିତ ଥିଲେ । ତାଙ୍କୁ ମେଡିକାଲ ନେବାକୁ ୧୦୮ ଆମ୍ବୁଲାନସକୁ ଫୋନ କରିଥିଲେ । ହେଲେ ରାସ୍ତା ଭଲ ନଥିବାରୁ ରୋଗୀଙ୍କ ଘର…

ଆଜିଠାରୁ କାର୍ତ୍ତିକ ବ୍ରତ ଆରମ୍ଭ : ପୁରୀରେ ହବିଷ୍ୟାଳୀଙ୍କ ଭିଡ଼

ପୁରୀ : ଆଜି ଠାରୁ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତ। ଏଥିପାଇଁ ଶ୍ରୀକ୍ଷେତ୍ର ବେଶ୍ ଚଳଚଞ୍ଚଳ। ବ୍ରତର ପ୍ରଥମ ଦିନରେ ହଜାର ହଜାର ହବିଷ୍ୟାଳୀ ସଙ୍କଳ୍ପ କରିବା ସହ ଆରମ୍ଭ କରିଛନ୍ତି ରାଧାଦାମୋଦର ବ୍ରତ। ହବିଷ୍ୟାଳୀମାନେ ସହରର ବିଭିନ୍ନ ମଠ, ଧର୍ମଶାଳା ଓ ବିଶେଷ କରି ହବିଷ୍ୟାଳୀ ଆଶ୍ରୟ…

ଗାଙ୍ଗୁଲି ହୋଇପାରନ୍ତି BCCI ଅଧ୍ୟକ୍ଷ

ନୂଆଦିଲ୍ଲୀ: ସୌରଭ ଗାଙ୍ଗୁଲି ହୋଇପାରନ୍ତି BCCI ଅଧ୍ୟକ୍ଷ। ଗାଙ୍ଗୁଲିଙ୍କୁ ସଭାପତି କରିବା ଲାଗି ଅଧିକାଂଶ ରାଜ୍ୟ କ୍ରିକେଟ ଆସୋସିଏସନର ପ୍ରତିନିଧି ରାଜି ହୋଇଛନ୍ତି। ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ନାମାଙ୍କନ ଦାଖଲ କରିବେ। ତେବେ BCCI ଅଧ୍ୟକ୍ଷ ପଦ ଦୌଡରେ ବ୍ରିଜେଶ…