Odia News Portal
Yearly Archives

2019

ତାରକା ହୋଟେଲରେ ଭୋଜି ଖାଇଥିବା ଶକ୍ତି ବିଭାଗର ବାବୁ ଜଣକ କିଏ ?

ଭୁବନେଶ୍ୱର : ୫-ଟି ମାଧ୍ୟମରେ ଲୋକଙ୍କୁ ଉତ୍ତମ ପ୍ରଶାସନ ଦେବାପାଇଁ ସରକାର ଜୋରଦାର ଉଦ୍ୟମ ଚଳାଇଥିବାବେଳେ ଶକ୍ତି ବିଭାଗର ଜଣେ ଅଧିକାରୀ କିନ୍ତୁ ଏହାକୁ ଫୁ କରିଦେଇଛନ୍ତି । ସରକାରୀ ଯୋଜନାପ୍ରତି ଅଣଦେଖା କରି ଏହି ଅଧିକାରୀ ଜଣଙ୍କ ଶକ୍ତି ବିଭାଗ ଅଧିନରେ ଥିବା ସଂସ୍ଥାଙ୍କ ଦ୍ୱାରା ତାରକା…

ଘରେ ନେଉଳ ମୂର୍ତ୍ତି ରଖିଲେ, ମିଳିଥାଏ ଏହି ସବୁ ଲାଭ

ଭୁବନେଶ୍ୱର : ଅନେକ ଲୋକ ଘରେ ନେଉଳ ପାଳୁଥିବା ଆପଣ ଦେଖିଥିବେ। କୁହାଯାଏ ନେଉଳଙ୍କ ମୁହଁ ଚାହିଁ କାର୍ଯ୍ୟ ଆରମ୍ଭ କଲେ ଶୁଭ ଫଳ ମିଳିଥାଏ। ଆପଣ ରାସ୍ତାରେ ଯାଉଥିବା ସମୟରେ ଯଦି ନେଉଳକୁ ବାଟ କାଟି ଯିବାର ଦେଖୁଛନ୍ତି, ତେବେ ମଧ୍ୟ ଆପଣଙ୍କ ଦିନଟି ଶୁଭ ହୋଇଥାଏ। କେବଳ ନେଉଳ ପାଳିଲେ ନୁହେଁ,…

ଦାମିକା ମେକ୍‌ଅପ୍‌ ବ୍ରସ୍‌ ନ କିଣି ମଧ୍ୟ କିପରି କରିବେ ମେକ୍‌ଅପ୍‌, ଜାଣନ୍ତୁ

ଭୁବନେଶ୍ୱର : ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବାକୁ ସମସ୍ତଙ୍କ ଇଚ୍ଛା ଥାଏ। ଏଥିପାଇଁ ପରଫେକ୍ଟ ମେକଅପ୍‌ ଦରକାର। ହେଲେ ଏଥିପାଇଁ ଆବଶ୍ୟକ ମେକ୍‌ଅପ୍‌ ଟୁଲ୍ସ୍‌ର ଦାମ୍‌ ଶୁଣି ଆମେ ନିଜ ମନକୁ ବୁଝାଇ ଦେଉ। ମେକ୍‌ଅପ୍‌ କରିବାରେ ବ୍ରସ୍‌ ବହୁତ ଜରୁରୀ ହୋଇଥାଏ। ମେକ୍‌ଅପ୍‌ ବ୍ରସ୍‌ର ସାଇଜ ଏବଂ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ଦ୍ୱାଦଶଚନ୍ଦ୍ର ହେତୁ ଦୂ ରଯାତ୍ରା କରିପାରନ୍ତି ,କିନ୍ତୁ ଆପଣ ଭୁଲ୍‌ ନିଷ୍ପତ୍ତି ନେଇ ପଶ୍ଚାନ୍ତେ ଅନୁତାପ କରିବେ। ଅବଶ୍ୟ ସାମାନ୍ୟ ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା ଦିଗରୁ ଧନ ପାଇ ଖୁସି ହୋଇପାରନ୍ତି। ପରିବାର, ଯାନବାହନ, ପରିବହନଏବଂ ବାଣିଜ୍ୟ, ଶିଳ୍ପକ୍ଷେତ୍ରରେ ମଧ୍ୟ…

୧୧ ସହରରେ ନିର୍ମାଣ ହେବ ରିଙ୍ଗରୋଡ

ଭୁବନେଶ୍ୱର() ସହର ମାନଙ୍କ ମଧ୍ୟରେ ଉତ୍ତମ ପରିବହନ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାର ୧୧ ସହରରେ ରିଙ୍ଗରୋଡ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି। ଯେଉଁ ସହରରେ ଏକ ଲକ୍ଷରୁ ଅଧିକ ଲୋକ ବସବାସ କରୁଛନ୍ତି ସେଠାରେ ଏହି ରିଙ୍ଗରୋଡ୍ ପ୍ରକଳ୍ପ କରିବାକୁ ଯୋଜନା ହେଉଛି। ଖୁବ୍ ଶୀଘ୍ର ଏନେଇ…

ନିଜ ବିବାହକୁ ନେଇ ଫିଲ୍ମ ନିର୍ମାଣ କରିବେ ଏହି ଅଭିନେତ୍ରୀ

ମୁମ୍ବାଇ() ଚର୍ଚ୍ଚାରେ ବିଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଏବେ କିଛି ଦିନ ହେବ ପ୍ରିୟଙ୍କା ଭାରତରେ ଅଛନ୍ତି । ବିବାହ ପରେ ପ୍ରିୟଙ୍କା ନିଜ ସ୍ବାମୀ ନିକ୍ ଜୋନାସ୍ଙ୍କ ସହ ଆମେରିକାରେ ରହୁଛନ୍ତି । ଆଗାମୀ ଦିନରେ ପି୍ରୟଙ୍କା ଦୁଇଟି ଫିଲ୍ମର ଶୁଟିଂ କରିବାକୁ ଯାଉଛନ୍ତି। ଗୋଟିଏ…

ବ୍ଳାଷ୍ଟର୍ସ : କେରଳର ନିଜ ଫୁଟବଲ କ୍ଳବ

ଭୁବନେଶ୍ବର : ଫୁଟବଲ ଖେଳ ପ୍ରତି କେରଳର ଭଲପାଇବା କୌଣସି ପରିଚୟ ଆବଶ୍ୟକ କରେନାହିଁ, ଏହା ଶହ ଶହ ବର୍ଷର ପୁରୁଣା ପରମ୍ପରା । କୌଣସି ଆନ୍ତର୍ଜାତିକ ମ୍ୟାଚ ହେଉ କିମ୍ବା ଖୁବ ଲୋକପ୍ରିୟ ସେଭେନ୍ସ , ପାଦରେ ବଲ ଗଡାଇବା ମାତ୍ରେ ଜୀବନ୍ତ ହୋଇଉଠେ ଖେଳର ଅନ୍ତର୍ନିହିତ ଭାବ । ଇଂରେଜ ସୈନିକ ଓ…

ବେଙ୍ଗାଲୁରୁ ଏଫସିରେ ଉଦାହରଣ ଯୋଗେ ନେତୃତ୍ୱ ନେବା ମୋର ଦାୟିତ୍ୱ ହେବ : ସୁନୀଲ ଛେତ୍ରୀ

ଭୁବନେଶ୍ବର : ବେଙ୍ଗାଲୁରୁ ଏଫସି ଏବଂ ସାଫଲ୍ୟ ଯାତ୍ରାକରନ୍ତି ଗୋଟିଏ କମ୍ପାର୍ଟମେଣ୍ଟରେ ଯାତ୍ରାକରନ୍ତି । ୨୦୧୩ ରେ ଜନ୍ମନେବା ପରଠାରୁ ବେଙ୍ଗାଲୁରୁ ପ୍ରତ୍ୟେକ ସିଜନରେ ଅନ୍ୟୁନ ଗୋଟିଏ ଟ୍ରଫି ଜିତିଥିବାବେଳେ ଖେଳିଥିବା ସବୁ ଘରୋଇ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି ।…

ଜାଣନ୍ତୁ ଭାରତର କେଉଁ ବ୍ୟକ୍ତିର ଗାଡିରୁ ଚାଲାଣ କଟାଯାଇ ପାରିବ ନାହିଁ?

ଭୁବନେଶ୍ୱର() ସାଧାରଣ ଲୋକ ଠାରୁ ଆରମ୍ଭ କରି ବଡ ଲୋକ ସମସ୍ତେ ଗାଡି ଚଳାଇଥାନ୍ତି । ଟା୍ରଫିକ ନିୟମ ବଦଳିବା ପରେ ସାଧାରଣ ଲୋକ ଅଧିକାଂଶ ସମୟରେ ଚାଲାଣ କାଟୁଛନ୍ତି । ହେଲେ ଆପଣ ଜାଣିଛନ୍ତି କି ଭାରତର ଏମିତି କେଉଁ ବ୍ୟକ୍ତିର ଗାଡିର ଚାଲାଣ କଟାଯାଇପାରିବ ନାହିଁ ? ତେବେ ଆପଣଙ୍କୁ କହିରଖୁଛୁ…

କୁକୁଡା ଚାଷୀଙ୍କ ଗହଣରେ କୃଷିମନ୍ତ୍ରୀ ଓ ମେଡିଆ ଉପଦେଷ୍ଟା

ଭୁବନେଶ୍ବର() ଆଜି ବିଶ୍ୱ ଅଣ୍ଡା ଦିବସରେ ଭୁବନେଶ୍ୱର ଓୟୁଏଟି ପରିସରରେ ଥିବା ଭେଟେନାରି କଲେଜ ପଡିଆରେ ପ୍ରାୟ ୫ହଜାର କୁକୁଡା ଚାଷୀଙ୍କର ସମାବେଶ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କୃଷମନ୍ତ୍ରୀ ଡ.ଅରୁଣ କୁମାର ସାହୁ ଏବଂ ଲେୟାର ଫାର୍ମର୍ସ ଆସୋସିଏସିନର ଉପଦେଷ୍ଟା ତଥା ରାଜ୍ୟ ମିଡିଆ…