Odia News Portal
Yearly Archives

2019

ଦରକାର ଯେଉଁଠି ପ୍ରଣବ ସେଇଠି, ତୁଟାଇଲେ ମଙ୍ଗୁ ମଠ ବିବାଦ

ଭୁବନେଶ୍ୱର() ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି )ଙ୍କ କାର୍ୟ୍ୟଶୈଳୀକୁ ପ୍ରଶଂସା କରିଛନ୍ତି ପଞ୍ଜାବ ବିଧାୟକ ସମରଜିତ ସିଂ । ଏହା ସହ ପୁରୀ ମଙ୍ଗୁ ମଠ ନେଇ ପଞ୍ଜାବ ସରକାରଙ୍କ ଯେଉଁ ଭୁଲ ବୁଝାମଣା ଥିଲା ତାହା ବି ଦୂର ହୋଇଛି ବୋଲି ବିଧାୟକ କହିଛନ୍ତି କ୍ଷ ଏନେଇ ପଞ୍ଜାବର ଏକ ଶିଖ୍…

କାକଟପୁର ମା ମଙ୍ଗଳାଙ୍କ ଆଶ୍ଚର୍ୟ୍ୟଜନକ ରହସ୍ୟ , ଜାଣନ୍ତୁ

ଏହି ମା ମଙ୍ଗଳା ମନ୍ଦିରରେ ରହିଛି ଅନେକ ଆଶ୍ଚର୍ୟ୍ୟଜନକ ମହିମା ଯାହା ଆପଣ ଜାଣି ନଥିବେ ତେବେ ଆସନ୍ତୁ ଜାଣିବା ମା ଙ୍କ ମହିମା ସମ୍ପର୍କରେ । ପୌରାଣିକ ତଥ୍ୟରୁ ପ୍ରାଚୀ ନଦୀ ମହାଗର୍ଭରେ ମା ମଙ୍ଗଳା ବୁଡିକି ରହିଥିଲେ । ଥରେ ଜଣେ ନାବିକ ନଦୀରେ ଡ଼ଙ୍ଗା ବହୁଥିବା ବେଳେ ହଠାତ ଅଦିନିଆ ଝଡ଼ରେ…

ଅକ୍ଷୟ କୁମାରଙ୍କ ନାଁରେ ଅଭିଯୋଗ

ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଫିଲ୍ମ ‘ଗୁଡ଼ ନ୍ୟୁଜ୍’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଇତିମଧ୍ୟରେ ଫିଲ୍ମର ଏକ ଡାଇଲଗ୍ ପ୍ରୋମୋ ରିଲିଜ୍ ହୋଇଥିଲା। ସେଥିରେ ଅକ୍ଷୟ କୁମାର କିଛି ଏମିତି କହିଦେଇଛନ୍ତି ଯେ ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଯାଇଛି। ଏବେ ୟୁଜର୍ସ ସୋସିଆଲ ମିଡ଼ିଆରେ ଅକ୍ଷୟ…

ଶ୍ରୀଲଙ୍କା ପାଇଁ ଭାରତୀୟ ଦଳ ଘୋଷଣା, ରୋହିତ ଓ ସାମି ବାଦ୍‌ ପଡ଼ିଲେ କାହିଁକି ?

ମୁମ୍ବାଇ : ଏ ବର୍ଷ ବିଜୟ ସହ ସାରିଛି ଟିମ୍‌ ଇଣ୍ଡିଆ । ଆସନ୍ତା ବର୍ଷ ଆରମ୍ଭରୁ ଭେଟିବ ପଡ଼ୋଶୀ ଶ୍ରୀଲଙ୍କାକୁ । ୨୦୨୦ ଜାନୁଆରୀ ୫ ତାରିଖରୁ ଘରୋଇ ସିରିଜ୍‌ରେ ଶ୍ରୀଲଙ୍କା ସହ ମୁକାବିଲା କରିବ ଭାରତୀୟ ଦଳ । ଦୁଇ ଟିମ୍‌ ଟି-୨୦ ସିରିଜ୍‌ ଖେଳିବେ । ଏଥିପାଇଁ ଆଜି ଭାରତୀୟ ଦଳ ଘୋଷଣା କରାଯାଇଛି…

ଚାଲେଞ୍ଜର ଟ୍ରଫି ପାଇଁ ଦୁଇ ଓଡ଼ିଆ ମହିଳା କ୍ରିକେଟର

କଟକ : ଚାଲେଞ୍ଜର ଟ୍ରଫି ପାଇଁ ୨ ଓଡ଼ିଆ ମହିଳା କ୍ରିକେଟର ମନୋନୀତ ହୋଇଥିବା ସୂଚନା ମିଳିଛି । ସେହି ଦୁଇ ମହିଳା ହେଉଛନ୍ତି ସୁଶ୍ରୀ ଦିବ୍ୟଦର୍ଶନୀ ଓ ମାଧୁରୀ ମେହେତା । ସେମାନେ ଟ୍ରଫି ପାଇଁ ମନୋନୀତ ହୋଇଛନ୍ତି । ସିନିଅର ଚାଲେଞ୍ଜର ଟ୍ରଫିରେ ସେହି ଦୁଇ ଖେଳାଳୀ ଭାଗ ନେବେ । ଆସନ୍ତାବର୍ଷ…

୩୦ ଛାତ୍ରଛାତ୍ରୀଙ୍କୁ ସ୍ବତନ୍ତ୍ର ଟ୍ରେନିଂ

ଭୁବନେଶ୍ୱର()  ଆର୍ଟିଫିସିଆଲ ଇଣ୍ଟେଲିଜେନସ୍ ମେସିନ ଲର୍ଣ୍ଣିଂ ସେଣ୍ଟରକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛାତ୍ରଛାତ୍ରୀମାନଙ୍କୁ ୩ମାସ ଯାଏ ସ୍ବତନ୍ତ୍ର ଭାବେ ଟ୍ରେନିଂ ଦିଆଯିବ । ସିଇଟି କଲେଜରେ ରାଜ୍ୟର ପ୍ରଥମ ଆର୍ଟିଫିସିଆଲ ଇଣ୍ଟେଲିଜେନସି ମେସିନ୍ ଲର୍ଣ୍ଣିଂ ସେଣ୍ଟର…

ନଦୀକୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

ସାଲେପୁର() ନଦୀ ପୋଲରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ।ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାରକାର୍ୟ୍ୟ ଜାରି ରଖିଛନ୍ତି । ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନେମାଳ ଥାନା ବରପଡା ନଦୀ ପୋଲ ଉପରେ ସାଇକେଲ ରଖି ଛାତ୍ରୀ ଜଣଙ୍କ ଲୁଣା ନଦୀକୁ ଡେଇଁ ପଡ଼ିଛନ୍ତି । ଛାତ୍ରୀ ଜଣଙ୍କ…

ତିନି ଦିନରେ ୮୦ କୋଟି

ମୁମ୍ବାଇ() ଗତ ୨୦ ତାରିଖରେ ରିଲିଜ ହୋଇଥିଲା ଫିଲ୍ମ ‘ଦବଙ୍ଗ ୩’। ବକ୍ସ ଅଫିସରେ ଧମାଲ କରିବାରେ ଲାଗିଛି ଏହି ଫିଲ୍ମଟି । ଫିଲ୍ମ ସମୀକ୍ଷକ ତରଣ ଆଦର୍ଶକଙ୍କ ଟ୍ୱିଟ୍ ମୁତାବିକ, ଫିଲ୍ମ ପ୍ରଥମ ଦିନରେ ୨୪.୫୦ କୋଟି, ଦ୍ୱିତୀୟ ଦିନରେ ୨୪.୭୫ କୋଟି ଟଙ୍କା ଓ ତୃତୀୟ ଦିନରେ ଏହା ୩୧.୯୦ କୋଟି…

ବିଜେପି ହାତରୁ ଖସିଲା ଝାଡ଼ଖଣ୍ଡ

ରାଞ୍ଚି() ବିଜେପି ହାତରୁ ଖସିଲା ଝାଡ଼ଖଣ୍ଡ । ବିଧାନସଭା ନିର୍ବାଚନରେ ବିଜେପି ପରାଜୟ ଆଡ଼କୁ ଆଗେଇ ଚାଲିଛି । ଅନ୍ୟପଟେ ଝାଡ଼ଖଣ୍ଡରେ ମହାମେଂଟକୁ ବହୁମତ ମିଳିବା ସମ୍ଭାବନା ବଢ଼ିଛି । ଗଣତି ଜାରି ରହିଥିବା ବେଳେ କଂଗ୍ରେସ- ଜେଏମଏମ ଓ ଆରଜେଡି ମେଂଟ ୪୧ ଆସନରେ ଆଗୁଆ ରହିିଥିବା ବେଳେ ବିଜେପି ୨୮…

ବାର୍ବି ଡଲ୍ ହେବା ପାଇଁ ନିଜ ଓଠକୁ କଲେ ଏମତି

ବାର୍ବି ଡଲ୍ ହେବା ପାଇଁ ବୁଲଗେରିଆର ଆଣ୍ଡ୍ରିଆ ଇଭାନୋଭା ୧୭ଟି ଲିପ୍ ଇଞ୍ଜେକ୍ସନ୍ ନେଇଛନ୍ତି। ତଥାପି ସେ ତାଙ୍କ ଓଠକୁ ଆହୁରି ବଡ଼ କରିବାକୁ ଚାହୁଁଛନ୍ତି। ୨୨ବର୍ଷ ବୟସ୍କା ଆଣ୍ଡ୍ରିଆ ବିଶ୍ବର ସବୁଠୁ ବଡ଼ ଓଠ ଥିବା ଯୁବତୀଙ୍କ ରେକର୍ଡ଼ ନିଜ ନାଁରେ କରିବାକୁ ଚାହୁଁଛନ୍ତି।ଆଣ୍ଡ୍ରିଆ ସୋଫିଆ…