‘ମେଡ୍ ଇନ୍ ଚାଇନା’ର ଟ୍ରେଲର ରିଲିଜ୍
ମୁମ୍ବଇ : ରାଜକୁମାର ରାଓ ଓ ମୌନୀ ରୟଙ୍କ ଅଭିନୀତ ଚଳଚ୍ଚିତ୍ର ‘ମେଡ୍ ଇନ୍ ଚାଇନା’ର ଟ୍ରେଲର ବୁଧବାର ରିଲିଜ୍ ହୋଇଛି। ମିଖିଲ ମୁଶଲେଙ୍କ ନିର୍ଦ୍ଦେଶିତ ଏହି କମେଡ଼ି ଚଳଚ୍ଚିତ୍ର ଚଳିତ ବର୍ଷ ଦୀପାବଳି ଅବସରରେ ମୁକ୍ତିଲାଭ କରିବ। ଚଳଚ୍ଚିତ୍ରର ଟ୍ରେଲରକୁ ଲୋକେ ଖୁବ୍ ପସନ୍ଦ କରୁଥିବା…
