Odia News Portal
Yearly Archives

2019

ରୋମାଣ୍ଟିକ ସିନ ବେଳେ ନିଜକୁ କଣ୍ଟ୍ରୋଲ କରି ପାରିନଥିଲେ ଏହି ଷ୍ଟାର

ମୁମ୍ବାଇ() ପୁରା ବଲିଉଡ ଆକସନ, ଡା୍ରମା ଓ ରୋମାଣ୍ଟିକ ସିନ ପାଇଁ ଫେମସ ହୋଇଯାଇଛି । ରୋମାଣ୍ଟିକ ସିନ କରିବା ପାଇଁ ବହୁତ ଅଭିନେତା ଏବଂ ଅଭିନେତ୍ରୀ ମୋଟା ଅଙ୍କର ଟଙ୍କା ମଧ୍ୟ ନେଇଥାନ୍ତି । ହେଲେ ବଲିଉଡରେ ଏମିତି ଜଣେ ଷ୍ଟାର ଅଛନ୍ତି ଯେ କି ରୋମାଣ୍ଟି କ ସିନ କରିବା ବେଳେ ନିଜକୁ କଣ୍ଟୋ୍ରଲ…

ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ

ଇ-ସିଗାରେଟ  ବ୍ୟାନ୍ ନୂଆଦିଲ୍ଲୀ () ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର । ରେଳ କର୍ମଚାରୀଙ୍କୁ ଚଳିତ ବର୍ଷ ୭୮ ଦିନର ବୋନସ୍ ଦିଆଯିବ। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ପ୍ରକାଶ ଜାବେଡକର ବଡ ଘୋଷଣା କରିଛନ୍ତି । । ଏହା ଦ୍ୱାରା ୧୧ ଲକ୍ଷ ରେଳ କର୍ମଚାରୀ ଉପକୃତ ହେବେ। ବୋନସ୍…

୧୦ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର() ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ କରିଛି । ଏହି ଜିଲ୍ଲାଗୁଡ଼ିକ ହେଲା ଢେଙ୍କାନାଳ, ଯାଜପୁର, କେନ୍ଦୁଝର, କନ୍ଧମାଳ ପୁରୀ, ଗଞ୍ଜାମ, ନୟାଗଡ଼, କଟକ, ଖୋର୍ଦ୍ଧା ଓ ମାଲକାନଗିରି।

ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ପାଇଁ ବ୍ୟବସ୍ଥା କରାଯାଉଛି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର() ଅଯୋଗ୍ୟ ‘କାଳିଆ’ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । “ଯେଉଁ ଅଯୋଗ୍ୟ ହିତାଧିକାରୀ ଟଙ୍କା ପାଇଛନ୍ତି ସେମାନଙ୍କଠାରୁ ଟଙ୍କା ଫେରସ୍ତ ବ୍ୟବସ୍ଥା କରାଯାଉଛି।” ସୂଚନାଯୋଗ୍ୟ, ଗତକାଲି କାଳିଆ ଯୋଜନାରେ ୩…

ନିଜ ସ୍ଵାମୀଙ୍କୁ ଭଗବାନ ଭଳି ମାନନ୍ତି ଏହି ଅଭିନେତ୍ରୀମାନେ

କହିବାକୁ ଗଲେ ଫିଲ୍ମ ଦୁନିଆରେ ସମ୍ପର୍କର ମୂଲ୍ୟ ସେତେ ନାହିଁ କିନ୍ତୁ ଆଜି ଆମେ ଆପଣଙ୍କୁ ଏହି କଥା ମିଛ ବୋଲି ବି କହି ପାରିବୁ । ଏହା ଜାଣି ଆପଣମାନେ ବି ବହୁତ ଆଶ୍ଚର୍ଯ୍ୟ ହୋଇଯିବେ । ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ ସେହି ଅଭିନେତ୍ରୀମାନଙ୍କ ବିଷୟରେ ଯେଉଁମାନେ ନିଜ ସ୍ଵାମୀଙ୍କୁ କୌଣସି…

ଗୁଳିମାଡରେ ଯୁବକ ମୃତ

କେନ୍ଦ୍ରାପଡ଼ା : କିଛିଦିନର ନିରବତା ପରେ ପୁଣି କେନ୍ଦ୍ରାପଡ଼ାରେ ଗୁଳି ଫୁଟିଛି । ଦିନଦ୍ୱିହରରେ ବିଚ ରାସ୍ତାରେ ଦୁର୍ବୃତମାନେ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଛନ୍ତି । ଗୁଳି ମାଡରେ ଔଷଧ ବ୍ୟବସାୟୀ ଗଗନ ସାହୁଙ୍କର ମୃତ୍ୟୁ ଘଟିଛି । ପୁଲିସ ଶବ ଜବତ କରିବା ସହ ଘଟଣାର ଛାନିଭିନ…

ଆଜି ଠାରୁ ଆରମ୍ଭ ହେବ ଦେଶୀୟ ପକ୍ଷୀ ଗଣନା

କେନ୍ଦ୍ରାପଡା : ଆଜିଠୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେଉଛି ପକ୍ଷୀଗଣନା । ମଠମାଡିଆ ଓ ଲକ୍ଷ୍ମୀପ୍ରସାଦ ଡିଆରେ ୩ଟି ଟିମ୍‌ ପକ୍ଷୀ ଗଣନା କରିବେ। ପ୍ରତି ଟିମ୍‌ରେ ୬ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ପକ୍ଷୀମାନଙ୍କ ମଧ୍ୟରେ ଅଧିକ ସଂଖ୍ୟକ ଗେଣ୍ଡାଳିଆ ଓ ବଗ ଥିବା ଜଣାପଡିଛି।…

କ୍ରାନ୍ତିଧାରା’ ଚଳଚ୍ଚିତ୍ରକୁ ଆଉ ଏକ ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନ

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ରରେ ଏକ କ୍ରାନ୍ତି ଆଣିଥିବା ‘କ୍ରାନ୍ତିଧାରା’ ଚଳଚ୍ଚିତ୍ରକୁ ଆଉ ଏକ ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନ । ଏସିଆର ସବୁଠାରୁ ଉତ୍କଷ୍ଟ ଚଳଚ୍ଚିତ୍ର ବିବେଚିତ ହୋଇଛି କ୍ରାନ୍ତିଧାରା । ଏସିଆନ୍‌ ଏକ୍ସଲେଣ୍ଟ ଫିଲ୍ମ ପୁରସ୍କାର ପାଇବାକୁ ମନୋନୀତ ହୋଇଛି ଏହି ଓଡ଼ିଆ ସିନେମା…

ପ୍ରଥମ ଥର ପାଇଁ ତାଜମହଲ ପରିଦର୍ଶନ କରି ଆତ୍ମବିଭୋର ହୋଇପଡ଼ିଲେ ଏହି ଦକ୍ଷିଣ ଭାରତୀୟ ଅଭିନେତ୍ରୀ, ଭାଇରାଲ ହେଉଛି ଫଟୋ

ଦକ୍ଷିଣ ଭାରତୀୟ ଅଭିନେତ୍ରୀ କାଜଲ ଅଗ୍ରଓ୍ଵାଲ ଏବେ ବଲିଉଡ଼ରେ ମଧ୍ୟ ନିଜ ଜଲଓ୍ଵା ଦେଖାଇବାରେ ବ୍ୟସ୍ତ। ସିଙ୍ଘମ୍‌ ଫିଲ୍ମ ଜରିଆରେ ହିନ୍ଦୀ ସିନେମା ଜଗତରେ ପାଦ ଥାପିଥିବା କାଜଲଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଆଗ୍ରାର ତାଜମହଲ ସାମ୍ନାରେ ଉଠାଯାଇଛି।…

ଘରେ ଯଦି ଏହିସବୁ ସଙ୍କେତ ମିଳିବା ଆରମ୍ଭ କରେ ତାହେଲେ ଜାଣନ୍ତୁ ଆଗକୁ ବହୁତ ଭଲ ସମୟ ଆସୁଛି

ଜୀବନରେ ଘଟୁଥିବା ପ୍ରତ୍ୟେକ ଘଟଣା ସହ ଆମର କିଛି ନା କିଛି ସମ୍ପର୍କ ରହିଥାଏ। କିଛି ଛୋଟ ଘଟଣା ଯାହାକୁ ଆମେ ଅଣଦେଖା କରିଥାଉ ତାହା ଅଧିକ ପ୍ରଭାବ ପକାଇଥାଏ। ଅନେକ ସଙ୍କେତ ଦେଇଥାଏ। ତେବେ ଆସନ୍ତୁ ଜାଣିବା ଏହି ସଙ୍କେତଗୁଡ଼ିକ ବିଷୟରେ ଯଦି ସକାଳେ ଆପଣଙ୍କ ଦ୍ବାର ପାଖରେ ଗାଈ ହମ୍ବା ରଡ଼ି…