Odia News Portal
Yearly Archives

2019

କଇଁଛ ମୁଦି ଏହି ରାଶିର ବ୍ୟକ୍ତିଙ୍କୁ କରିଥାଏ କୋଟିପତି, ପ୍ରେମରେ ମଧ୍ୟ ମିଳିଥାଏ ସଫଳତା

ଆମ ଜୀବନ ରେ ରାଶି ନକ୍ଷତ୍ର ର ପ୍ରଭାବ ପଡ଼ିଥାଏ କିନ୍ତୁ କିଛି ଏପରି ଜିନିଷ ଥାଏ ଯାହାକୁ ବ୍ୟବହାର କଲେ ଆମ ଜୀବନ ରେ ଅନେକ ପରିବର୍ତ୍ତନ ଆସିଥାଏ । ଅନେକ ସମୟରେ ଆମେ କର୍ମ ତ କରିଥାଉ କିନ୍ତୁ ଭାଗ୍ୟ ଅନୁକୂଳ ହୋଇ ନ ଥାଏ । ଫଳରେ ଯେତିକି ଫଳ ମିଳିବା କଥା ତାହା ମିଳି ନ ଥାଏ । ଭାଗ୍ୟକୁ…

ଏହି ଦୁଇଟି ରାଶିର ଲୋକମାନେ ଭୁଲରେ ମଧ୍ୟ କଳା ସୂତା ପିନ୍ଧିବା ଉଚିତ ନୁହେଁ

ଆଜିକାଲି ହାତ ବା ଗୋଡରେ କଳା ସୂତା, ବ୍ୟାଣ୍ଡ ବାନ୍ଧିବା ଏକ ଫ୍ୟାସନରେ ପରିଣତ ହୋଇଗଲାଣି । ତେବ ଲୋକମାନେ କଳାସୂତା ପିନ୍ଧିବାର କାରଣ ନଜାଣି ଏଭଳି ଫ୍ୟାସନେବଲ ଜିନିଷ କିଣି ପିନ୍ଧୁଛନ୍ତି । ଯାହାର ନକରାତ୍ମକ ପ୍ରଭାବ ସମ୍ପର୍କରେ ସେମାନେ ଜାଣନ୍ତି ନାହିଁ । ତେବେ ସମସ୍ତଙ୍କ ପାଇଁ କଳା ସୂତା…

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା …

ମେଷ - ଶୁଭେତ୍ସୁଙ୍କ ପରାମର୍ଶରେ ନୂଆ ନୂଆ କାମ କରିବା ସକାଶେ ମନ ବଳାଇବେ। ବିଶେଷ ଅସୁବିଧା ନ ହେଲେ ମଧ୍ୟ ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା ଓ ନୈରାଶ୍ୟ ଆପଣଙ୍କୁ ବ୍ୟସ୍ତ ଓ ବିବ୍ରତ କରାଇବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ…

ମୋଦି ଫିଟ ରହିବାର କାରଣ ଜାଣନ୍ତୁ …

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ମୋଦି ଏହି ବୟସରେ ମଧ୍ୟ ପୂରା ଫିଟ୍ ଅଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଥରେ ବି ରୋଗଗ୍ରସ୍ତ ହୋଇନାହାନ୍ତି। ତାଙ୍କର ଏହି ଫିଟନେସର ରାଜ କ’ଣ ଜାଣିଛନ୍ତି କି? ପ୍ରଧାନମନ୍ତ୍ରୀ ମୋଦି ଶୁଦ୍ଧ…

ଫାଶୀ ଦେବା ପୂର୍ବରୁ କଏଦୀର କାନରେ କଣ କହିଥାଏ ଘାତକ, ଜାଣନ୍ତୁ …

ସବୁଠାରୁ ବଡ ଦଣ୍ଡ ହେଲା ଫାଶୀ। କିନ୍ତୁ ଫାଶୀ ପ୍ରକୃତରେ ବହୁତ ସାବଧାନତା ସହ ଦିଆଯାଏ। ଏତେ ବଡ ଦେଶରେ କେବଳ ୨ ଟି ଘାତକ ଅଛନ୍ତି, ଯିଏକି ସରକାରଙ୍କ ଦ୍ୱାରା ମାରିବାର ଦରମା ନିଅନ୍ତି। ମଣିଷକୁ ମରୁଥିବାର ଦେଖି ବହୁତ ଲୋକେ ଡିପ୍ରେସନ୍ ରେ ଆସିଯାଆନ୍ତି। ଫାଶୀ ଦେବା ସମୟରେ ଅନେକ ନିୟମ ପାଳନ…

ଜନ୍ମଦିନରେ ମୋଦି ଓ ତାଙ୍କ ମା’ ଏକାଠି ବସି କେଉ ଖାଦ୍ୟର ମଜା ନେଇଥିଲେ,ଜାଣନ୍ତୁ

୬୯ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦି । ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଅହମ୍ମଦାବାଦ ଯାଇ ମା’ଙ୍କୁ ଭେଟି ଆଶୀର୍ବାଦ ନେବାସହିତ ତାଙ୍କ ସହିତ ମଧ୍ୟାହ୍ନ ଭୋଜନ ଖାଇଛନ୍ତି । ମା’ଙ୍କ ଆଶିର୍ବାଦ ନେଇ ନିଜର ଆଗାମୀ ମିଶନ ପାଇଁ ଅଗ୍ରସର ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।…

‘କାଳିଆ’ ଟଙ୍କା ନଫେରାଇଲେ ଦରମାରୁ କଟିବ ଟଙ୍କା: ଅରୁଣ

ସରକାରୀ ଚାକିରିଆ, ପେନସନଭୋଗୀ, ନାବାଳକ ଓ ବଡ ଚାଷୀ ବି ପାଇଛନ୍ତି ସରକାରୀ ଚାକିରିଆଙ୍କ ଦରମାରୁ ଏହି ରାଶି ଉଦ୍ଧାର ହେବ ଭୁବନେଶ୍ବର () କାଳିଆ ଯୋଜନାରେ ସହୟତା ପାଇଥିବା ତାଲିକାରୁ ବାହାରିଛନ୍ତି 3 ଲକ୍ଷ ୪୧ହଜାର ଅଯୋଗ୍ୟ ହିତାଧିକାରୀ । ସେ ମଧ୍ୟରେ ୨୦ହଜାର ସରକାରୀ ଚାକିରିଆ ଓ…

ପୃଥିବୀ ପାଇଁ ମାଡିଆସୁଛି ବଡ ସଙ୍କଟ

ଆମେରିକା ମହାକାଶ ସଂସ୍ଥା ନାସା ଅନୁଯାୟୀ, ସିଡନୀ ହାର୍ବର ବ୍ରିଜ୍ ଲମ୍ବର ଏହି ପଥରଖଣ୍ଡ ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି । ଘଣ୍ଟା ପ୍ରତି ୨୩,୧୦୦ କିଲୋମିଟର ବେଗରେ ଏହା ପୃଥିବୀ ଆଡକୁ ଆସୁଛି । ସେପ୍ଟେମ୍ବର ୨୦ରେ ଏହି ପଥରଖଣ୍ଡ ପୃଥିବୀ ଠାରୁ ୫.୩ ନିୟୁତ କିଲୋମିଟର ଦୂରରେ ଗତି…

ଏହି ଭାରତୀୟ ଅଭିନେତ୍ରୀଙ୍କୁ ଅପହରଣ କରିବାକୁ ଚାହୁଁଥିଲେ ସୋଏବ

ମୁମ୍ବାଇ ()  ଆଜି ଆମେ ଜଣେ କ୍ରିକେଟରଙ୍କ ଏକ ତରଫା ପ୍ରେମ ବିଷୟରେ କହିବୁ ଯାହା ବୋଧେ ଖୁବ୍ କମ୍ ଲୋକ ଜାଣନ୍ତି। ସେହି ଖେଳାଳି ଜଣକ ହେଲେ ବିଶ୍ବର ସବୁଠାରୁ ଦ୍ରୁତତମ ବୋଲର ପାକିସ୍ତାନର ସୋଏବ୍ ଅଖତର। ଅଭିନେତ୍ରୀ ସୋନାଲୀ ବେନ୍ଦ୍ରେଙ୍କ ପ୍ରେମରେ ଏମିତି ପାଗଳ ହୋଇଯାଇଥିଲେ ଯେ ଦିନ…

ଶଗଡ ଗାଡି ଉପରେ ବି ଚାଲାଣ କାଟିଲା ପୋଲିସ

ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ୫୦୦ରୁ ଆରମ୍ଭ ହୋଇ ୬ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚାଲାଣ କଟାଯାଇଥିବାର ଖବର ସାମ୍ନାକୁ ଆସିଛି ।କେବଳ ବାଇକ୍ ଓ କାର ନୁହେଁ ଶଗଡ ଗାଡି ଉପରେ ମଧ୍ୟ ଚାଲାଣ କଟାଯାଇଥିବାର ଖବର ସାମ୍ନାକୁ ଆସିଛି ।ଘଟଣାଟି ହେଲା ଉତ୍ତରପ୍ରଦେଶର ବିଜନୋର ଜିଲ୍ଲାର ସାହସପୁର…