Odia News Portal
Yearly Archives

2019

ବକ୍ସ ଅଫିସରେ କମାଲ୍‍ କରୁଛି ‘ଡ୍ରିମ୍‍ଗର୍ଲ’

ମୁମ୍ବଇ : ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଡ୍ରିମ୍‍ଗର୍ଲ’ ବକ୍ସ ଅଫିସରେ ଉଲ୍ଲେଖନୀୟ ଆୟ କରୁଛି। ମୁକ୍ତିଲାଭର ୨ଦିନ ମଧ୍ୟରେ ଏହା ୨୬ କୋଟି ୪୭ ଲକ୍ଷ ଟଙ୍କାର ବ୍ୟବସାୟ କରିଛି। ପ୍ରଥମ ଦିନରେ ଚଳଚ୍ଚିତ୍ର ୧୦ କୋଟି ୫ ଲକ୍ଷ ଟଙ୍କା ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ୧୬ କୋଟି ୪୨…

କନିଷ୍ଠ କିରାଣୀ ସାହୁଙ୍କ ଘରେ ଭିଜିଲାନ୍ସ

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଏମକେସିଜି ମେଡିକାଲର କନିଷ୍ଠ କିରାଣୀ । କନିଷ୍ଠ କିରାଣୀ ଅଜିତ୍ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ଆମ୍ବପୁଆସ୍ଥିତ…

ଚିକିତ୍ସାରେ ଅବହେଳା ଯୋଗୁଁ ଦୁଇ ରୋଗୀଙ୍କର ମୃତ୍ୟୁ ଅଭିଯୋଗ

କେନ୍ଦୁଝର : ରୋଗୀ ମୃତ୍ୟୁକୁ ନେଇ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା ଦେଖାଦେଇଛି । ଚିକିତ୍ସାରେ ଅବହେଳା ଯୋଗୁଁ ଦୁଇ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ, ଗତକାଲି ଦୁଇ ଜଣ ରୋଗୀ ମେଡିକାଲରେ ଭର୍ତ୍ତି ହୋଇଥିଲେ । ମୃତକ ହେଲେ କରଞ୍ଜିଆର…

ତ୍ରିଲୋଚନ ଭିନ୍ନକ୍ଷମ ମଣିଷ, କିନ୍ତୁ ନିଃସ୍ୱାର୍ଥପର ସାମାଜିକ କର୍ମୀ

ଭୁବନେଶ୍ବର : କିଛି ଲୋକ ସମାଜସେବା କରି ଲୋକଲୋଚନକୁ ଆସିବାକୁ ଚାହୁଁ ନାହାଁନ୍ତି । ଆଉ କିଛି ଆତ୍ମଘୋଷିତ ସମାଜସେବୀ ମାନେ, ଦୟା, ଭିକ ଓ କିଣା ସମ୍ମାନରେ ଆତ୍ମସନ୍ତୋଷ ପାଆନ୍ତି। ନିଜ ଅକ୍ଷମତାକୁ ଦେଖାଇ କିଛି ଭିନ୍ନକ୍ଷମ, ଅର୍ଥ ଓ ସମ୍ମାନ ଉପାର୍ଜନ କରୁଥିବା ବେଳେ, ତ୍ରିଲୋଚନ…

ସରକାର କ୍ୱାର୍ଟର୍ସ ପାଇଁ ବିଜେଡିକୁ ଆଙ୍ଗୁଠି ଦେଖାଇଲେ ଦେବାଶିଷ

ଭୁବନେଶ୍ୱର : ବିଧାୟକ ପଦରୁ ଯିବାପରେ ସରକାରୀ କ୍ୱାଟର୍ସର ମୋହ ଛାଡି ନଥିବା ପୂର୍ବତନ ବିଧାୟକ ଦେବାଶିଷ ନାୟକ ଘର ଛାଡିବାପାଇଁ ନୋଟିସ୍‍ ପାଇଲାପରେ ଏବେ ବିଜେଡି ଓ ଦଳୀୟ ନୀତି ଆଡକୁ ଅଙ୍ଗୁଳି ଦେଖାଇଛନ୍ତି । ନିୟମ ଅନୁଯାୟୀ ସାଧାରଣ ପ୍ରଶାସନ ବିଭାଗ ଏଭଳି ନୋଟିସ୍‍ ଦେଇଥିବାବେଳେ ଆଇନ୍‍କୁ…

ବରିଷ୍ଠ କରିଥିବା ବଣକୁ ସଫା କରୁଛନ୍ତି କନିଷ୍ଠ

ଭୁବନେଶ୍ୱର : ଓଡିଶା ସଚିବାଳୟ ସେବା ସଂଘ (ଓସା)ହାଉସ୍‍ ପରିସର ଜଙ୍ଗଲ ପାଲଟିଥିବା ନେଇ ସ୍ୱାଧିକାରରେ ଖବର ପ୍ରକାଶ ପାଇବାପରେ ଏବେ ଏହାର ପ୍ରଭାବ କିଛି ଯୁବ ଅଫିସରଙ୍କ ଉପରେ ପଡିଛି । ହାତରେ କୋଦାଳ ଗଇଁତି ଧରି ସେମାନେ ଓସା ହାଉସ୍‍ରୁ ଅଳିଆ ହଟାଇବାରେ ଲାଗିଛନ୍ତି । ତେବେ ବରିଷ୍ଠମାନେ…

ସୁଖସମୃଦ୍ଧି ପାଇଁ ଗୃହରେ ରଖନ୍ତୁ ଏହି ବିଶେଷ ଦ୍ରବ୍ୟ

ହିନ୍ଦୁ ଧର୍ମରେ କିଛି ଏପରି ମାନ୍ୟତା ରହିଛି, ଯାହାକୁ ବହୁ ପୂର୍ବରୁ ଲୋକେ ପାଳନ କରି ଆସୁଛନ୍ତି। ଲୋକଙ୍କ ବିଶ୍ୱାସଅନୁଯାୟୀ, ସେହି ନିୟମ ଗୁଡ଼ିକୁ ମାନିବା ଦ୍ୱାରା ଗୃହରେ ସୁଖ, ଶାନ୍ତି, ସମୃଦ୍ଧି ଓ ସମସ୍ତ ଉନ୍ନତି ହୋଇଥାଏ। ବର୍ତ୍ତମାନ ସମୟରେ ମଧ୍ୟ ସମସ୍ତେ ସେହି ନିୟମକୁ ପାଳନ କରୁଛନ୍ତି…

ରିଲିଜ୍‍ ହେଲା ‘ଶକୁନ୍ତଳା ଦେବୀ’ ଟିଜର୍‍ : ନିଆରା ଲାଗୁଛନ୍ତି ବିଦ୍ୟା

ମୁମ୍ବଇ : ଦର୍ଶକଙ୍କୁ ‘ମିଶନ ମଙ୍ଗଳ’ ଭଳି ହିଟ୍‍ ଚଳଚ୍ଚିତ୍ର ଭେଟି ଦେବା ପରେ ବଲିଉଡ଼ ଅଭିନେତ୍ରୀ ବିଦ୍ୟା ବାଲନ ଏବେ ଅନ୍ୟ ଏକ ପ୍ରୋଜେକ୍ଟର ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଗଣିତ ଯାଦୁକର ଶକୁନ୍ତଳା ଦେବୀଙ୍କ ଉପରେ ନିର୍ମାଣ ହେଉଥିବା ଚଳଚ୍ଚିତ୍ର ‘ଶକୁନ୍ତଳା ଦେବୀ-ହ୍ୟୁମାନ କମ୍ପ୍ୟୁଟର’ରେ…

ଏହି ସବୁ ଜିନିଷରୁ ବି ମିଳିଥାଏ ଭରପୂର ମାତ୍ରାରେ ଆୟୋଡିନ, ଆସନ୍ତୁ ଜାଣିବା

ଆୟୋଡିନ୍‌ ମସ୍ତିଷ୍କ ବିକାଶରେ ସହାୟକ ହୋଇଥାଏ। ଏଥିରୁ ଏମିତି ତତ୍ତ୍ୱ ମିଳିଥାଏ, ଯାହାକି ଶରୀର ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ। ଆଜି ଆମେ ଆପଣଙ୍କୁ ଜଣାଉଛୁ କି, ଆୟୋଡିନ୍‌ର ଅଭାବ ଦୂର କରିବା ପାଇଁ ଆପଣ ଖାଦ୍ୟରେ କେଉଁ କେଉଁ ଜିନିଷକୁ ସାମିଲ କରିପାରିବେ। - ଆଳୁରେ…

ହୋଟେଲ ରୁମ୍‌ରେ କ୍ୟାମେରା ଲାଗିଛି କି ନାହିଁ ଜାଣିବା ପାଇଁ ଆପଣାନ୍ତୁ ଏହି ୬ଟି ଉପାୟ

ଆପଣ ନିଜ ସାଥୀଙ୍କ ସହ କୌଣସି ହୋଟେଲରେ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଉଥିବା ବେଳେ ତୃତୀୟ ବ୍ୟକ୍ତି ଲୁଚି ରହି ସେହି ମୁହୂର୍ତ୍ତକୁ ରେକଡିଂ କରିବା ଭଳି ଘଟଣା ଅନେକ ଥର ସାମ୍ନାକୁ ଆସିଛି। ଭାରତର ଅନେକ ଗୁଡିଏ ଛୋଟ ଛୋଟ ସହରରେ ଏହିଭଳିି ଘଟଣା ଘଟିଥାଏ, ଯାହା ହୋଟେଲର ରୁମ୍‌ରେ ଲୁଚି ରହିଥିବା…