Odia News Portal
Yearly Archives

2019

୬ ବର୍ଷର ପୁଅ ବିରଜା ଯାହାଙ୍କ କଣ୍ଠରୁ ଝରୁଛି ଅନର୍ଗଳ ଭାଗବତ

ଯାଜପୁର : ଇଏ ଚମତ୍କାରିତା ନା ଈଶ୍ୱରଙ୍କ ଆଶୀର୍ବାଦ । ଛଅ ବର୍ଷର ପିଲାଟି ଅନର୍ଗଳ ଭାବେ ଭାଗବତ ଗାଇ ଚାଲୁଛି । ବିରଜା କ୍ଷେତ୍ର ଯାଜପୁରରେ ଏବେ ଚର୍ଚ୍ଚା ସୃଷ୍ଟି କରିଛି ପିଲାଟି । ଯାଜପୁର ବ୍ଲକ ଅନ୍ତର୍ଗତ ରୁଦ୍ରପୁର ପଞ୍ଚାୟତ ବଡବାଗସାହି ଗ୍ରାମର ୬ ବର୍ଷର ପୁଅ ବିରଜା ଶଙ୍କର ପାଢ଼ୀ ।…

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା ..

ମେଷ – ଚନ୍ଦ୍ରଙ୍କ ସୁପ୍ରଭାବରେ ଆପଣଙ୍କ କାମକୁ ସହଜରେ କରିବା ସକାଶେ ଆନୁଷଙ୍ଗିନ ଅନୁକୂଳ ପରିବେଶ ସୃଷ୍ଟି ହେବ। କିନ୍ତୁ କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍ କାମ କରି ଅନୁତପ୍ତ ହେବେ। ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧। ବୃଷ – ମଙ୍ଗଳ ଆପଣଙ୍କୁ ଯାନବାହନ…

ମୋଦିଙ୍କ ଜନ୍ମଦିନରେ ହେବାକୁ ଯାଉଛି ବିଶ୍ବରେକର୍ଡ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ଆସନ୍ତ କାଲି ଅର୍ଥାତ ୧୭ ସେପ୍ଟେମ୍ବରରେ ନିଜର ୬୭ତମ ଜନ୍ମଦିନ ପାଳନ କରିବେ। ମୋଦିଙ୍କ ଜନ୍ମିଦନ ଅବସରରେ ଗୁଜରାଟର ସୁରଟରେ ଏକ ବେକରି ୭୦୦୦ କିଲୋଗ୍ରାମର ୭୦୦ ଫୁଟ୍ ଲମ୍ବା କେକ୍ କଟାଯିବ। ଏହାକୁ ‘ଇଣ୍ଡିଆ ଏଗନେଷ୍ଟ କରପସନ୍’ ନାମ…

ଭାରତୀୟ ଜଳ ବାହିନୀ, ସ୍ଥଳ ବାହିନୀ ଓ ବାୟୁସେନାର ସାଲ୍ୟୁଟ ପୋଜିସନ ଅଲଗା କାହିଁକି, ଜାଣନ୍ତୁ …

ଭାରତ ପାଖରେ ସ୍ଥଳ ବାହିନୀ, ଜଳ ବାହିନୀ ଓ ବାୟୁସେନା ଭଳି ତିନୋଟି ଦକ୍ଷ ସେନା ବାହିନୀ ରହିଛି। ଏହି ତିନୋଟି ବାହିନୀଙ୍କ ସାଲ୍ୟୁଟ ମଧ୍ୟ ଅଲଗା ଅଲଗା କାହିଁକି ଏହା ପଛର କାରଣ ଜାଣନ୍ତି କି? ଆସନ୍ତୁ ଜାଣିବା ... ଭାରତୀୟ ଜଳ ବାହିନୀ- ଭାରତୀୟ ଜଳ ବାହିନୀ ବା ନେଭିର ଯବାନମାନେ ସାଲ୍ୟୁଟ…

ରାଶି ଅନୁସାରେ କରନ୍ତୁ ଭଗବାନ ବିଶ୍ୱକର୍ମାଙ୍କ ପୂଜା, ବ୍ୟବସାୟରେ ମିଳିବ ସଫଳତା

ଭୁବନେଶ୍ବର : ଆସନ୍ତାକାଲି ପୁରା ଦେଶରେ ବିଶ୍ୱକର୍ମା ଜୟନ୍ତୀ ପାଳନ କରାଯିବ।। ଏହି ଦିନ ଶିଳ୍ପକାରମାନେ ଭଗବାନ ବିଶ୍ୱକର୍ମାଙ୍କ ପୂଜା କରିଥାନ୍ତି। ଭଗବାନ ବିଶ୍ୱକର୍ମାଙ୍କୁ ଶିଳ୍ପକାରମାନଙ୍କ ଦେବତା କୁହାଯାଇଥାଏ। ପ୍ରତ୍ୟେକ ବର୍ଷ ଏହି ଜୟନ୍ତି କନ୍ୟା ସଂକ୍ରାନ୍ତି ଦିନ ପାଳନ କରାଯାଇଥାଏ।…

ଇତିିଶ ପ୍ରଧାନଙ୍କ ଗିରଫ ଦାବୀ କଲା ଛାତ୍ର କଂଗ୍ରେସ

ଭୁବନେଶ୍ୱର() ଦଳୀୟ ବିଶୃଙ୍ଖଳାକୁ ଆଧାର କରି ଗତ ୧୪.୯.୨୦୧୯ ରିଖ ଦିନ ପୂର୍ବତନ ଛାତ୍ର କଂଗ୍ରେସ ରାଜ୍ୟ ସଂଯୋଜକ ଶ୍ରୀ ଇତିଶ ପ୍ରଧାନଙ୍କୁ ନିଖିଳ ଭାରତ ଛାତ୍ର କଂଗ୍ରେସ ସଂପାଦକ ତଥା ଓଡିଶା ପ୍ରଭାରୀ ଶ୍ରୀ ମୋଥା ରୋହିତ୍ ଛାତ୍ର କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଅନିର୍ଦ୍ଧିଷ୍ଟକାଳ…

ବଦଳିବ ବିଧାନସଭାର ରୂପ ରେଖା

ଭୁବନେଶ୍ବର ()  ଓଡ଼ିଶା ବିଧାନସଭାକୁ ଭାରତର ମଡ଼େଲ୍ ବିଧାନସଭା କରିବାକୁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । ଏଥି ନିମନ୍ତେ ପୂର୍ତ୍ତ ବିଭାଗର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହେବ । ଏହି କମିଟିରେ ଅର୍ଥ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗର ପ୍ରତିନିଧି ସଦସ୍ୟ ରହିବେ…

୧ ଟଙ୍କାରେ ଇଡ୍ଲୀ ସମ୍ବର ବିକୁଛନ୍ତି ଏହି ୮୦ବର୍ଷୀୟା ବୃଦ୍ଧା , କାରଣ ପଢନ୍ତୁ …

ଯୌଥ ପରିବାରରେ ଜନ୍ମ ନେଇଥିବା କେ. କମାଲାଥଲଙ୍କୁ ଆରମ୍ଭରୁ ହିଁ ଅଧିକ ଲୋକଙ୍କ ପାଇଁ ଖାଇବା ତିଆରି କରିବାର ଅଭ୍ୟାସ ଥିଲା। ଏହାକୁ ସେ ନିଜର ରୋଜଗାରର ମାଧ୍ୟମ କରିଛନ୍ତି। ପୂର୍ବରୁ ସେ ୫୦ପଇସା ନେଉଥିବା ବେଳେ ଏବେ ୧ଟଙ୍କାରେ ଇଡ୍ଲୀ, ସମ୍ବର ଓ ଚଟନୀ ବିକ୍ରି କରୁଛନ୍ତି। ପ୍ରତିଦିନ ସେ…

ଅଭିନେତ୍ରୀଙ୍କୁ କିସ କରିବାରୁ ସ୍ତ୍ରୀ କଲେ ଏପରି କାମ

ଫିଲ୍ମ ‘ଡ୍ରିମ ଗାର୍ଲ’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଭିନେତା ଆୟୁଷ୍ମାନ ଖୁରାନା ।ତାଙ୍କ ଅଭିନୀତ ‘ବିକ୍କି ଡୋନର’ଠୁ ଆରମ୍ଭ କରି ‘ବରେଲୀ କି ବର୍ଫି’ ପର୍ୟ୍ୟନ୍ତ ସବୁ ଫିଲ୍ମ ସୁପର ଡୁପର ହିଟ୍ ହୋଇଛି।ଆୟୁଷ୍ମାନଙ୍କ ଡେବ୍ୟୁ ଫିଲ୍ମ ‘ବିକ୍କି ଡୋନର’ ଏକଦା ତାଙ୍କ ପରିବାରରେ ଗୁରୁତର ସମସ୍ୟା…

ରୋମାନ୍ସ ସମୟରେ ମହିଳାମାନେ କଣ ଚାହାଁନ୍ତି …

ଝିଅ ହଉ ବା ପୁଅ ରୋମାନ୍ସ କରିବା ଇଚ୍ଛା ସମସ୍ତଙ୍କ ଥାଏ । ମାତ୍ର ଏହା ସମସ୍ତଙ୍କୁ ଜଣା ନଥାଏ, ତେଣୁ ଆଜି ଆମେ ଏହି ବିଷୟରେ ବିସ୍ତାର ରୂପେ ଆଲୋଚନା କରିବାକୁ ଯାଉଛୁଟ୍ଟ ଜଣେ ସ୍ତ୍ରୀ ଲୋକ ଯଦି ଭଲ ସଂସ୍କାରବାଦୀ ପରିବାରରୁ ଶାଶୁ ଘରକୁ ଯାଇଥିବ ସେ ନିଜ ମନ କଥା ଖୋଲି କହିପାରେ ନାହିଁ। ତେଣୁ…