Odia News Portal
Yearly Archives

2019

ଯୋଗଗୁରୁଙ୍କୁ ବିବାହ ଅଫର

ମୁମ୍ବାଇ ()  ଯୋଗଗୁରୁ ବାବା ରାମଦେବଙ୍କୁ ବିବାହ କରିବା ପାଇଁ ଜଣେ ହିରୋଇନ ଅଫ୍ର ଦେଇଛନ୍ତି। ସେ ହେଉଛନ୍ତି ବଲିଉଡର ବିବାଦୀୟ ହିରୋଇନ ରାକ୍ଷୀ ସାଓ୍ବନ୍ତ। ରାକ୍ଷୀଙ୍କ ବିବାହକୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନରେ ରାକ୍ଷୀ କହିଥିଲେ ଯେ, ଯଦି ଯୋଗଗୁରୁ ରାମଦେବ ତାଙ୍କୁ…

କାର ଆଗ ସିଟ୍ରେ ବସିପାରିବେ ନାହିଁ ଶିଶୁ

ଭୁବନେଶ୍ବର()  ୬ବର୍ଷ କିମ୍ବା ଏହାଠାରୁ କମ୍ ବର୍ଷ ବୟସର ପିଲାଙ୍କୁ କାର୍ର ଆଗ ସିଟ୍ରେ ବସାଇ ନେବା ମନା। ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଆର୍ଟିଓ ସୂଚନା ଆଧାରରେ କହିଛନ୍ତି। କାରଣ ଛୋଟ ଶିଶୁଙ୍କ ପାଇଁ ଏହା ବିପଦ ଆଣିପାରେ। ସୂଚନା ଅନୁସାରେ ନିକଟରେ ଜଣେ ବ୍ୟକ୍ତି କମିଶନରଙ୍କୁ…

୨୬ ବିଧାୟକଙ୍କୁ ନୋଟିସ୍‌

୨୬ ଜଣ ପୂର୍ବତନ ବିଧାୟକଙ୍କୁ ନୋଟିସ୍‌। ତୁରନ୍ତ କ୍ୱାର୍ଟର ଖାଲି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ର। କ୍ୱାର୍ଟର ନଛାଡ଼ିଲେ ବିଜୁଳି ଓ ପାଣି କାଟିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି। ଏମାନଙ୍କ ଭିତରେ ଅଛନ୍ତି ବସନ୍ତ କୁମାର ପଣ୍ଡା, ଭୁଜବଳ ମାଝୀ,…

ଆତ୍ମହତ୍ୟା କଲେ ବାଚସ୍ପତି

ଆନ୍ଧ୍ର ପ୍ରଦେଶର ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ଟିଡିପି ନେତା ଡା.କୋଡେଲା ଶିବା ପ୍ରସାଦ ରାଓଙ୍କ ସୋମବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ନିଜସ୍ୱ ବାସଭବନରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

ଓସା ହାଉସରେ ହେବ ଅକ୍ଷୟ ମହାକୁଡଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ୱର : ରାଜ୍ୟ ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ଭାବେ ଚାରି ଚାରି ଥର ନିର୍ବାଚିତ ହୋଇଥିବା ସ୍ୱର୍ଗତ ଅକ୍ଷୟ କୁମାର ମହାକୁଡଙ୍କର ଏକ ପୂର୍ଣ୍ଣାବୟବ ପ୍ରତିପୂର୍ତ୍ତି ସଂଘ କାର୍ଯ୍ୟାଳୟ ଠାରେ ସ୍ଥାପନ ହେବ । ପ୍ରତିବର୍ଷ ସ୍ୱର୍ଗତ ମହାକୁଡଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ ଲାଗି ଏକ…

ଚାନ୍ଦବାଲିରେ ଦୁଇ ଚିଙ୍ଗୁଡ଼ି ବେପାରୀ ଗୁରତର

ଭଦ୍ରକ : ଚାନ୍ଦବାଲି ଥାନା ଅନ୍ତର୍ଗତ (ଆମ୍ବିଳିଗଁ। )ଛକ ନିକଟରେ ବିଳମ୍ବିତ ରାତ୍ରୀରେ ଚିଙ୍ଗୁଡ଼ି ଚାଷୀ ତଥା ବ୍ୟବସାୟୀଙ୍କ ଉପରକୁ ବୋମା ମାଡ଼ ହୋଇଛି ।, ଏହି ବୋମା ମାଡ଼ରେ ୨ ଜଣ ଚିଙ୍ଗୁଡ଼ି ଚାଷୀ  ତଥା ବ୍ୟବସାୟୀ ଗୁରୁତର ଆହାତ ହୋଇଛନ୍ତି ।  ଜଣେ ଆହତଙ୍କୁ ଭଦ୍ରକ ଓ ଅନ୍ୟଜଣଙ୍କୁ କଟକ…

ରାଜଧାନୀରେ ଖୋଲିଲା ପିଓଜେ ଫର୍ଣ୍ଣିଚର ସୋ ରୁମ୍

ଭୁବନେଶ୍ୱର : ସ୍ଥାନୀୟ ସପ୍ତସତୀ ମନ୍ଦିର ସମ୍ମୁଖରେ ପିଓଜେର ପ୍ରଥମ ସୋ ରୁମ୍ ଉଦ୍ଘାଟିତ ହୋଇଯାଇଛି । ଏହି ସୋରୁମ୍କୁ ଉତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ ଉଦ୍ଘାଟନ କରିଥିଲେ । ୮୦୦୦ସ୍କୋୟାରଫୁଟ୍ ବିଶିଷ୍ଟ ଏହି ସୋରୁମ୍ରେ ବିଭିନ୍ନ ପ୍ରକାରର ଘର ଉପଯୋଗୀ ଫର୍ଣ୍ଣିଚର, ଅଫିସ୍…

ପାଣ୍ଡିଆନଙ୍କ ସ୍ପଷ୍ଟ ଓଡିଆରେ ଵିରୋଧୀ ଚୁପ୍

ଭୁବନେଶ୍ବର : ଓଡିଶା ସରକାରଙ୍କ ଫ୍ଲାଗସିପ୍‍ ପ୍ରୋଗ୍ରାମ ୫-ଟି ସଂକ୍ରାନ୍ତରେ ବିଭାଗୀୟ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ଉପସ୍ଥିତ ଅଫିସରମାନଙ୍କୁ ସ୍ପଷ୍ଟ ଓଡିଆରେ ବୁଝାଇବା ଅନେକଙ୍କୁ ସ୍ତବ୍ଧ କରିଦେଇଛି । ଶ୍ରୀ ପାଣ୍ଡିଆନ ଯେ ଏତେ ସୁନ୍ଦର ଓଡିଆ କହିପାରନ୍ତି ତାହା ଅନେକଙ୍କ କଳ୍ପନାର…

ସୁନ୍ଦର ଦେଖାଯିବାକୁ ଚାହୁଁଛନ୍ତି କି, ସବୁବେଳେ ପାର୍ଲର ଯିବା ଦରକାର ନାହିଁ, ଏହି ଛୋଟ ଛୋଟ କଥାରେ ଲୁଚିରହିଥାଏ…

ଭୁବନେଶ୍ବର : ଏମିତି କିଏ ଅଛନ୍ତି, ଯିଏ ସୁନ୍ଦର ଦେଖାଯିବାକୁ ଚାହାଁନ୍ତିନି। କଲେଜ ପଢ଼ୁଆ ଯୁବତୀ ହୁଅନ୍ତୁ କି, କର୍ମଜୀବୀ ମହିଳା କିମ୍ବା ଗୃହିଣୀ, ସମସ୍ତେ ସୁନ୍ଦର ଦେଖାଯିବାକୁ କିଛି ନା କିଛି ଉପାୟ ଅବଲମ୍ବନ କରନ୍ତି। କୁହାଯାଏ, ବ୍ୟକ୍ତିର ସୁନ୍ଦରତା ହିଁ ତା’ର ଆତ୍ମବିଶ୍ୱାସକୁ ବଢ଼ାଇଥାଏ।…

ଫନି ପ୍ରଭାବିତ ଡ଼ଙ୍ଗା ମାଲିକମାନଙ୍କୁ ଆର୍ଥିକ ସହାୟତା

ପୁରୀ : ମାର୍ଚ୍ଚ ୩ରେ ଛାତି ଥରା ବାତ୍ୟା ଫନିକୁ ସମ୍ମୁଖୀନ କରିଥିଲେ । ସମସ୍ତ ବର୍ଗର ଲୋକମାନେ ଏହି ଫନି ବାତ୍ୟାରେ ପୁରୀ ଜିଲା ସାତପଡ଼ା ଅଂଚଳରେ ବହୁତ ଖେତୀ ଘଟାଇଥିଲା । ସେମାନଙ୍କ ଭିତରେ ପ୍ରଯ୍ୟଟନଙ୍କ ପାଇଥିବା ଡ଼ଙ୍ଗା ମଧ୍ୟ ଖେତୀଗ୍ରସ୍ତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଅନୁଦାନରେ…