ଆସିଲା ନୂଆ ଓଡ଼ିଶା ଏଫ୍ସିର ଲୋଗୋ
ଭୁବନେଶ୍ୱର : ଇଣ୍ଡିଆନ୍ ସୁପରଲିଗ୍ର ନୂଆ ଦଳ ଓଡ଼ିଶା ଏଫ୍ସି ଆଜି ତାର ଲୋଗୋ ଉନ୍ମୋଚନ କରିଛି । ଲୋଗୋରେ ବିଶ୍ୱ ପ୍ରସିଦ୍ଧ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ଖଚିତ ଚକ ସ୍ଥାନ ପାଇଛି ।
ରାଜ୍ୟ ସରକାର ଏବଂ ଦିଲ୍ଲୀ ସକ୍କର ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଏମ୍ଓୟୁ ପରେ ଓଡ଼ିଶା ଏଫ୍ସି…
