Odia News Portal
Yearly Archives

2019

୫ ଆନ୍ତଃଜିଲ୍ଲା ହାଇୱେ ଲୁଟେରା ଗିରଫ

ସମ୍ବଲପୁର : ଧରାପଡ଼ିଲେ ୫ ଆନ୍ତଃରାଜ୍ୟ ଡକାୟତ। ସେମାନଙ୍କୁ ଗିରଫ କରିଛି ଚାରମାଳ ଥାନା ପୋଲିସ। ଗ୍ୟାଙ୍ଗର ଅନ୍ୟ ଦୁଇ ଜଣ ସଦସ୍ୟ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ସମ୍ବଲପୁର ଏସ୍ପି ସୂଚନା ଦେଇଛନ୍ତି। ୭ ଜଣିଆ ଡକାୟତ ଗ୍ୟାଙ୍ଗ ଜାତୀୟ ରାଜପଥରେ ବିଭିନ୍ନ…

ମଲାଇକା ଫଟୋ ଦେଖି ପ୍ରଶଂସକ ହେଲେ ଘାଇଲା

ବମ୍ବେ : ମଲାଇକା ଆରୋରା ଏବେ ବଲିଉଡରେ ନିଜର ସମ୍ପର୍କକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି। ଏହାସହିତ ସୋସିଆଲ ମିଡିଆରେ ନିଜର ହଟ୍‌ ଏବଂ ବୋଲ୍ଡ ଫଟୋକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ମଲାଇକା ନିଜର ଏକ ବୋଲ୍ଡ ଥ୍ରୋବ୍ୟାକ ଫଟୋ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି। ଯେଉଁଥିରେ…

ଗୋବିନ୍ଦନଗର ବିଧାନସଭା ଉପ ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହେଲେ କରୀଶ୍ମା

କାନପୁର : ଉତ୍ତରପ୍ରଦେଶର କାନପୁର ଅନ୍ତର୍ଗତ ଗୋବିନ୍ଦନଗର ବିଧାନସଭା ଆସନ ଲାଗି ଉପ ନିର୍ବାଚନରେ କଂଗ୍ରେସ ଏନଏସୟୁଆଇର ରାଷ୍ଟ୍ରୀୟ ମହାସଚିବ କରିଶ୍ମା ଠାକୁରଙ୍କୁ ପ୍ରାର୍ଥୀ କରିଛି । କରିଶ୍ମାଙ୍କୁ ଏହିଁ ଏହି ଆସନରୁ ଟିକଟ ମିଳବ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ଗୋବିନ୍ଦ ନଗର ବିଧାନସଭା…

ଜିଲ୍ଲାପାଳଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ହଡପ ଘଟଣା

ଅନୁଗୋଳ : ଅନୁଗୋଳ ଜିଲ୍ଲାପାଳଙ୍କ ବ୍ୟାଙ୍କ ଖାତାରୁ ୬୦ ଲକ୍ଷ ଟଙ୍କା ହଡପ କରିବା ଘଟଣାରେ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଗିରଫ ହୋଇଛନ୍ତି । ଅନୁଗୋଳ ପୋଲିସ ଅନୁଗୋଳ ଏଚଡିଏଫସି ବ୍ୟାଙ୍କ ମ୍ୟାନେଜର ଶକ୍ତି ବେଦାନ୍ତ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ, ଅନୁଗୋଳ…

ଦୁଇଦିନ ଧରି ପେଟ ରୋଗରେ ଆକ୍ରାନ୍ତ ଥିଲା

ଭୁବନେଶ୍ୱର : ଗତ କାଲି ବିଳମ୍ବିତ ରାତିରେ ନନ୍ଦନକାନନର ଏକ ମାତ୍ର ଅଣ୍ଡିରା ହାତୀ ଚନ୍ଦନ ମୃତ୍ୟୁ ଘଟିଛି  । ଗତ ଦୁଇଦିନ ଧରି ପେଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲା। ଏବେ ଏମାନଙ୍କ ସଂଖ୍ୟା ୬କୁ ହ୍ରାସ ପାଇଛି । ହାତି ଚନ୍ଦନ ୨୮ଦିନ ହୋଇ ଥିବାବେଳେ ହାତି ପଲରୁ ଏକା ହୋଇ…

ରାସ୍ତା କଡ଼ରେ ରୋଗୀ ସେବା, ଦୋକାନ ବାରଣ୍ଡାରେ ଦିଆଯାଉଛି ସାଲାଇନ

କେନ୍ଦୁଝର : ରାସ୍ତା କଡ଼ ଦୋକାନ ବାରଣ୍ଡାରେ ରୋଗୀଙ୍କୁ ଦିଆଯାଉଛି ସାଲାଇନ। ଦୋକାନ ସଟରରେ ଟଙ୍ଗାଯାଇଥିବା ଦଉଡ଼ିରେ ଝୁଲାଇ ଦିଆଯାଇଛି ସାଲାଇନ ବୋତଲ। ତଳେ ପଡ଼ିଥିବା ବେଞ୍ଚ୍  ଉପରେ ଶୋଇଛନ୍ତି ରୋଗୀ। ପାଖରେ ସଂପର୍କୀୟ। ଏମିତି ଚାଲିଛି ରୋଗୀ ଚିକିତ୍ସା। କେନ୍ଦୁଝର ତେଲକୋଇ ବଜାରରେ…

ଅଜୟଙ୍କ ପୁଅ ୟୁଗ୍‌ କୁ ନେଇ ଚର୍ଚ୍ଚା, ପୁରା ବଲିଉଡ୍‌ ଜଣାଉଛି ଶୁଭେଚ୍ଛା

ବମ୍ବେ : ଅଜୟ ଦେବଗନ୍‌ ଏବଂ କାଜୋଲ୍‌ ନିଜର କ୍ୟାରିୟର ସହିତ ବୈବାହିକ ଜୀବନକୁ ମଧ୍ୟ ଏନଜୟ କରିଥାନ୍ତି । ଏହି କପଲଙ୍କର ଦୁଇଟି ଛୁଆ ନିସା ଏବଂ ୟୁଗ୍‌ ଅଛନ୍ତି । ଆଜି ପୁଅ ୟୁଗ୍‌ ଙ୍କର ବାର୍ଥ ଡେ ଏବଂ ସେ ୯ବର୍ଷର ହୋଇଯାଇଛନ୍ତି । ଏହି ମୌକାରେ କାଜୋଲ ଏବଂ ଅଜୟ ପୁଅକୁ ବାର୍ଥ ଡେ ଓ୍ଵିସ୍‌…

ପୋଲିସ ଗୁଳିରେ ଅପରାଧୀ ପ୍ରମୋଦ ଆହତ

ବ୍ରହ୍ମପୁର : ପୁଣି ଏନକାଉଣ୍ଟର । ଭୋର ୩ଟା ୫୦ ସମୟରେ କୃଷ୍ଣପ୍ରସାଦ ରୋଡରେ ଏନକାଉଣ୍ଟର ହୋଇଛି । ପୋଲିସ ଗୁଳିରେ ଆହତ ହୋଇଛି ଅପରାଧୀ ପ୍ରମୋଦ ବାରିକ । ତାର ଡାହାଣ ଗୋଡରେ ଗୁଳି ବାଜିଛି । ତାକୁ ପ୍ରଥମେ ଛତ୍ରପୁର ହସ୍ପିଟାଲ ଓ ପରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି ।…

ଭାରତ-ଦକ୍ଷିଣ ଆଫ୍ରିକା ସିରିଜ୍‌ : ପ୍ରଥମ ଟି-୨୦ ଧର୍ମଶାଳାରେ

ଧର୍ମଶାଳା : ଆଜି ଠାରୁ ଘରୋଇ ସିରିଜ୍‌ରେ ଦକ୍ଷିଣ ଆଫ୍ରିକା ସହ ମୁକାବିଲା କରିବ ଭାରତୀୟ ଦଳ ।  ଏଠାରେ ଉଭୟ ଦଳ ଚଳିତ ସିରିଜ୍‌ର ପ୍ରଥମ ଟି-ଟେ୍ଵଣ୍ଟି ମ୍ୟାଚ୍‌ ଖେଳିବେ । ମ୍ୟାଚ୍‌ ପୂର୍ବରୁ ଉଭୟ ଦଳ ଏଠାରେ ଦୀର୍ଘ ସମୟ ଧରି ନେଟ୍‌ ଅଭ୍ୟାସ କରିଥିଲେ । ପରେ ସାମ୍ବାଦିକ ସମ୍ମିଳନୀରେ ଟିମ୍‌…

କ୍ୟାନସର ଏବଂ ମଧୁମେହ ରୋଗୀଙ୍କୁ ଫାଇଦା ଦେବ ଟମାଟର

ଭୁବନେଶ୍ୱର : ଟମାଟର ବିଶ୍ୱରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ପରିବା । ଭାରତୀୟ ବ୍ୟଞ୍ଜନରେ ଟମାଟର ପ୍ରମୁଖ ଭାବେ ବ୍ୟବହାର ହୋଇଥାଏ। ଟମାଟ ବିନା ସାଲାଡ, ସୁପ, ତରକାରୀ, ଆଚାର, ଚଟଣୀ, କ୍ୟାଚଅପ୍‌ ଇତ୍ୟାଦି କରିବା ଅସମ୍ଭବ। ଟମାଟରରେ ଅନେକ ଗୁଣକାରୀ ତତ୍ତ୍ୱ ରହିଛି, ଯାହା ରୋଗକୁ ଦୂର…