Odia News Portal
Yearly Archives

2019

ଆଜି ଆପଣଙ୍କ ରାଶି କ’ଣ କହୁଛି, ଆସନ୍ତୁ ଜାଣିବା …

ମେଷ - ଆଜିର ଶୁଭଚନ୍ଦ୍ର କାର୍ଯ୍ୟ ସିଦ୍ଧି ସହ ଯାତ୍ରାକୁ ସୁଗମ କରିବ। କର୍ମକ୍ଷେତ୍ରରେ ଆପଣଙ୍କ ଅପ୍ରିୟ ସତ୍ୟ କଥା ସହକର୍ମୀ କିମ୍ବା ନିକଟ ସମ୍ପର୍କୀୟଙ୍କ ମନରେ ଦୁଃଖ ଦେଇପାରେ। ଅବହେଳାରୁ ପୁରାତନ ରୋଗପୀଡ଼ା ଯୋଗୁ ମାନସିକ ସୁସ୍ଥତା ହରାଇପାରନ୍ତି। ଫେରନ୍ତା ବାଟରେ ଜଣେ ବ୍ୟକ୍ତିଙ୍କ…

ମୈତ୍ରୀବିହାରରେ ପାଳନ ହେଲା ସାୟତ୍ତ ଶାସନ ଦିବସ

ଭୁବନେଶ୍ୱର : ସାୟତ୍ତ ଶାସନ ଦିବସ ପାଳନ ଅବସରରେ ଭୁବନେଶ୍ବରରେ ସମୁଦାୟ ୨୨ଟି ପ୍ରକଳ୍ପ ମଧ୍ୟରୁ ଉତ୍ତର ନିର୍ବାଚନ ମଣ୍ଡଳୀରେ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭଉଦ୍ଘାଟନ ହୋଇଯାଇଛି । ମୈତ୍ରୀବିହାର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପଞ୍ଚାୟତିରାଜ ମନ୍ତ୍ରୀ…

ପୁରୀରେ କାହିଁକି ବନ୍ଦ ରହିବ ଉଚ୍ଛେଦ ପ୍ରକ୍ରିୟା ଜାଣନ୍ତୁ…

ପୁରୀ() ଆସନ୍ତାକାଲି ଓ ଗଣେଶ ପୂଜା ଦୁଇଦିନ ଧରି ଉଚ୍ଛେଦ କାର୍ୟ୍ୟ ବନ୍ଦ ରଖିବାକୁ ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ । ଏହି ଭିତରେ ଏମାର ମଠରେ ଥିବା ମନ୍ଦିର ଓ ବାକି କୋଠରୀର ଯାଞ୍ଚ କରାଯିବ ବୋଲି କହିଛନ୍ତି ବଲୱନ୍ତ ସିଂ ।…

ବଢିଲା ରାସନ କାର୍ଡ ସହ ଆଧାର ସଂଯୋଗ ଅବଧି

ଭୁବନେଶ୍ବର () ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାସନ କାର୍ଡଧାରୀମାନଙ୍କର ଆଧାର ସଂଯୋଗ ଓ ସଂଶୋଧନ କାର୍ଯ୍ୟକ୍ରମ ସେପେଫମ୍ବର ୧୫ ତାରିଖ ପର୍ଯ୍ୟନ୍ତ ସଂପ୍ରସାରିତ ହୋଇଛି । ଏହି ପ୍ରକ୍ରିୟା ଅଗଷ୍ଟ ୩୧ ତାରିଖରେ ଶେଷ ହେବାକୁ ଥିବାବେଳେ ଯେଉଁମାନେ ଆଧାର ସଂଯୋଗ କରିପାରିନାହାନ୍ତି, ସେମାନଙ୍କୁ…

ଭାଇରାଲ ହେଉଛି ରାନୁ ମଣ୍ଡଳଙ୍କ ଆଉ ଏକ ଗୀତ, ଭିଡିଓ ଦେଖନ୍ତୁ

ସୋଶାଲ୍ ମିଡିଆରେ ରାତାରାତି ସୁପର୍ଷ୍ଟାର୍ ହୋଇଥିବା ରାନୁ ମଣ୍ଡଳଙ୍କ ଆଉ ଏକ ଗୀତ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ‘ତେରୀ ମେରୀ କାହାନୀ’ ପରେ ରାନୁ ମଣ୍ଡଳ ଆଉ ଏକ ଗୀତ ରେକର୍ଡ କରିଛନ୍ତି। ବଲିଉଡ୍ ଗାୟକ ହିମେଶ ରେଶମିଆଁ ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଭିଡିଓ ଶେଆର କରି…

ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କର କଡା ଆଭିମୁଖ୍ୟ ଜାରି

ଭୁବନେଶ୍ବର () ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ତାଙ୍କର କଡା ଆଭିମୁଖ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତିକୁ ଆହୁରି କଡାକଡି କରିଛନ୍ତି । ଏହି ନୀତି ଅନୁଯାୟୀ ରାଜ୍ୟ ସରକାର ଆଜି 6ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ସହିତ 4ଜଣ…

ନୋ ଓଭରଟେକିଂ ଜୋନରେ ଓଭରଟେକ କଲେ ଗଣିବେ 5000

ଭୁବନେଶ୍ବର () କେନ୍ଦ୍ର ସରକାରଙ୍କ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳ ଦ୍ବାରା ଗତ ଅଗଷ୍ଟ 29 ତାରିଖରେ ମୋଟର ଯାନ ଆଇନ 1988ରେ ସଂଶୋଧନ କରାଯାଇଛି । ଓଡିଶାରେ ସଂଶୋଧିତ ବ୍ୟବସ୍ଥା ଆସନ୍ତା କାଲି ଅର୍ଥାତ ସେପ୍ଟେମ୍ବର 1 ତାରିଖରୁ ଲାଗୁ କରାଯିବ । ସଡକ ସୁରକ୍ଷା ତଥା ପରିବହନ ବିଭାଗ ଦ୍ବାରା…

୪ରୁ ୫ ଦିନ ଧରି ପ୍ରବଳରୁ ଅତିପ୍ରବଳ ବର୍ଷା

ଆସନ୍ତା ୨ ତାରିଖରେ ଉତ୍ତରପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ ବଳୟ ସୃଷ୍ଟି ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହା ପ୍ରଭାବରେ ଓଡ଼ିଶା, ମଧ୍ୟପ୍ରଦେଶ, ଛତିଶଗଡ଼ ୪ରୁ ୫ ଦିନ ଧରି ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ତାହାକୁ ଦୃଷ୍ଟିରେ ରଖି ୧ରୁ ୩…

ସ୍ପେନରେ କାହିଁକି ପାଳନ ହୁଏ ଟମାଟୋ ଫେଷ୍ଟ,ଜାଣନ୍ତୁ ….

ଭାରତର ରଙ୍ଗର ପର୍ବ ହୋଲି ସେହିପରି ସ୍ପେନରେ ଏହି ଟମୋଟୋ ପର୍ବକୁ ବେଶ ଧୁମଧାମରେ ପାଳନ କରାଯାଏ। ସହରର ଗୋଟିଏ ସ୍ଥାନରେ ସମସ୍ତ ମହିଳା ପୁରଷ ଏକାଠି ହୋଇ ଏହି ଟମାଟୋ ଫେଷ୍ଟର ଧୁମ ମଜା ଉଠାନ୍ତି। ଏହି ଖେଳ ଖେଳିବା ପାଇଁ ମଧ୍ୟ କିଛି ନିର୍ଦ୍ଦିଷ୍ଟ ନିୟମ ରହିଛି। ଯେପରିକି ଟମାଟୋ ଫେଷ୍ଟ…

୫-ଟିକୁ ଅନୁସରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ସବୁ ପୌରାଞ୍ଚଳରେ ଖୋଲିଲା ୱାର୍ଡ ଅଫିସ, ପୁରୀର ଫନି କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀଙ୍କୁ ୧୦ ଟଙ୍କାର ସହାୟତା ପ୍ରଦାନ, ୪୮ ଘଣ୍ଟାରେ ବଲଡିଂ ପ୍ଲାନ ଅନୁମୋଦନ ବ୍ୟବସ୍ଥା, ଭୁବନେଶ୍ବର : ସ୍ବାୟତ୍ତ ଶାସନ ଦିବସରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଉନ୍ନୟନମୂଳକ…