Odia News Portal
Yearly Archives

2019

ପ୍ରଥମ ଥର ଭୁବନେଶ୍ୱର ଆସିବେ ଏହି ଅଭିନେତ୍ରୀ

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨ତାରିଖରେ ଭୁବନେଶ୍ୱର ଆସିବେ ବଲିଉଡ ଅଭିନେତ୍ରୀ ସୋନମ ଆହୁଜା କପୁର । ଏଥିପାଇଁ ସେ ନିଜେ ଏକ ଭିଡ଼ିଓ ଜାରି କରି ଏ ସମ୍ପର୍କରେ ସୂଚନା ଦେବା ସହ ଓଡ଼ିଶା ଆସିବା ନେଇ ବହୁତ ଉତ୍ସାହିତ ହୋଇପଡ଼ିଛନ୍ତି । ଶୁଣିବାକୁ ମିଳିଛି ଏକ ଗହଣା ଦୋକାନର ସ୍ୱତନ୍ତ୍ର…

ମଧ୍ୟପ୍ରଦେଶ ସରକାରୀ ଡାକ୍ତରଖାନାରେ ବିଜେଡି ବିଧାୟକ

ଭୁବନେଶ୍ବର  : ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଜଣେ ନିଖୋଜ ଯୁବକଙ୍କର ସନ୍ଧାନ ନେଇ ମଧ୍ୟପ୍ରଦେଶରେ ପହଁଚିଛନ୍ତି। ସେଠି ଏକ ସରକାରୀ ଡାକ୍ତରଖାନାରେ ନୁହୁରୀ ବେହେରା ନାମକ ଜଣେ ମାନସିକ ରୋଗୀ ହାତ ଗୋଡ଼ ଭାଙ୍ଗି ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଖବର ପାଇବା ପରେ…

ହିମେଶ ରେଶମିୟାଙ୍କୁ ଏପରି ଧନ୍ୟବାଦ ଜ୍ଞାପନ କଲେ ବିଜେପି ନେତା

କୋଲକାତା : ବଲିଉଡ୍ ଅଳିନ୍ଦରୁ ବାହାରି ପ୍ଲାଟଫର୍ମ ଗାୟିକା ରାନୁମଣ୍ଡଲଙ୍କ କଣ୍ଠର ଯାଦୁ ଏବେ ରାଜନୀତିରେ ବି ଚାଲିଲାଣି। ବିଜେପିର ଜଣାଶୁଣା ନେତା କୈଳାଶ ବିଜୟବର୍ଗୀୟ ରାନୁଙ୍କ ଭିଡିଓ ତାଙ୍କ ସୋସାଲ ସାଇଟ୍ ରେ ସେୟାର କରିଛନ୍ତି। ପ୍ରଖ୍ୟାତ ବଲିଉଡ ଗାୟକ ହିମେଶ ରେଶମିୟଙ୍କ ସହ ରାନୁ…

ନଳିନୀ ନେଗାଙ୍କ ଅବସ୍ଥା ଏବେ ଶୋଚନୀୟ

ମୁମ୍ବାଇ : ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ନଳିନୀ ନେଗାଙ୍କ ଅବସ୍ଥା ଏବେ ଶୋଚନୀୟ । ନାମକରଣ ଓ ​‌ଲୌଟ ଆଓ  ତୃଷା ଭଳି ହିନ୍ଦୀ ଧାରାବାହିକରେ ସେ ଅଭିନୟ କରିଥିବା ଏହି ନାୟିକାଙ୍କୁ ରୁମ ମେଟ୍ ଓ ତାଙ୍କ ମା ମିସି ନିର୍ଦ୍ଧୁମ ପିଟିଛନ୍ତି।  ସୁନ୍ଦର ଚେହେରା ହିଁ ଅଭିନେତ୍ରୀଙ୍କ ପାଇଁ…

ପୂର୍ବତନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ବିରୋଧରେ ଆସିଲା ନିର୍ଯାତନା

ବଳାତ୍କାର ମାମଲାକୁ ନେଇ ଉତ୍ତରପ୍ରଦେଶ ବିଧାୟକ କୁଲଦୀପ ସେଂଗାରଙ୍କ ପରେ ଏବେ ଆଉ ଜଣେ ବିଜେପି ନେତା ଚର୍ଚ୍ଚାରେ। ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ସ୍ୱାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଆସିଛି ଯୌନ ନିର୍ଯାତନା ମାମଲା। ସେପଟେ ଏହି ମାମଲାକୁ ସୁପ୍ରିମକୋର୍ଟ…

ତକିଆ ତଳେ ରସୁଣ ରଖି ଶୋଇବା ଦ୍ବାରା ମିଳିଥାଏ ଚମତ୍କାରୀ ଲାଭ

ଭୁବନେଶ୍ବର : ସାଧାରଣତଃ ଏହା ଆମେ ସମସ୍ତେ ଜାଣନ୍ତି ଯେ ରସୁଣ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ହୋଇଥାଏ। ଏହା ଖାଦ୍ୟକୁ ସ୍ବାଦିଷ୍ଟ କରିବା ସହ ଶରୀରର ଅନେକ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ। ହେଲେ କ’ଣ ଆପଣ ଏକଥା ଜାଣନ୍ତି ଯେ, ରସୁଣକୁ ତକିଆ ତଳେ ରଖି ଶୋଇବା ଦ୍ବାରା ଆମକୁ ଅଦ୍ଭୁତ ଲାଭ…

ଏଣିକି ରାତିରେ ବି ଖୋଲା ରହିବ ତାଜମହଲ

ନୂଆଦିଲ୍ଲୀ : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏଣିକି ରାତିରେ ବି ଖୋଲା ରହିବ ତାଜମହଲ । ଖୁବ ଶୀଘ୍ର ଏନେଇ ନିଷ୍ପତି ନେବେ କେନ୍ଦ୍ରସରକାର । ରାତି ସମୟରେ ତାଜ ମହଳର ସୌନ୍ଦର୍ଯ୍ୟର  ଉପଭୋଗ କରିପାରିବେ ପର୍ଯ୍ୟଟକ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ…

ପାକିସ୍ତାନରେ ‘ଅଭିନନ୍ଦନ କମ୍ ଅନ୍’ କମେଡ଼ି ଚଳଚ୍ଚିତ୍ର

ମୁମ୍ବାଇ : ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଉପରେ କମେଡ଼ି ଚଳଚ୍ଚିତ୍ର ନିର୍ମାଣ କରିବ ପାକିସ୍ତାନ। ପାକିସ୍ତାନୀ ଲେଖକ ଖଲିଲ୍ ଉର୍-ରହମାନ୍ କମର୍ ଏହି ଚଳଚ୍ଚିତ୍ରର ସ୍କ୍ରିପ୍ଟ ଲେଖିବା ସହ ନିର୍ଦ୍ଦେଶନା ଭାର ମଧ୍ୟ ବହନ କରିବେ ବୋଲି ଜଣାପଡ଼ିଛି। ନିକଟରେ ବଲିଉଡ୍…

ପ୍ରଭୁ ଗଣେଶଙ୍କୁ ବେଶି ପସନ୍ଦ ମୋଦକ, ଜାଣନ୍ତୁ କାହିଁକି …

ଭୁବନେଶ୍ବର : ଆସୁଛି ଗଣେଶ ପୂଜା। ଆଉ ମାତ୍ର ଦିନ କେଇଟା ପରେ ବିରାଜମାନ ହେବେ ବିଘ୍ନ ବିନାଶକ ପ୍ରଭୁ ଗଣେଶ। ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ଗାଁଠାରୁ ସହର। ପ୍ରଭୁ ଗଣେଶଙ୍କ ଭୋଗ ପାଇଁ ସ୍ବତନ୍ତ୍ର ପ୍ରକାର ମିଠା ଏବଂ ରାଶି ଲଡୁ ପ୍ରସ୍ତୁତ ଚାଲିଛି। କିନ୍ତୁ ଜାଣିଛନ୍ତି ଗଣେଶଙ୍କ ପ୍ରିୟ ଖାଦ୍ୟ…

କ୍ଷୀରରେ ଗାଧୋଇ ଦେଲେ ପ୍ରଶଂସକ

ହାଇଦ୍ରାବାଦ : ଏବେ ପୁଣି ଥରେ ବଡ ପରଦାରେ ଦେଖିବାକୁ ମିଳିଛି ସାଉଥ୍‌ ଷ୍ଟାର ପ୍ରଭାସଙ୍କ ଅଭିନୟ। ଏଥର ଫ୍ରାଇଡେ ରିଲିଜ୍‌ରେ ସାମିଲ ହୋଇଛି ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ସାହୋ’। ଆଉ ଏହା ରିଲିଜ୍‌ ହେବା ପରେ ହାଇଦ୍ରାବାଦରେ କେତେଜଣ ଯୁବକ ତାଙ୍କର ଏକ କଟ୍‌ ଆଉଟ୍‌କୁ କ୍ଷୀରରେ ଗାଧୋଇ…