ଭିଡ଼ିଓ ଭାଇରାଲ ହେଲା ପରେ, ଏଣିକି ଶାଶୁ-ବୋହୂ ଏକାଠି
ଢେଙ୍କାନାଳ : ପରଜଙ୍ଗ ଥାନା ଗେହ୍ଲେଇକାଟେଣୀ ଗ୍ରାମର ବୃଦ୍ଧା ପାରେଇ ନାୟକଙ୍କୁ ବୋହୂ ସବିତା ଗାଁ ଦାଣ୍ଡରେ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ ହୋଇଥିଲ। ଶୁକ୍ରବାର ଥାନାରେ ଆପୋସ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ ହୋଇଛି। ଏଣିକି ଶାଶୁ-ବୋହୂ ଏକାଠି ଚଳିବେ ବୋଲି ପ୍ରତିଶ୍ରୁତି ଦେବାପରେ…
