Odia News Portal
Yearly Archives

2019

ଭାରତରେ ବେଆଇନ ଭାବେ ରହୁଥିବା ଆମର ନାଗରିକଙ୍କୁ ଆମେ ଫେରାଇ ନେବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ() ବାଂଲାଦେଶର ବିଦେଶ ମନ୍ତ୍ରୀ ଏ.କେ. ଅବଦୁଲ ମୋମେନ କହିଛନ୍ତି ଆମର ନାଗରିକ ଭାରତରେ ବେଆଇନ ଭାବେ ରହୁଥିଲେ ଫେରାଇ ନେବାକୁ ପ୍ରସ୍ତୁତ ଅଛୁ । ବେଆଇନ ଭାବରେ ରହି ଆସୁଥିବା ବାଂଲାଦେଶୀ ନାଗରିକ ତାଲିକା ଦିଆଯାଏ, ତା’ହେଲେ ସେମାନଙ୍କୁ ଫେରାଇ ନିଆଯିବ । ଭାରତର ଜାତୀୟ ନାଗରିକ…

ଉନ୍ନାଓ ଦୁଷ୍କର୍ମ ଘଟଣା, ବିଧାୟକ ଦୋଷୀ

ନୂଆଦିଲ୍ଲୀ()  ବହୁ ଚର୍ଚ୍ଚିତ ଉନ୍ନାଓ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଉନ୍ନାଓ ବିଧାୟକ କୁଲଦୀପ ସିଂ ସେଙ୍ଗର ଦୋଷୀ ସାବ୍ୟସ୍ତ । ସେଙ୍ଗରଙ୍କୁ ଦୋଷୀ ସାବ୍ୟସ୍ତ କଲେ ତିସହଜାରୀ କୋର୍ଟ । ପୋକ୍ସୋ ଆଇନ ଏବଂ ଆଇପିସି ୩୭୬ରେ ଦୋଷୀ ସାବ୍ୟସ୍ତ । ଡିସେମ୍ବର ୧୯ରେ ଦଣ୍ଡ ନେଇ କୋର୍ଟରେ…

ହାଇକୋର୍ଟରେ କୁନ୍ଦୁଲି ରିପୋର୍ଟ ଦାଖଲ

ଭୁବନେଶ୍ୱର() କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ଏସଆଇଟି ଆଜି ତାର ପ୍ରଥମ ତଦନ୍ତ ରିପୋର୍ଟ ଦାଖଲ କରିଛି । ୩ଟି ରେଂଜର ୩ଜଣ ଡିଆଇଜିଙ୍କୁ ନେଇ ହାଇକୋର୍ଟ ଏସଆଇଟି ଗଠନ କରି ଏହାର ତଦନ୍ତ ଦାୟୀତ୍ୱ ଦେଇଥିଲେ । ଏସଆଇଟି ତାର ପ୍ରଥମ ଦଫା ତଦନ୍ତ ରିପୋର୍ଟ ଆଜି ହାଇକୋର୍ଟରେ ଦାଖଲ କରିବା ପରେ…

ଆଜିଠୁ ଅଫ୍ ଲାଇନ ଟିକେଟ ବିକ୍ରି

କଟକ () ୨୨ରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ପାଇଁ ଆଜିଠୁ ଅଫଲାଇନ ଟିକଟ ବିକ୍ରି ହେବ । ଆଜି ଓ କାଲି ୨ ଦିନ ଓସିଏ ସମ୍ମିଳନୀ କକ୍ଷରେ ଅନୁବନ୍ଧିତ ସ୍କୁଲ, କଲେଜ, କ୍ଲବକୁ ଟିକଟ ବିକ୍ରି କରାଯିବ । ସକାଳ ୧୦ଟାରୁ ୫ଟା ଯାଏ ଟିକଟ ବିକ୍ରି ଚାଲିବ । ଏମାନଙ୍କ ପାଇଁ ୮,୯୪୬ ଟିକଟ୍ ବିକ୍ରି…

ମାହାପ୍ରୁଭୁଙ୍କ ପହିଲି ଭୋଗ ନୀତି ଆରମ୍ଭ

ପୁରୀ : ମାହାପ୍ରୁଭୁଙ୍କ ଜଗନ୍ନଥଙ୍କ ଆଜି ପବିତ୍ର ଧନୁସଂକ୍ରାନ୍ତି। ଆଜିଠୁ ଶ୍ରୀମନ୍ଦିରରେ ଆରମ୍ଭ ହେବମହାପ୍ରଭୁଙ୍କ ପହିଲି ଭୋଗ ନୀତି ରବିବାରସୂର୍ଯ୍ୟପରାଗ ଥିବାରୁ ଦିନ ସଅଳ ନୀତି ସମ୍ପର୍ଣହୋଇଥିଲା । ଏହି ପହିଲି ଭୋଗ ନୀତି ମକରସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ପ୍ରତ୍ୟହ ଏହି…

ଡିସେମ୍ବର ୨୧ରେ ମାଗଣା ୱାର୍କସପ୍ କମ୍ ଓପିଡି ପରାମର୍ଶ କ୍ୟାମ୍ପ

ରାଉରକେଲା : ଭାରତର ଅଗ୍ରଣୀ ନ୍ୟୁରୋ ରିଜେନେରେଟିଭ୍ ରିହାବିଲିଟେସନ ଥେରାପି ସେର ମଧ୍ୟରୁ ଅନ୍ୟତମ ମୁମ୍ବାଇସ୍ଥିତ ନ୍ୟୁରୋଜେନ୍ ବ୍ରେନ୍ ଆ୍ ସ୍ପାଇନ୍ ଇନ୍ଷ୍ଟିଚ୍ୟୁଟ୍ (ବିଏସ୍ଆଇ) ଅଟିଜିମ୍, ସେରେବ୍ରାଲ ପାଲ୍ସି, ମସ୍କ୍ୟୁଲାର ଡାଇଷ୍ଟ୍ରୋଫି, ମୋଲ ରିଟାର୍ଡେସନ୍, ଭଳି ଅନେକ ଅସାଧ୍ୟ ସ୍ନାୟୁ…

ଯୁବତୀଙ୍କୁ ବନ୍ଦ ଘରେ ହାତଗୋଡ ବାନ୍ଧି ଦୁଷ୍କର୍ମ

ପୁରୀ : ପୁରୀ ଜିଲ୍ଲା ସତ୍ୟବାଦୀ ଅଞ୍ଚଳରେ ଲଜ୍ଜା। ଯୁବତୀଙ୍କୁ ବନ୍ଦ ଘରେ ହାତଗୋଡ ବାନ୍ଧି ଦୁଷ୍କର୍ମ କଲେ ଯୁବକ। ଗାଁ ଲୋକଙ୍କ ସହାୟତାରେ ପୀଡିତାଙ୍କୁ ଉଦ୍ଧାର କଲା ପୋଲିସ। ଏଭଳି ଅମାନବୀୟ ଘଟଣା ଘଟାଇ ଅଭିଯୁକ୍ତ ଯୁବକ ଫେରାର। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ତନାଘନା ଆରମ୍ଭ କରିଥିବା…

ଗୁଡ଼ ବି ବଢ଼ାଏ ସୌନ୍ଦର୍ଯ୍ୟ : କିଭଳି ଜାଣନ୍ତୁ 

ଚିନି ବଦଳରେ ଗୁଡ଼ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଏପରିକି କିଛି ଲୋକ ଗୁଡ଼କୁ ପସନ୍ଦ କରିଥାନ୍ତି। ତେବେ କେବଳ ଯେ ସ୍ବାସ୍ଥ୍ୟ ତାହା ନୁହେଁ, ସୌନ୍ଦର୍ଯ୍ୟ ବଢ଼ାଇବାରେ ମଧ୍ୟ ଗୁଡ଼ର ଭୂମିକା ରହିଛି। ଏହା ଚେହେରା ସହ କେଶ ପାଇଁ ମଧ୍ୟ ଉପକାରୀ ହୋଇଥାଏ। ତେବେ ଜାଣନ୍ତୁ ଗୁଡ଼…

ସୋସିଆଲ୍ ମିଡିଆରେ ପ୍ରଶ୍ନ ପଚାରିଲେ ନଵୀନ

ଭୁବନେଶ୍ୱର : ଜଗନ୍ନାଥ ଧାମ ପୁରୀକୁ ବିଶ୍ୱନ ଐତିହ୍ୟରେ ସାମିଲ କରିବାରେ ଗୋଟିଏ ପରେ ଗୋଟିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ଯୋଜନା ଖାଲି ପୁରୀ ସହରରେ ସୀମିତ ରହିଯାଇଛି ତାହା ନୁହେଁ ବରଂ ସମ୍ପୂର୍ଣ୍ଣ ପୁରୀକୁ ବିଶ୍ୱ ପର୍ଯ୍ୟଟନର…

ରାଜ୍ୟ ସଭାପତି ପାଇଁ ଵିଜେପିର ଛକାପଞ୍ଝା

ଭୁବନେଶ୍ୱର : ଆସନ୍ତା ନୂଆବର୍ଷରେ ରାଜ୍ୟ ବିଜେପି ବାଛିବାକୁ ଯାଉଛି ତା’ର ନୂଆ ମଙ୍ଗୁଆଳ ।  ବର୍ତ୍ତମାନ ବିଜେପି ରାଜ୍ୟ ସଭାପତି ଥିବା ବସନ୍ତ ପଣ୍ଡାଙ୍କ କାର୍ଯ୍ୟକାଳ ଚଳିତ ମାସରେ ପୁରି ଯାଉଥିବାରୁ ଏହି ପଦବୀ ପାଇଁ  ନୂଆ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଶ୍ରୀ ପଣ୍ଡା ଏହା ମଧ୍ୟରେ…