କ୍ୟାବିନେଟ ବୈଠକରେ ୧୧ ପ୍ରସ୍ତାବକୁ ମଞ୍ଜୁରୀ
ଭୁବନେଶ୍ବର() ସରିଲା କ୍ୟାବିନେଟ ବୈଠକ । ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଲିଥିବା ସୂଚନା ମିଳିଛି । ମାସର ଚତୁର୍ଥ ଶନିବାର ଛୁଟିଦିବସ ଥିବା ସତ୍ତ୍ବେ ବିଧାନସଭା ଚାଲୁଥିବାରୁ ଅନ୍ୟନ୍ୟ କେତୋଟି ବିଲ ଆଣିବାକୁ କ୍ୟାବିନେଟ ମୋହର ମାରିଛନ୍ତି ।
କ୍ୟାବିନେଟରେ ପଞ୍ଚାୟତିରାଜ ବିଭାଗର ବସୁଧା…
