Odia News Portal
Yearly Archives

2019

ପ୍ରଥମେ ବୋଲିଂ କରିବ ପାକିସ୍ତାନ

ନୂଆଦିଲ୍ଲୀ ()    ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ ଭାରତ-ପାକିସ୍ତାନ ମ୍ୟାଚ। ଅପରାହ୍ନ ୩ଟାରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ । ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛି। ଅର୍ଥାତ୍ ଭାରତ ପ୍ରଥମେ ବ୍ୟାଟିଂ କରିବ। ଓପନିଂ ରୋହିତ…

ମମତାଙ୍କ ସହ କଥା ହେବାକୁ ସର୍ତ୍ତ ରଖିଲେ ଡାକ୍ତର

କୋଲକାତା()    ଆସନ୍ତାକାଲି ଦେଶବ୍ୟାପୀ ବନ୍ଦ ଡାକରା ଦେଇଛି ଇଣ୍ଡିଆନ ମେଡିକାଲ ଆସୋସିଏସନ । ସେପଟେ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁଁ ପଶ୍ଚିମବଙ୍ଗରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହୋଇଥିବା ବେଳେ ନରମିଛନ୍ତି ରାଜ୍ୟ ସରକାର । କାମରେ ଯୋଗଦେବାକୁ ଆନ୍ଦୋଳନକାରୀ ଡାକ୍ତରଙ୍କୁ ଅପିଲ କରିଛନ୍ତି…

ସାଇବାବା ମନ୍ଦିର ଟଙ୍କାକୁ ନେବା ପାଇଁ ମନା କରିଦେଲା ବ୍ୟାଙ୍କ୍, କ’ଣ ପାଇଁ ଆସନ୍ତୁ ଜାଣିବା …

ମହରାଷ୍ଟ୍ରର ଶିରିଡିସ୍ଥିତ ସାଇ ବାବା ମନ୍ଦିରରେ ଜମା ଟଙ୍କାକୁ ନେବା ପାଇଁ ବ୍ୟାଙ୍କ୍ ମନା କରିଦେଇଛି। ବ୍ୟାଙ୍କ୍ କହିଛି ଯେ ତାଙ୍କ ପାଖରେ ଏହି ଟଙ୍କାକୁ ରଖିବା ପାଇଁ ଜାଗା ନାହଁ। କାରଣ ଏହି ସମୟରେ ସାଇବାବା ସଂସ୍ଥାନ ପାଖରେ ଦେଢ଼ କୋଟି ଟଙ୍କା ରହିଛି। ଯାହାକୁ ବ୍ୟାଙ୍କ୍ ଜମା କରିବା ପାଇଁ…

ଅଳ୍ପକେ ବର୍ତ୍ତିଲା ରାଜଧାନୀ ଏକ୍ସପ୍ରେସ

ନୂଆଦିଲ୍ଲୀ : ଅଳ୍ପକେ ବର୍ତ୍ତିଛି ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ। ଶନିବାର ଏକ ବଡ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ । ଦିଲ୍ଲୀ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସର ୪ଟି ଚକା ଟ୍ରାକରୁ ଖସିପଡିଥିବା ସୂଚନା ମିଳିଛି ।…

ଆଜି ଦିନ ୩ଟାରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ

ନୂଆଦିଲ୍ଲୀ : ବିଶ୍ୱକପ କ୍ରିକେଟରେ ଆଜି ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ । ଅପରାହ୍ନ ୩ଟାରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ । ରୋହିତଙ୍କ ସହ କେ.ଏଲ ରାହୁଲ ଓପନିଂ କରିବେ । ପ୍ରଥମଥର ଲାଗି ପାକିସ୍ତାନ ବିପକ୍ଷରେ ରାହୁଲ ଖେଳିବେ । ଧାୱନଙ୍କ ସ୍ଥାନରେ ବିଜୟ…

ଆଫଗାନିସ୍ତାନ ୯ ୱିକେଟରେ ପରାସ୍ତ, ଦକ୍ଷିଣ ଆଫ୍ରିକାର ପ୍ରଥମ ବିଜୟ

କାର୍ଡିଫ : ଆଫଗାନିସ୍ତାନକୁ ୯ ୱିକେଟରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ବିଶ୍ୱକପ ୨୦୧୯ରେ ଶନିବାର ନିଜର ପ୍ରଥମ ବିଜୟ ହାସଲ କରିଛି । ଏଥି ସହିତ ଟିମ ସେମିଫାଇନାଲରେ ପ୍ରବେଶକୁ ଅନେକ ଆଶା ରଖିଛି । ଫାଫ ଡୁପ୍ଲେସିସଙ୍କ ନେତୃତ୍ୱରେ ଟିମ ଟୁର୍ଣ୍ଣାମେଣ୍ଟର ଆରମ୍ଭରୁ ଭଲ ଖେଳି ନଥିଲା । ପୂର୍ବରୁ…

ଦ. ଆଫ୍ରିକାକୁ ୫-୦ରେ ହରାଇ ଭାରତ ଚାମ୍ପିଅନ

ଭୁବନେଶ୍ଵର : ଏଫଆଇଆଚ ଫୁରୁଷ ହକି ଫାଇନାଲ୍ସରେ ଭାରତ ଚାମ୍ପିଅନ ହୋଇଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଭାରତ ଦକ୍ଷିଣ ଆଫ୍ରିକାକୁ ୫-୧ରେ ହରାଇ ଚାମ୍ପିଅନ ହୋଇଛି। ଏହା ସହିତ ଭାରତ ୨୦୨୦ ଟୋକିଓ ଅଲିମ୍ପିକ ପାଇଁ ଯୋଗ୍ୟତା ଅର୍ଜନ କରିଛି। ଟୂର୍ଣ୍ଣାମେଣ୍ଟରେ…

ନୀତି ଆୟୋଗ ବୈଠକରେ ନବୀନଙ୍କ ଦାବି

ନୂଆଦିଲ୍ଲୀ () ଓଡିଶା ଭଳି କ୍ରମାଗତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ରାଜ୍ୟକୁ ଫୋକସ ରାଜ୍ୟର ମାନ୍ୟତା ସହ ସାରା ଦେଶରେ ଏକକ ନିର୍ବାଚନ ପ୍ରକ୍ରିୟା ଲାଗୁ ଏବଂ ଓଡିଶା ଭଳି ରାଜ୍ୟରେ ଦ୍ଵିତୀୟ ସବୁଜ ବଳୟ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ…

ଜୁଲାଇ ୫ରେ ରାଜ୍ୟସଭା ଉପନିର୍ବାଚନ

ଭୁବନେଶ୍ୱର()   ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡିଶାର ୩ ଆସନରେ ପାଇଁ ବିଜ୍ଞପ୍ତି ପ୍ରକାଶ । ସେହିପରି ଗୁଜୁରାଟରେ ୨ଟି ଆସନ ଏବଂ ବିହାରର ଗୋଟଏ ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇଛି । ଅଚ୍ୟୁତ ସାମନ୍ତ, ପ୍ରତାପ ଦେବ, ସୌମ୍ୟ ପଟ୍ଟନାୟକ ଇସ୍ତଫା ଦେଲା ପରେ ଏହି…

ଆସନ୍ତାକାଲି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ

ଭୁବନେଶ୍ବର()  ବିଶ୍ବକପରେ ଆସନ୍ତାକାଲି ମୁହାଁମୁହିଁ ହେବେ ଭାରତ- ପାକିସ୍ଥାନ । ୨୦ ବର୍ଷ ପରେ ପୁଣି ଥରେ ଓଲଡ ଟ୍ରାଫଡରେ ଭିଡ଼ାଭିଡ଼ି ହେଉଛନ୍ତି ଉଭୟ ଟିମ୍ । ବିଶ୍ବକପରେ ୬ଟି ଯାକ ମ୍ୟାଚ୍ ପାକିସ୍ତାନ ଭାରତଠାରୁ ପରାସ୍ତ ହୋଇଥିବାରୁ ଏଥର ମଧ୍ୟ ରେଜଲ୍ଟ ରିପିଟ୍ ହେବ ବୋଲି ଆଶା କରାଯାଉଛି ।…