Odia News Portal
Yearly Archives

2019

ମହିଳାଙ୍କୁ ମାଡ ମାରି କଂଗ୍ରେସ ନେତା ଫେରାର

ପଞ୍ଜାବ()  ଜଣେ ମହିଳାଙ୍କୁ ଘରୁ ଘୋଷାଡ଼ି ଲାତ ଗୋଇଠା ମାରି କଂଗ୍ରେସ ନେତା ଫେରାର ହୋଇଯାଇଛି । ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ ହେବାପରେ ଏହାକୁ ବିରୋଧ କରାଯାଇଛି । ପଞ୍ଜାବ ମୁକ୍ତସର ସହରରେ ଘଟିଥିବା ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ମହିଳାଙ୍କୁ…

ଆରମ୍ଭ ହେଲା ନୀତି ଆୟୋଗ ବୈଠକ

ନୂଆଦିଲ୍ଲୀ ()  ଆଜି ନୀତି ଆୟୋଗ ଗଭର୍ଣ୍ଣିଂ କାଉନ୍ସିଲ ବୈଠକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବାକୁ ଥିବା ଆୟୋଗର ପରିଚାଳନା ପରିଷଦ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ଗଭର୍ଣ୍ଣିଂ କାଉନସିଲରେ ସଦସ୍ୟ ଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ, କିଛି…

୧୧ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର()   ୧୧ ଜିଲ୍ଲା ପାଇଁ କାଳବୈଶାଖୀ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ କଟକ । ଏସବୁ ସ୍ଥାନରେ ଘଡ଼ଘଡ଼ି ସହ ହାଲ୍କା ବର୍ଷା ମଧ୍ୟ…

ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ପରାସ୍ତ କଲା ଇଲଂଣ୍ଡ

ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ପରାସ୍ତ କଲା ଇଲଂଣ୍ଡ । ସାଉଥମ୍ପଟନର ଦ ରୋଜ୍ ବାଉଲ ଷ୍ଟାଡିୟମରେ ଚାଲିଥିବା ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଇଂଲଣ୍ଡ । ପ୍ରଥମେ ବ୍ୟାଟିଂ କରି ଇଲଂଣ୍ଡର ଘାତକ ବୋଲିଂ ଆଗରେ ଧରାସାୟୀ ହୋଇଯାଇଥିଲା ୱେଷ୍ଟଇଣ୍ଡିଜ୍ । ୪୪.୪ ଓଭରରେ ମାତ୍ର…

ଆସନ୍ତୁ ଜାଣିବା ରକ୍ତଦାନ ପୂର୍ବରୁ କେଉଁ କେଉଁ ସତର୍କତା ଅବଲମ୍ବନ କରିବା ଦରକାର

ଭୁବନେଶ୍ୱର : ରକ୍ତଦାନ ମହାପୂଣ୍ୟ । ରକ୍ତଦାନ ଦ୍ୱାରା ଜଣକର ଜୀବନ ରକ୍ଷା କରାଯାଇପାରେ । ସେଥିପାଇଁ ରକ୍ତଦାନକୁ ମହାତଦାନ ବୋଲି କୁହାଯାଏ । ରକ୍ତଦାନ ସମୟରେ କିଛି ଜିନିଷ ଉପରେ ଧ୍ୟାନ ଦେବାକୁ ପଡିଥାଏ । ଏହିସବୁ ଜିନିଷ ଉପରେ ଧ୍ୟାନ ନଦେଲେ ଏହା ମୃତ୍ୟୁର କାରଣ ମଧ୍ୟ ହୋଇପାରେ । ସେଥିପାଇଁ…

ପାକିସ୍ତାନରେ ଧୋନିଙ୍କ ପ୍ରଶଂସକ ! ଆସନ୍ତୁ ଜାଣିବା …

 ୮ ବର୍ଷ ହେଲା ଚାଚାଙ୍କୁ ଟିକେଟ ପଠାଉଛନ୍ତି ଧୋନି ଧୋନି ଏବଂ କରାଚୀରେ ଜନ୍ମ ହୋଇଥିବା ତାଙ୍କର ଜଣେ ପ୍ରଶଂସକଙ୍କ ସମ୍ପର୍କ ୨୦୧୧ ବିଶ୍ୱକପ ସେମି ଫାଇନାଲ ସମୟରେ ଆରମ୍ଭ ହୋଇଥିଲା । ସେହିଦିନ ଠାରୁ ଏହି ସମ୍ପର୍କ ଆହୁରି ଆହୁରି ମଜବୁତ ହୋଇ ଚାଲିଲା । ଉଭୟଙ୍କ ସମ୍ପର୍କ ଅତି ନିବିଡ । ବସିର…

ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ : ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କଲା ଭାରତ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସରେ ଆୟୋଜକ ଭାରତୀୟ ପୁରୁଷ ହକି ଟିମ୍ ବିଜୟଧାରା ଅବ୍ୟାହତ ରଖି ଫାଇନାଲରେ ପ୍ରବେଶ କରି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ସ୍ଥାନ ପକ୍କା କରିଛି। ଶୁକ୍ରବାର ଭାରତ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ…

କେନ୍ଦ୍ରମନ୍ତ୍ରୀ ଓ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ

ନୂଆଦିଲ୍ଲୀ() ଆଗାମୀ ଦିନରେ ଓଡିଶାର ବିକାଶ ତଥା ସାଢେ ୪ କୋଟି ଓଡିଆଙ୍କ କଲ୍ୟାଣ ପାଇଁ ରାଜ୍ୟ ଓ କେନ୍ଦ୍ର ଉଭୟ ସରକାର ମିଶି କିପରି କାମ କରିବେ ସେ ନେଇ ସବିଶେଷ ଆଲୋଚନା କରାଗଲା ବୋଲି ନୂଆଦିଲ୍ଲୀ ସ୍ଥିତ ଓଡିଶା ଭବନରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ…

ରାଜଧାନୀରେ ମହିଳା ବ୍ରାଉନସୁଗର ବେପାରୀ ଗିରଫ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରୁ ଧରାପଡ଼ିଛି ଜଣେ ମହିଳା ବ୍ରାଉନସୁଗର ବେପାରୀ। ଏହି ମାମଲାରେ କମିଶନରେଟ୍‌ ପୁଲିସର କୁଇକ୍‌ ଆକ୍‌ସନ୍‌ ଟିମ୍‌ ଓ ଲକ୍ଷ୍ମୀସାଗର ଥାନା ପୁଲିସ ଆଜି ଜଣେ ମହିଳାଙ୍କୁ ଗିରଫ କରିଛି। ବ୍ରାଉନସୁଗାର କାରବାରର ହବ୍‌ ଭାବେ ଜଣାଶୁଣା ହଳଦିପଡ଼ିଆରୁ ପୁଲିସ ୧୯…

ମହିଳାଙ୍କ ଅଭିଯୋଗ ପ୍ରସଙ୍ଗକୁ ଖଣ୍ଡନ କଲେ ସାଂସଦ

କଟକ : ଅନୁଭବ ମହାନ୍ତି ଓ ତାଙ୍କ ଭାଇଙ୍କ ନାମରେ ଅଭିଯୋଗ ଆଣିଥିଲେ ଜଣେ ମହିଳା । ମହିଳାଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅନୁଭବ । ଏବଂ ସେ କହିଛନ୍ତି ଯେ ମୋତେ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି । ତଦନ୍ତ ପ୍ରକ୍ରିୟାରେ ସମସ୍ତ ପ୍ରକାର ସହଯୋଗ କରିବେ…