Odia News Portal
Yearly Archives

2019

ଅନୁଭବଙ୍କ ନାଁରେ ମାମଲା ରୁଜୁ

କଟକ()  ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଅଭିଯୋଗ। ଜଣେ ମହିଳା ସାମ୍ବାଦିକଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି। ଏନେଇ କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ଏତଲାନୁଯାୟୀ ସମ୍ପୃକ୍ତ ମହିଳାଙ୍କୁ ଅନୁଭବଙ୍କ…

ନାନାଙ୍କୁ କ୍ଲିନଚିଟ୍

ନାନା ପାଟେକରଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ କରିଥିଲେ ଅଭିନେତ୍ରୀ ତନୁଶ୍ରୀ ଦତ୍ତ । ଲମ୍ବା ଯାଞ୍ଚ ପରେ ଆଜି ମୁମ୍ବାଇ ପୋଲିସ ଏହି ମାମଲାକୁ ବନ୍ଦ କରିବାର ନିଷ୍ପତି ନେଇଛନ୍ତି।ତଦନ୍ତରେ ତନୁଶ୍ର ଦତ୍ତଙ୍କ ଅଭିଯୋଗକୁ ଆଧାରହୀନ ଧରାଯାଇଛି। ଏହି କେସରେ ପୋଲିସ ‘ବି ରିପୋର୍ଟ’ ଫାଇଲ କରିଛନ୍ତି।…

ଉପବାଚସ୍ପତି ପଦ ନେଇ ବିଜେପିରେ ଅସନ୍ତୋଷ

ଭୁବନେଶ୍ବର () ୱାଇଏସଆର କଂଗ୍ରେସକୁ ବିଜେପି ଲୋକସଭାରେ ଉପବାଚସ୍ପତି ପଦ ଅପର କରିଛି । ବିଜେପିର ଏହି ରାଜନୈତିକ ଚାଲକୁ ନେଇ ରାଜନୈତିକ ମହଲରେ ଭୃକୁଞ୍ଚନ ସୃଷ୍ଟି ହୋଇଛି ଏବଂ ଏନେଇ ବିତର୍କ ଆରମ୍ଭ ହୋଇଯାଇଛି । କେବଳ ବିରୋଧୀ ଦଳ ନୁହେଁ, ଏନଡିଏ ମେଣ୍ଟଭୁକ୍ତ ଦଳଗୁଡିକ ମଧ୍ୟ ଏହି ନୂଆ ସମୀକରଣ…

ରଜ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା

ଭୁବନେଶ୍ବର()   ରଜ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରି ଅଭିନନ୍ଦନ ଜଣାଇଛନ୍ତି। ସେ ଟ୍ବିଟ୍ ଜରିଆରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ କରି ସେ ଲଖିଛନ୍ତି ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଗଣପର୍ବ ରଜ ଉପଲକ୍ଷେ ସମସ୍ତଙ୍କୁ…

କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର()   ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାକୁ ଘଡଘଡି  ବର୍ଷା ହେବା  ସହ କାଳବୈଶାଖୀ ନେଇ ସତର୍କ ସୂଚନା ଜାରିକଲା ପାଣିପାଗ କେନ୍ଦ୍ର । ଜିଲ୍ଲାଗୁଡ଼ିକ ମଧ୍ୟରେ ରହିଛି- କୋରାପୁଟ, ମାଲକାନଗିରି, ବରଗଡ଼, ନୂଆପଡ଼ା, ବଲାଙ୍ଗୀର,…

ଖଡ଼ିଆଳ : ନାବାଳିକାଙ୍କ ଅସଦାଚରଣ ଅଭିଯୋଗରେ ବାବା ଗିରଫ

ନୂଆପଡ଼ା : ପୁଣି ଜଣେ ବାବା ପୋଲିସ ହାତରେ ଗିରଫ ହୋଇଛନ୍ତି । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୋଲିସ ଜଣେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ବାବାଙ୍କୁ ଗିରଫ କରିଛି। ସୂଚନା ମୁତାବକ, ନୂଆପଡ଼ା ଖଡ଼ିଆଳରେ ନାବାଳିକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଜଣେ ବାବାଙ୍କୁ ଗିରଫ ହୋଇଛନ୍ତି ।…

ଆଜି ଦିଲ୍ଲୀରେ ନବୀନ-ଧର୍ମେନ୍ଦ୍ର ଭେଟଘାଟ

ନୂଆଦିଲ୍ଲୀ : ଆଜି ନବୀନ-ଧର୍ମେନ୍ଦ୍ର ଭେଟଘାଟ ।  ଦିଲ୍ଲୀର ଓଡିଶା ଭବନରେ ଦୁଇ ନେତାଙ୍କ ଭିତରେ ହେବ ସାକ୍ଷାତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିତରେ ହେବ ସାକ୍ଷାତ ଆଲୋଚନା । ଏନେଇ ବିଧିବଦ୍ଧ…

ନୂଆ ଦମଦାର ପ୍ଲାନ୍ ଅଭିନନ୍ଦନ ୧୫୧, ଆସନ୍ତୁ ଜାଣିବା …

ଭୁବନେଶ୍ୱର : BSNL ଗ୍ରାହକଙ୍କ ପାଇଁ ଖୁସିଖବର । ନୂଆ ପ୍ଲାନ୍ ଅଭିନନ୍ଦନ ୧୫୧ ଆଣିଛି ଭାରତ ସଂଚାର ନିଗମ ଲିମିଟେଡ୍ । ଯାହାର ମୂଲ୍ୟ ହେଉଛି ୧୫୧ ଟଙ୍କା । ଏହି ନୂଆ ପ୍ଲାନ୍ ଅନୁସାରେ ଗ୍ରାହକଙ୍କୁ ମିଳିବ ଅସୀମିତ କଲ୍, ୧ ଜିବି ଡାଟା ସହ ୨୪ ଦିନ ଯାଏଁ ପ୍ରତିଦିନ ୧୦୦ ମେସେଜ୍ । ବିଏସଏଲର…

ମହାପ୍ରଭୁଙ୍କୁ ଦର୍ଶନ କଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା

ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା । ମନ୍ଦିର ପ୍ରଶାସନ ପକ୍ଷରୁ ଜମି ଜମା ବିକ୍ରି ନେଇ ନୂଆ ପଲିସିରେ ଅତ୍ୟଧିକ ଦର ପ୍ରସଙ୍ଗରେ ମତ ରଖିଛନ୍ତି । ଆଇନ ମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିର ଜମିଜମା ୟୁନିଫର୍ମ ପଲିସିକୁ ନେଇ ସରକାର କୈଣସି ଚୁଡାନ୍ତ…

ଏଫଆଇଏଚ୍‌ ହକି, ସେମିଫାଇନାଲରେ ଭାରତ-ଜାପାନ ମୁହାଁମୁହିଁ

ଭୁବନେଶ୍ବର: ଏଫଆଇଏଚ୍‌ ସିରିଜ ଫାଇନାଲର କ୍ରସ୍‌ ଓଭର ମ୍ୟାଚରେ ଜାପାନ ଓ ଦକ୍ଷିଣ ଆଫ୍ରିକାର ବାଜିମାତ୍‌ । ପ୍ରଥମ ମ୍ୟାଚ୍‌ରେ ପୋଲାଣ୍ଡକୁ ୬-୨ଗୋଲରେ ପରାସ୍ତ କରି ସେମିଫାଇନାଲର ସ୍ଥାନ ପକ୍କା କରିଛି ଜାପାନ । ୧୪ ତାରଖରେ ଭାରତ ସହ ସେମିଫାଇନାଲରେ ମୁହାଁମୁହିଁ ହେବ । ସେହିଳଭି ଦ୍ୱିତୀୟ…