ପ୍ରିୟଙ୍କା ପାଇଵେ ଡ୍ୟାନି କ୍ୟା ହ୍ୟୁମାନିଟାରିଆନ ଆୱାର୍ଡ
ୟୁନିସେଫର ଗୁଡୱିଲ ଆମ୍ବାସେଡର ପ୍ରିୟଙ୍କାଙ୍କୁ ନ୍ୟୁୟର୍କରେ ପ୍ରତିଷ୍ଠିତ ସମାରୋହ ୟୁନିସେଫ ସ୍ନୋ ଫ୍ଲେକ ବାଲ୍ ରେ ସମ୍ମାନିତ କରାଯିବ। ୟୁନିସେଫ ୟୁଏସଏସ ଟ୍ବିଟର ଜରିଆରେ କହିଛନ୍ତି ପ୍ରିୟଙ୍କାଙ୍କୁ ଡ୍ୟାନି କ୍ୟା ହ୍ୟୁମାନିଟାରିଆନ ଆୱାର୍ଡ ପ୍ରଦାନ କରାଯିବ। ଏହା ନ୍ୟୁୟର୍କର ସବୁଠାରୁ ବଡ଼…
