Odia News Portal
Yearly Archives

2019

ଜୁଲାଇ ଆରମ୍ଭରୁ ୭ଟି ଜିଲ୍ଲାରେ ଟଙ୍କିକିଆ ମାଣ୍ଡିଆ

ଭୁବନେଶ୍ଵର : ଏଣିକି ମାଣ୍ଡିଆ ଚାଷୀଙ୍କୁ ମିଳିବ ସର୍ବନିମ୍ନ ସହାୟକ ମୂଲ୍ୟ। ମିଲେଟ୍‌ ମିଶନ ଜରିଆରେ ସର୍ବନିମ୍ନ ୨୮୯୭ ଟଙ୍କା ଦେଇ ରାଜ୍ୟ ସରକାର ମାଣ୍ଡିଆ ଚାଷୀଙ୍କଠୁ ମାଣ୍ଡିଆ କିଣିବେ। ଏହାଦ୍ଵାରା ମାଣ୍ଡିଆ ଚାଷ ପ୍ରୋତ୍ସାହିତ ହୋଇପାରିବ ବୋଲି ଆଶା କରାଯାଇଛି। ଆଉ କିଣାଯାଉଥିବା ଏହି…

ବୀରେନ୍ଦ୍ର କୁମାର ହେବେ ଅସ୍ଥାୟୀ ବାଚସ୍ପତି

ନୂଆଦିଲ୍ଲୀ()   ଅସ୍ଥାୟୀ ବାଚସ୍ପତି ଭାବେ ଶପଥ ନେଲେ ଡା. ବିରେନ୍ଦ୍ର କୁମାର । ବିଜେପି ସାଂସଦ ଡାକ୍ତର ବୀରେନ୍ଦ୍ର କୁମାର ହେବେ ୧୭ତମ ଲୋକସଭାର କାମଚଳା ବାଚସ୍ପତି। ଖବର ସରବରାହ ସଂସ୍ଥା ଏଏନଆଇ ଏହି ସୂଚନା ଦେଇଛି। ବୀରେନ୍ଦ୍ର କୁମାର ମଧ୍ୟପ୍ରଦେଶ ଟିକମଗଡର ଲୋକସଭା ସାଂସଦ ଅଟନ୍ତି। ସେ…

ଫନୀ ପରବର୍ତ୍ତି ପୁନରୁଦ୍ଧାର ଓ ରିଲିଫ ପାଇଁ 5228 କୋଟି ଦାବି

ଭୁବନେଶ୍ବର () ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନରେ ପ୍ରାକୃତିକ ବିପର୍ଯ୍ୟୟକୁ ଏକ ମାନଦଣ୍ଡ ଭାବେ ଗ୍ରହଣ କରାଯାଉ । ଏଥିସହିତ ଏହି ମାନ୍ୟତା ପ୍ରଦାନ ନହେବା ପର୍ଯ୍ୟନ୍ତ ଓଡିଶା ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ରାଜ୍ୟକୁ ସ୍ବତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା ଦେଇ…

କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ ସୁରିୟା ରାଓ

ଭୁବନେଶ୍ବର()   କଂଗ୍ରେସ ଛାଡିଲେ ପୂର୍ବତନ ବିଧାୟକ କେ. ସୁରିୟା ରାଓ।ସେ ରାହୁଲ ଗାନ୍ଧିଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ଟିକେଟ ବିଳମ୍ବରେ ମିଳିଥିବାରୁ ପ୍ରଚାର ପାଇଁ ସମୟ ମିଳିନଥିଲା ଯାହା ପାଇଁ ସେ ପରାଜୟ ହୋଇଥିଲେ ବୋଲି କହିଛନ୍ତି ରାଓ । ଦଳର ବିପର୍ୟ୍ୟୟ ପାଇଁ କାରଣ…

ବ୍ୟାଗରେ କଟାମୁଣ୍ଡ ଧରି ଆତ୍ମସମର୍ପଣ

ସମ୍ବଲପୁର()  ଭାଇକୁ ହତ୍ୟା କଲା ସଂପର୍କୀୟ ବଡ଼ ଭାଇ। କଟାମୁଣ୍ଡ ଧରି ଥାନାରେ କଲା ଆତ୍ମସମର୍ପଣ । ଘଟଣାଟି ଘଟିଛି ସମ୍ବଲପୁର ସହରର ଅଇଁଠାପାଲ୍ଲୀଥାନା ନିକଟସ୍ଥ ଭାଲୁପାଲ୍ଲୀ ତିଲେଇମାଳ ଗାଁରେ ।ମୃତକ ହେଲେ ୫୦ ବର୍ଷୀୟ ସତ୍ୟନାରାୟଣ ମୁଣ୍ଡା। ସତ୍ୟନାରାୟଣ ମୁଣ୍ଡା ଗତକାଲି ରାତିରେ ଘର…

ମିଳିଲା ନିଖୋଜ ବିମାନର ଭଗ୍ନାଂଶ

ନୂଆଦିଲ୍ଲୀ()   ବାୟୁସେନାର ନିଖୋଜ ବିମାନ ଏମ-୩୨ର ଭଗ୍ନାବଶେଷ ଅରୁଣଚଳ ପ୍ରଦେଶର ଲିପୋ ଠାରେ ଠାବ କରାଯାଇଛି । ଜୁନ ୩ରୁ ବାୟୁସେନାର ଏହି ବିମାନଟି ନିଖୋଜ ହୋଇଥିଲା । ବାୟୁସେନାର ଏମ-୧୭ ହେଲିକ୍ୟାପଟର ଦ୍ୱାରା ଏହି ନିଖୋଜ ବିମାନକୁ ଠାବ କରାଯାଇଛି । ଭାରତୀୟ ବାୟୁସେନା ପକ୍ଷରୁ ଏହି ସୂଚନା…

ମୋଦିଙ୍କୁ ଭେଟିଲେ ନବୀନ

ନୂଆଦିଲ୍ଲୀ () : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ଭେଟିଛନ୍ତି । ନରେନ୍ଦ୍ର ମୋଦିଙ୍କ ଦ୍ବିତୀୟ ଟର୍ମ ଓ ନବୀନଙ୍କ ପଞ୍ଚମ ପାଳିରେ ଏହା ଏହି ଦୁଇ ଶୀର୍ଷ ନେତାଙ୍କ ପ୍ରଥମ ଭେଟଘାଟ । ଏହି ଅବସରରେ ନବୀନ…

ସବୁ ଚ୍ୟାନେଲକୁ ସିଧା ପ୍ରସାରଣ ଅନୁମତି

 ପୁରୀ()   ନିଷ୍ପତ୍ତି ବଦଳାଇଛି ଶ୍ରୀମନ୍ଦିର ପ୍ରଶାସନ।ପୁରୀ ରଥଯାତ୍ରାର ସିଧାପ୍ରସାରଣ ଅଧିକାର ପାଇଁ ବିଡିଂ ପ୍ରସଙ୍ଗରେ ଦ୍ୱନ୍ଦ୍ୱ ଦୂର ହୋଇଛି। ସମସ୍ତ ଚ୍ୟାନେଲକୁ ମିଳିବ ରଥଯାତ୍ରା ସିଧାପ୍ରସାରଣ ଅଧିକାର।ସମସ୍ତ ଟିଭି ଚ୍ୟାନେଲ ମହାପ୍ରଭୁଙ୍କ ଘୋଷଯାତ୍ରାର ଲାଇଭ କରିପାରିବେ ବୋଲି ଆଜି…

ଆଜି ମଇଦାନକୁ ଓହ୍ଲାଇବେ ବାଂଲାଦେଶ ଏବଂ ଶ୍ରୀଲଙ୍କା

ଲଗାତାର ଦୁଇଟି ମ୍ୟାଚ୍ ହାରିବା ପରେ ବାଂଲାଦେଶ ଏବଂ ବୋଲରଙ୍କ ଖରାପ ପ୍ରଦର୍ଶନ ଫଳରେ ଚିନ୍ତାରେ ଥିବା ଶ୍ରୀଲଙ୍କା ନିଜ ନିଜର ପୂର୍ବର ଭୂଲ୍ କୁ ସୁଧାରିବା ପାଇଁ ଆଜି ମଇଦାନକୁ ଓହ୍ଲାଇବେ । ବାଂଲାଦେଶ ବିଶ୍ବ କପରେ ସାନଦାର୍ ଆରମ୍ଭ କରିଥିଲା । ଏହି ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଛଅ…

ପାଖରେ ସମ୍ବଳ ନାହିଁ, ତଥାପି ଆଗକୁ ପାଠ ପଢି ଡାକ୍ତର ହେବାର ସ୍ୱପ୍ନ ଦେଖିଛନ୍ତି ରଜନୀ ମୁଣ୍ଡା

ସମ୍ବଲପୁର: ପାଖରେ ସମ୍ବଳ ନାହିଁ। ତଥାପି ଆଗକୁ ପାଠ ପଢି ଡାକ୍ତର ହେବାର ସ୍ୱପ୍ନ ଦେଖିଛନ୍ତି ରଜନୀ ମୁଣ୍ଡା। ସର୍ବ ଭାରତୀୟ ସ୍ତରରେ ୧୩୦୩ ର‍୍ୟାଙ୍କ ରଖି ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସମ୍ବଲପୁର ଚାରଭାଟିର ରଜନୀ ମୁଣ୍ଡା। ଭବିଷ୍ୟତରେ ଗରିବଙ୍କ ସେବା କରିବାକୁ ଲକ୍ଷ୍ୟ…