Odia News Portal
Yearly Archives

2019

ମୋଦିଙ୍କୁ ଭେଟିଲେ ନବୀନ ପଟ୍ଟନାୟକ, ଫନି କ୍ଷୟକ୍ଷତି ପାଇଁ ଦାବି କଲେ ୫ ହଜାର କୋଟି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ନବୀନ । ପ୍ରଧାନମନ୍ତ୍ରୀଙ୍କ ନିକଟରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ଉଠାଇଛନ୍ତି ନବୀନ । ଏହା ସହ…

ଏଫଆଇଏଚ୍ ପୁରୁଷ ହକି ସିରିଜ, ସେମିଫାଇନାଲରେ ଭାରତ

ଭୁବନେଶ୍ୱର : ଏଫଆଇଏଚ ପୁରୁଷ ହକି ଫାଇନାଲ୍ସରେ ଭାରତର ତାର ପ୍ରାଧ୍ୟାନ୍ୟ ବିସ୍ତାର ଜାରି ରଖିଛି। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା ପୁରୁଷ ହକି ଫାଇନାଲ୍ସରେ ଭାରତ ହ୍ୟାଟ୍ରିକ ବିଜୟ ସହ ସେମି ଫାଇନାଲକୁ ଉନ୍ନୀତ ହୋଇଛି। ଆଜି ପୁଲ ଏରେ ଖେଳାଯାଇଥିବା ମ୍ୟାଚରେ ଭାରତ ଉଜବେକିସ୍ତାନକୁ…

ରାଜ୍ୟ ବିଜେପିରେ କିଛି ବିଶ୍ବାସଘାତକ ଅଛନ୍ତି: ପ୍ରତାପ

ଭୁବନେଶ୍ବର () ନିକଟରେ ଶେଷ ହୋଇଥିବା ବିଧାନସଭା ଓ ଲୋକସଭା ନିର୍ବାଚନରେ ବିଜେପି କଡା ଟକ୍କର ଦେଇଥିଲେ ବି ଆଭ୍ୟନ୍ତରୀଣ କନ୍ଦଳ ଏବଂ ଗୋଷ୍ଠି ବିବାଦ ଯୋଗୁଁ ରାଜ୍ୟ ବିଜେପିର ଅବସ୍ଥା ଗୋଦରା କୋଡେ ଯେତେ ମାଡେ ସେତେ ଭଳି ହୋଇଛି । ଏହି ସମସ୍ୟା କେବଳ ରାଜ୍ୟ ସ୍ତରରେ ଦେଖାଦେଇନି, ଏହାର ପ୍ରଭାବ…

୩ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

୧୭ ମାସ ପରେ ଆସିଲା କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ । ୬ ଜଣ ଦୋଷୀଙ୍କ ମଧ୍ୟରୁ ୩ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ । ଅନ୍ୟ ୩ ଜଣଙ୍କୁ ୫ ବର୍ଷ ଲେଖାଏଁ କାରାଦଣ୍ଡ ଶୁଣାଇଛନ୍ତି ପଠାନକୋଟ କୋର୍ଟ । ମାଷ୍ଟର ମାଇଣ୍ଡ ସାଞ୍ଜି ରାମଙ୍କ ସମେତ ଦୀପକ ଖଜୁରିଆ, ପରବେଶ କୁମାରଙ୍କୁ ଆଜୀବନ ଜେଲ…

ହାଇକୋର୍ଟରେ ରଥଯାତ୍ରା ପ୍ରସାରଣ ବିବାଦ

ପୁରୀ() ହାଇକୋର୍ଟରେ ରଥଯାତ୍ରା ପ୍ରସାରଣ ବିବାଦ । ରଥଯାତ୍ରା ପ୍ରସାରଣକୁ ବିରୋଧ କରି ଜନସ୍ୱାର୍ଥ ମାମଲା ରୁଜୁ । ଏହି ମାମଲା ପୁରୀର ପ୍ରସନ୍ନ ଦାଶ ଦାୟର କରିଛନ୍ତି । ନିଲାମ ସମ୍ପର୍କରେ ବିଜ୍ଞପ୍ତି ରଦ୍ଧ କରିବାକୁ ଆବେଦନ କରାଯାଇଛି । ବିଜ୍ଞପ୍ତି ଯୋଗୁଁ ମନ୍ଦିର ଉଲଙ୍ଘନ ହେଉଥିବା ଅଭିଯୋଗ…

ସଚିବାଳୟରେ ନବଗ୍ରହ ପୂଜା

 ଭୁବନେଶ୍ବର ()  ସଚିବାଳୟରେ ଗ୍ରହଶାନ୍ତି ପୂଜା କରିଛନ୍ତି ମନ୍ତ୍ରୀ ପଦ୍ମନାଭ ବେହେରା । ସ୍ତ୍ରୀଙ୍କ ସହ ନବଗ୍ରହ ପୂଜା କରିଛନ୍ତି ପୂଜା କରିଛନ୍ତି ମନ୍ତ୍ରୀ ପଦ୍ମନାଭ ।ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପରେ ସେ ସଚିବାଳୟରେ ଗ୍ରାହଶାନ୍ତି ପୂଜା କରିଛନ୍ତି…

ବର୍ଷା ଓ ବଜ୍ରପାତ ସମ୍ଭାବନା

ଭୁବନେଶ୍ବର()  ରାଜ୍ୟର କିଛି ଜିଲ୍ଲାରେ ଧୂଳିଝଡ଼ ସହିତ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଜିଲ୍ଲା ଗୁଡ଼ିକ ହେଉଛି- ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି।…

ଯୁବରାଜଙ୍କ ଅବସର

ମୁମ୍ବାଇ()  ଅନ୍ତର୍ଜାତୀୟ କି୍ରକେଟରୁ ଯୁବରାଜଙ୍କ ଅବସର । ବିଶ୍ୱକପ୍ର ହିରୋ ‘ଯୁବରାଜ ସିଂହ’ ଆଜି ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ମୁମ୍ବାଇର ସାଉଥ ହୋଟେଲ୍ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଅବସର ଘୋଷଣା କରିଛନ୍ତି। ୩୭ ବର୍ଷୀୟ ଯୁବରାଜ ସିଂହ ତାଙ୍କର ଶେଷ…

ଜୁନ ୨୫ରୁ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ବର()  ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ୨୫ ତାରଖ ଠାରୁ ଆରମ୍ଭ ହେବ । ଏବଂ ଏହା ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ ରାଜ୍ୟପାଳ ବିଧାନସଭା ଅଧିବେଶନକୁ ଉଦଘାଟନ କରି ଅଭିଭାଷଣ ଦେବେ । ଏହି ଅଧିବେଶନ ୨ଟି ପର୍ଯ୍ୟାୟରେ ଚାଲିବ । ଏଥିରେ ମୋଟ ୩୦ଟି କାର୍ଯ୍ୟ ଦିବସ…

ପୁଣି ଆସୁଛି ବାତ୍ୟା ବାୟୁ

ପୁଣି ଆସୁଛି ବାତ୍ୟା ବାୟୁ । ଲାକ୍ଷାଦ୍ୱୀପ ନିକଟ ଦକ୍ଷିଣ-ପୂର୍ବ ଆରବ ସାଗରରେ ସୃଷ୍ଟ ଅବପାତ ଆସନ୍ତା ୬ ଘଣ୍ଟା ମଧ୍ୟରେ ଡିପ ଡିପ୍ରେସନରେ ପରିଣତ ହେବ । ପରବର୍ତ୍ତୀ ୨୪ଘଣ୍ଟାରେ ଏହା ବାତ୍ୟାର ରୂପ ନେବ । ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ପ୍ରଭାବରେ କେରଳ, କର୍ଣ୍ଣାଟକରେ ଜୋରରେ…