ଶିଖର ଧଓ୍ଵନଙ୍କ ଶତକ, ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆର ବିରାଟ ବିଜୟ
ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆର ବିରାଟ ବିଜୟ । ସୁପର ସଣ୍ଡେର ହାଇଭୋଲଟେଜ ମ୍ୟାଚରେ କଙ୍ଗାରୁ ଟିମକୁ ୩୬ ରନରେହରାଇଲା ବିରାଟ ବାହିନୀ । ଟିମ୍ ଇଣ୍ଡିଆର ବ୍ୟାଟିଂ ଏବଂ ବୋଲିଂ ଆଗରେ ଧରାସାୟୀ ହେଲା ଅଷ୍ଟ୍ରେଲିଆ । ୩୫୨ ରନର ବିଶାଳ ଲକ୍ଷକୁ ପିଛା କରି ମାତ୍ର ୩୧୬ ରନରେସୀମିତ ହୋଇଗଲା…
