Odia News Portal
Yearly Archives

2019

ଢେଙ୍କାନାଳରେ ଭୁଶୁଡ଼ିଲା ରାଇସ୍ ମିଲ୍ କାନ୍ଥ, ୪ ମୃତ ଏବଂ ୧୦ ଗୁରୁତର

ଢେଙ୍କାନାଳ : ଭୁଶୁଡ଼ିଲା ରାଇସ୍ ମିଲ୍ କାନ୍ଥ । ଏଥିରେ ଚାପି ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଇଛି । ଢେଙ୍କାନାଳ ଅଳସୁଆ ହାଟ ନିକଟରେ ରହିଛି ରାଇସ୍ ମିଲ୍ । କାନ୍ଥ ତଳେ ଯାନବାହନ ସହ ବହୁ ଲୋକ ଫସି…

ଆଜି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଯିବେ । ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ସାକ୍ଷାତ ଆଲୋଚନା କରିବାର କାର‌୍ୟ୍ୟକ୍ରମ ରହିଛି। ସାଧାରଣ ନିର୍ବାଚନ ପରେ ଏହା ଦୁଇ ନେତାଙ୍କ ପ୍ରଥମ ଭେଟଘାଟ। ରାଜ୍ୟରେ ବାତ୍ୟା ଫନି ଜନିତ…

ବିଶ୍ୱକପରେ ହାଇଭୋଲଟେଜ୍ ଲଢ଼େଇ, ଆଜି ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ

ସୁପର ସନଡେର ସୁପର ମୁକାବିଲା । ବିଶ୍ୱକପରେ ଆଜି ହାଇଭୋଲଟେଜ୍ ଲଢ଼େଇ। ମୁହାଁମୁହିଁ ହେବେ ଭାରତ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ। ଭାରତ ବିଶ୍ୱକପରେ ଦ୍ୱିତୀୟ ମୁକାବିଲାକୁ ଓହ୍ଲାଇବାକୁ ଥିବା ବେଳେ କଙ୍ଗାରୁ ଦଳର ଏହା ତୃତୀୟ ମ୍ୟାଚ୍। ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ହରାଇବା ପରେ ଏବେ…

ଅବସର ନେବାପରେ କ’ଣ କରନ୍ତି ଦେହଜୀବି ଆସନ୍ତୁ ଜାଣିବା …

ଯେପରି ଯୈାବନ ସମୟରେ ଦେହଜୀବୀଙ୍କୁ ଅନେକ ପ୍ରକାରର କଷ୍ଟ ଏବଂ ଅତ୍ୟାଚାର ସହିବାକୁ ପଡ଼ିଥାଏ ସେହିପରି ବୟସ ବଢ଼ିଲେ ମଧ୍ୟ ସେମାନଙ୍କ ଜୀବନ ଅତ୍ୟନ୍ତ ଦୟନୀୟ ହୋଇଥାଏ। ଦେହଜୀବୀମାନେ ଏହି କାମ କରିବାବେଳେ ସବୁବେଳେ ଭୟଭୀତ ଥାଆନ୍ତି। ଏବଂ ତାଙ୍କ ବୃଦ୍ଧାବସ୍ଥାରେ ମଧ୍ୟ ସେମାନେ ଅସହାୟ…

ଭାରତୀୟ ମହିଳା ହକି ଦଳର ଜାପାନ ଗସ୍ତ

ନୂଆଦିଲ୍ଲୀ :  ଅଲିମ୍ପିକ୍‌ ଯୋଗ୍ୟତା  ଅଂଶ ଏଫ୍‌ଆଇଏଚ୍‌ ମହିଳା ସିରିଜ୍‌ ହକି ଟୁର୍ନାମେଣ୍ଟରେ ଭାଗ ନେବା ପାଇଁ ଭାରତୀୟ ମହିଳା ଦଳ ଶନିବାର ଜାପାନର ହିରୋସିମା ଗସ୍ତ କରିଛି। ସ୍ପେନ, ମାଲେସିଆ ଓ ରିପବ୍ଲିକ ଅଫ୍‌ କୋରିଆ ଗସ୍ତରୁ ମିଳିଥିବା ସଫଳତା ପରେ ଆମେ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ସହ…

କରଣ ଓବରଏଙ୍କୁ ଜାମିନ୍

ମୁମ୍ବାଇ()  ଜଣେ ଅଭିନେତ୍ରୀ ଅଭିନେତା କରଣ ଓବରଏଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଉକ୍ତ ଅଭିନେତ୍ରୀଙ୍କ ସହିତ ଏକ ଡେଟିଙ୍ଗ ଆପରେ କରଣ ଦେଖା ହେବା ପରେ ଉଭୟଙ୍କ ମଧ୍ୟରେ ସଂପର୍କ ବଢ଼ିଥିଲା। କିନ୍ତୁ ପରେ ଅଭିନେତ୍ରୀ ଜଣଙ୍କ ତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏହି…

ସମ୍ବର୍ଦ୍ଧନା ସଭାରେ ସଂଘର୍ଷ

ଭୁବନେଶ୍ବର()  କେନ୍ଦ୍ରରେ ମନ୍ତ୍ରୀ ଭାର ସଂଭାଳିବା ପରେ ପ୍ରଥମ ଥର ଓଡିଶା ଗସ୍ତରେ ଆସିଛନ୍ତି ୨ ଓଡିଆ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ । ଆଜି ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱରରେ ପହଁଚିବା ପରେ ୨ କେନ୍ଦ୍ର ମନ୍ତ୍ରୀଙ୍କୁ ସ୍ୱାଗତ ସଂବର୍ଧନା ଦେଇଥିଲେ ଦଳୀୟ କର୍ମୀ ।…

ଏଣିକି ଜେଲରେ ବି କଏଦୀ କରିପାରିବେ ଶପିଙ୍ଗ୍

ଚୀନ()   ଏଣିକି ଜେଲରେ ବି କଏଦୀ କରିପାରିବେ ଅନଲାଇନ ଶପିଙ୍ଗ୍ ।ଏମିତି ଏକ ଦେଶ ଅଛି ଯେଉଁଠାରେ ଜେଲରେ ଥିବା କଏଦୀଙ୍କୁ ମଧ୍ୟ ଅନଲାଇନ ଶପିଙ୍ଗ କରିବାକୁ ଅନୁମତି ଦିଆଯାଇଛି ।ଚୀନର ଗୁଆଁଗଣ୍ଡୋଜ ପ୍ରାନ୍ତର ଏକ ଜେଲରେ କଏଦୀଙ୍କ ପାଇଁ ଅନଲାଇନ ଶପିଙ୍ଗ ପ୍ଲାଟଫର୍ମ ଆରମ୍ଭ କରାଯାଇଛି । କିନ୍ତୁ…

କାହିଁକି ଚଳିତ ବର୍ଷ ପାଳନ ହେବନି ‘ଆଟ୍ ହୋମ୍’ ଉତ୍ସବ, ପଢନ୍ତୁ

ଭୁବନେଶ୍ବର()   ଚଳିତ ବର୍ଷ ସ୍ବାଧିନତା ଦିବସ ଅବସରରେ ପାଳନ ହେବନି ‘ଆଟ୍ ହୋମ୍’ ଉତ୍ସବ । ବାତ୍ୟା ‘ଫୋନି’ ପାଇଁ ରାଜ୍ୟବାସୀଙ୍କୁ ସମ୍ମାନ ଓ ସମ୍ବେଦନା ଜଣାଇବା ଉଦ୍ଦେଶ୍ୟରେ ୨୦୧୯ ସ୍ବାଧୀନତା ଦିବସ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ‘ଆଟ୍ ହୋମ୍’ ଉତ୍ସବ ଆୟୋଜନ କରିବେ ନାହିଁ। ଏ…

କେରଳରେ ମୌସୁମୀ ଛୁଇଁଲା ,ବର୍ଷା ଆରମ୍ଭ

ଭୁବନେଶ୍ବର()   କେରଳ ଛୁଇଁଲା ମୌସୁମୀ ।IMD ପୂର୍ବାନୁମାନ ଅନୁଯାୟୀ ଆଜି ମୌସୁମୀ କେରଳ ଛୁଇଁଛି ।କେରଳର କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି ।ସୂଚନା ଦେଲେ IMD ଏଡିଜି ମୃତ୍ୟୁଜଂୟ ମହାପାତ୍ର । ପଶ୍ଚିମ ମୌସୁମୀ ବାୟୁ ଜୁନ୍ ପ୍ରଥମ ସପ୍ତାହରେ କେରଳ ଛୁଉଁଥିବା ବେଳେ ଚଳିତ ବର୍ଷ ୮…