Odia News Portal
Yearly Archives

2019

ନିତି ଆୟୋଗ ବୈଠକରେ ଯୋଗ ଦେବେ ନବୀନ

ଭୁବନେଶ୍ବର()  ଆସନ୍ତାକାଲି ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀ ରେ ନବୀନ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେଇ ରାଜ୍ୟର ବିକାଶ ମୂଳକ କାର୍ୟ୍ୟକୁ ତ୍ୱରାନ୍ଵିତ କରିବା ନେଇ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବେ । ଜୁନ ୯ ଅପରାହ୍ଣ ୧୨ଟା ୪୫ରେ ନବୀନ…

ଝଡ଼ବର୍ଷା ଓ ବଜ୍ରପାତ ସମ୍ଭାବନ

ଭୁବନେଶ୍ବର()  ୯ଟି ଜିଲ୍ଲାକୁ ସତର୍କ ସୂଚନା । ଏହି ଜିଲ୍ଲାରେ ଝଡ଼ବର୍ଷା ଓ ବଜ୍ରପାତ ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଜିଲ୍ଲା ଗୁଡ଼ିକ ହେଉଛି- ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବାଲେଶ୍ୱର, ଭଦ୍ରକ,କେନ୍ଦ୍ରାପଡ଼ା,…

ଆନ୍ତର୍ଜାତିକ ଦ୍ୱାଦଶ କିଟ୍‌ ଚେସ୍‌ ମହୋତ୍ସବ ଉଦଯାପିତ

ଭୁବନେଶ୍ବର : ଦ୍ୱାଦଶ ଆନ୍ତର୍ଜାତିକ କିଟ୍‌ ଚେସ୍‌ ମହୋତ୍ସବ-୨୦୧୯ ଉଦଯାପିତ ହୋଇଛି । ଭେନେଜୁଏଲାର ଗ୍ରାଣ୍ଡ ମାଷ୍ଟର ଇତୁରୀଜାଗା ୭ ପଏଣ୍ଟ ପାଇ ବୋନେଲି ‘ଏ’ କ୍ୟାଟେଗୋରୀରେ ଚାମ୍ପିଅନ୍‌ ହୋଇଥିବା ବେଳେ ତାଙ୍କୁ ଟ୍ରଫି ସହ ଦୁଇ ଲକ୍ଷ ଟଙ୍କା ନଗଦ ଅର୍ଥ ରାଶି ପୁରସ୍କାର ଆକାରରେ ଦିଆଯାଇଛି ।…

ଭୁବନେଶ୍ୱରରେ ପହଞ୍ଚିଲେ ଦୁଇ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ । ଦୁଇ କେନ୍ଦ୍ରମନ୍ତ୍ରୀ ହେଉଛନ୍ତି ପ୍ରତାପ ଷଡ଼ଙ୍ଗୀ ଓ ଧର୍ମେନ୍ଦ୍ର ପ୍ରଧାନ । ଶପଥ ଗ୍ରହଣ ପରେ ପ୍ରଥମ ଥର ଭୁବନେଶ୍ୱର ଆସିଛନ୍ତି ଦୁଇ କେନ୍ଦ୍ର ମନ୍ତ୍ରୀ ।ରାଜ୍ୟ ବିଜେପି ପକ୍ଷରୁ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ…

ଏଫଆଇଏଚ୍ ପୁରୁଷ ହକି ସିରିଜ୍ ଫାଇନାଲ୍ : ଭାରତର ଦ୍ୱିତୀୟ ବିଜୟ

ଭୁବନେଶ୍ୱର : ପୁରୁଷ ହକିରେ ଆଜି ଭାରତର ଦ୍ୱିତୀୟ ବିଜୟ ହୋଇଛି । ପୋଲାଣ୍ଡକୁ ୩-୧ ଗୋଲରେ ପରାସ୍ତ କରିଛି ଭାରତ । ଅଧିନାୟକ ମନପ୍ରୀତ ସିଂହଙ୍କୁ ୨ ଓ ହରମନପ୍ରୀତ ସିଂହଙ୍କୁ୧ ଗୋଲ ମିଳିଛି । କାଲି ୧୦-୦ ଗୋଲରେ ରୁଷିଆକୁ ପରାସ୍ତ କରିଥିଲା ଭାରତ ।

ନେହା ଗୋଟେ ଗୀତ ପାଇଁ ନେଇଥାନ୍ତି …….

ସିଙ୍ଗର ନେହା କକ୍କର ନିଜର ସୁମଧୁର କଣ୍ଠ ପାଇଁ ଲୋକମାନଙ୍କ ମନରେ ଜାଗା କିଣି ପାରିଛନ୍ତି। ନେହା ଇଣ୍ଡିଆନ ଆଇଡଲରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ଖୁବ୍ କମ ବୟସରୁ ହିଁ ଗୀତ ଗାଇବା ଆରମ୍ଭ କରିଥିଲେ। ପରିବାର ସଦସ୍ୟଙ୍କ ଦେଖାଶୁଣା କରିବା ପାଇଁ ମଧ୍ୟ ଜାଗରଣ ବା ମନ୍ଦିର ପରିସରରେ ଗୀତ…

ବାପା ଓ ପୁଅଙ୍କ ପରସ୍ପର ବିରୋଧୀ ବୟାନ

ଭୁବନେଶ୍ବର()  ସୁପ୍ରିମୋ ଚାହିଁଲେ ଫେରିବେ ବାପା, ବିଜେପିରେ ଖୁସି ନାହାନ୍ତି ବାପା, ଏଭଳି ପ୍ରତିକ୍ରିୟା ରଖିଥିଲେ ପୁଅ ତଥା ବିଜେଡି ବିଧାୟକ ସମ୍ବିତ ରାଉତରାୟ । ଖାଲି ସେତିକି ନୁହେଁ ଆହୁରି ସମ୍ବିତ୍ କହିଥିଲେ କି ବିଜେପିକୁ ଯାଇ ବାପା ଠିକ୍ କରିନାହାନ୍ତି । ଏପରିକି ସେଥିପାଇଁ ଲୋକେ…

ରଜନୀକାନ୍ତ ସିଂ ହେବେ ଉପବାଚସ୍ପତି

ଭୁବନେଶ୍ବର () ଷୋଢଷ ବିଧାନସଭାର ଉପବାଚସ୍ପତି ହେବେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ । ଆଉ ସରକାରୀ ଉପମୁଖ୍ୟ ସଚେତକ ଭାବେ ଦାୟିତ୍ବ ତୁଲାଇବେ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ । ବିଜେଡି ପକ୍ଷରୁ ରଜନୀକାନ୍ତ ସିଂହଙ୍କୁ ଉପବାଚସ୍ପତି ପଦବୀ ପାଇଁ ମନୋନିତ କରାଯାଇଥିବା ବେଳେ…

ଧୋନିଙ୍କୁ ସମର୍ଥନ କଲେ କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ()  ମହେନ୍ଦ୍ର ସିଂହ ଧୋନିଙ୍କ କିପିଙ୍ଗ ଗ୍ଲୋଭସରେ ‘ବଳିଦାନ’ ବ୍ୟାଜକୁ ନେଇ ଆଇସିସି ଆପତ୍ତି ଉଠାଇବା ପରେ ଏହାକୁ ବିରୋଧ କରିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ। ଧୋନି କିଛି ଭୁଲ କରି ନାହାନ୍ତି, ଏହି ପ୍ରସଙ୍ଗରେ ବିସିସିଆଇ ଧୋନିଙ୍କୁ ସମର୍ଥନ କରିବା ଉଚିତ ବୋଲି…

କାଳିଆ ପାଇଁ ୩୨୩୪ କୋଟି ବ୍ୟୟ ବରାଦ

ଭୁବନେଶ୍ବର ()  କାଳିଆପାଇଁ ୩୨୩୪କୋଟି ବ୍ୟୟବରାଦ କଲେ ରାଜ୍ୟ ସରକାର ।୨୫ଲକ୍ଷ ହିତାଧିକାରୀଙ୍କୁ ଖୁବଶୀଘ୍ର କାଳିଆ ଟଙ୍କା ମିଳିବ ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି । ଜୁନ୍ ୪ ତାରିଖରେ କାଳିଆ ଯୋଜନାରେ ଅତିରିକ୍ତ ହିତାଧିକାରୀଙ୍କୁ ରାଜ୍ୟ ସରକାର ମଞ୍ଜୁରି ପ୍ରଦାନ ନେଇ…